ପାଣି ପାଇଁ ବୋମାମାଡ଼

ଡେଲାଙ୍ଗ,୨୭ା୩(ଏସଏସନିଉଜ) କୂଅରୁ ପାଣି ଉଠାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଟାଙ୍ଗୀଭଂସରଗାଁରେ ଗଣ୍ଡଗୋଳ ହୋଇଛି ।ଏତିକିରେ ଗଣ୍ଡଗୋଳ ଶାନ୍ତ ପଡିନି । ଗାଁରେ ବୋମାମାଡ଼ ହୋଇଥିବାର ଖବର ମିଳିଛି।ଯଦିଓ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ତଥାପି ଗଣ୍ଡଗୋଳ ବଢିବାର ଆଶଙ୍କା କରି ପୋଲିସ ପହଁଚି ପରିସ୍ଥିଉପରେ ତତିକ୍ଷ୍ଣ ନଜରରଖିଛି ।ଏହାସହ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

 

Comments (0)
Add Comment