Browsing monthly archive

May 2024

୨୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଆସନ୍ତା ୨୬ ତାରିଖରେ ପ୍ରକାଶପାଇବ ମାଟ୍ରିକରେଜଲ୍ଟ । ୨୬ତାରିଖ ସକାଳ୧୦ଟା୩୦ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପ୍ରେସମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।୧୧ଟା ୩୦ସୁଦ୍ଧା ୱେବସାଇଟରେ ରେଜଲ୍ଟ ମିଳିବ ।ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ବୋଲି କୁହାଯାଇଛି।

ଲୋକେ ବାଛିବେ ନିଜର ନେତା

ଭୁବନେଶ୍ୱର,୨୪।୫(ଏସଏସନିଉଜ)ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା ।ରାଜ୍ୟରେ ଆସନ୍ତାକାଲି ବା ୨୫ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭାଆସନର ୪୨ଟି ବିଧାନସଭାଆସନ ପାଇଁ ମତଦାନ କରାଯିବ ।ଏହିପର୍ଯ୍ୟାୟ ପାଇଁ ଗୁରୁବାରସନ୍ଧ୍ୟାରେ ପ୍ରଚର ଶେଷହୋଇଛି ।ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ତୃତୀୟ ପର୍ଯ୍ୟାୟରେ ଏହି ୬ଲୋକସଭାକ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

କେଉଁଠି ଲ୍ୟାଣ୍ଡଫଲ?

ଭୁବନେଶ୍ୱର,୨୪।୫(ଏସଏସନୀଉଜ) ବଙ୍ଗୋପ ସାଗରରେ ଅବପାତର ରୂପନେଲା ବାତ୍ୟା।ଆସନ୍ତାକାଲି ବାତ୍ୟାର ରୂପ ନେବା ସମ୍ଭାବନା ଦେଖାଦେଇ ଥିବାବେଳେ ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଜଣାପଡିଛି।୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା।୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ କରିବ।ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ।ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆଜିର ରାଶିଫଳ

ମଇମାସ ୨୪ତାରିଖ ୨୦୨୪ ମସିହା(ଶୁକ୍ରବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ସନ୍ଧ୍ୟା ଘ୦୭/୧୪ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୧,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୫/ ୪୭,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୭/୧୪ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଛା ,ଧନୁ ଓ ମୀନରାଶିର ଘାତବାର,ଅଦ୍ୟ ମୃତେ ରାତ୍ରି ଘ ୦୭/୧୪ ଗତେ ଏକପାଦ ପୁଷ୍କର ଦୋଷ, କାଳବେଳା ଓ ବାରବେଳା – ଦିବା ଘ ୦୮/୨୫ଗତେ ଘ୧୧/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୪୧ ଗତେ ଘ୦୨/୦୦ ମଧ୍ୟେ ଓ ରାତ୍ରି ଘ୦୮/୪୦ ଗତେ […]

ମେଣ୍ଢାଶାଳରେ ସରିଲା ବିଶ୍ୱଶାନ୍ତି ମହାଯଜ୍ଞ

  ମେଣ୍ଢାଶାଳ,୨୩।୫(ଏସଏସନିଉଜ)ପ୍ରତ୍ୟକବର୍ଷ ଭଳି ଚଳିତ ବର୍ଷ ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ସମ୍ମୁଖରେ ଚାରିଦିନ ବ୍ୟାପି ୩୩ତମ ବିଶ୍ୱ ଶାନ୍ତିମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ସୋମବାରଠାରୁ ଏହି ମହାଯଜ୍ଞ ଆରମ୍ଭ ହୋଇଥିଲା। ସୋମବାର ଅଙ୍କୁରରୋପଣ, ମଙ୍ଗଳବାର ଜଳଯାତ୍ରା, ଶଲାମଣ୍ଡନ,ଦେବତା ଆବାହନ ଓ଼ ଅଗ୍ନିସ୍ଥାପନ,ବୁଧବାର ରୁଦ୍ରାଭିଷେକ ଓ଼ ଶ୍ରୀମଦ ଭଗବତ ଗୀତାଜ୍ଞାନଯଂଜ୍ଞ କରାଯାଇଥିବା ବେଳେ ଗୁରୁବାରସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି ।ଏହି ଯଂଜ୍ଞରେ କର୍ତ୍ତାରୂପେ ମେଣ୍ଢାଶାଳ ବାସୁଦେବମନ୍ଦିର କମିଟି ମାର୍ଫଦାର ପ୍ରଫୁଲ୍ଲ କୁମାରଶ୍ରୀଚନ୍ଦନ […]

ଆସୁଛି ବାତ୍ୟା !

ଭୁବନେଶ୍ୱର,୨୩।୫(ଏସଏସନିଉଜ)୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ ।୨୬ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ।ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସୁଦୃଶ ଲଘୁଚାପରେ ପରିଣତ ହୋଇଛି ।କାଲିସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।ଏହାର ପ୍ରଭାବ ଓଡ଼ିଶା ଉପରେ ରହିବନି ବୋଲି କହିଥିଲେ IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । […]

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୩ତାରିଖ ଗୁରୁବାର।ଚନ୍ଦନ ଓ ବୁଦ୍ଧପୂର୍ଣ୍ଣିମା, ଗୁରୁପୂର୍ଣ୍ଣିମା ବ୍ରତ,କୁର୍ମାବତାର ଜୟନ୍ତୀ, ବୈଶାଖ ବ୍ରତ ସମାପନ, ମୁକ୍ତିମଣ୍ଡପ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି, ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ।ସୁର୍ଯ୍ୟୋଦୟ- ଘ୫/୧୨/୭,ସୂର୍ଯ୍ୟାସ୍ତ- ଘ୬/୧୪ /୧୯,ବୈଶାଖ ମାସ,ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ପୂର୍ଣ୍ଣିମା ରାତ୍ରି ଘ୭/୧୦ମିପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ନକ୍ଷତ୍ର-ବିଶାଖାନକ୍ଷତ୍ର ଦିବା ଘ୯/୪୩ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର ।ଚ଼ନ୍ଦ୍ର- ବିଛାଚନ୍ଦ୍ର (ଅହୋରାତ୍ର)।ସୌରଚଳନେ ବୃଷ ଦି୧୦ନ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ,ରାତ୍ରି ଘ୭/୧୦ମିପରେ ପୂର୍ବ ଦିଗରେ। ପକ୍ଷାନ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର-ଘାତଚନ୍ଦ୍ର […]

ଆଜିର ରାଶିଫଳ

ମଇମାସ ୨୨ତାରିଖ ୨୦୨୪ ମସିହା(ବୁଧବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୦୬/୩୭ ଗତେ ପୂର୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୩୭, ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୬/୩୭ଗତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୦୮/୧୭ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ ୦୮/୨୬ ଗତେ ଘ୧୦/୦୪ ମଧ୍ୟେ, ବାରବେଳା – ଦିବା ଘ ୧୧/୪୦ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୬ ଗତେ ଘ୦୮/୨୫ ମଧ୍ୟେ ଓ ଘ୦୧/୧୭ ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- […]

ଆଜିର ରାଶିଫଳ

ମଇମାସ ୨୧ତାରିଖ ୨୦୨୪ମସିହା (ମଙ୍ଗଳବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଅପରାହ୍ନ ଘ୦୫/୨୮ ଗତେ ଚତୁର୍ଦ୍ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୭, ଯୋଗିନୀ ଦକ୍ଷିଣେ ଅପରାହ୍ନ ଘ୦୫/୨୮ ଗତେ ପଶ୍ଚିମେ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମକରରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ ୦୧/୨୪ ଗତେ ଘ୦୩/୦୨ ମଧ୍ୟେ,ବାରବେଳା – ଦିବା ଘ ୦୬/୫୦ ଗତେ ଘ୦୮/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/ ୪୯ ମଧ୍ୟେ ଓ ଘ୦୯/୧୨ଗତେ ଘ୧୨/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା […]

ଆଜିର ରାଶିଫଳ

ମଇମାସ ୨୦ତାରିଖ ୨୦୨୪ ମସିହା (ସୋମବାର)  ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ୦୩/୫୦ ଗତେ ତ୍ରୟୋଦଶୀ, ସୌରମାସ- ବୃଷ ୦୭ ଦିନ, ସୁର୍ୟୋଦୟ- ପ୍ରାତଃ ଘ୦୫/୧୩/୩୧,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୩ /୩୭,ଯୋଗିନୀ ନୈରୁତେ ଦିବା ଘ୦୩/୫୦ ଗତେ ଦକ୍ଷିଣେ,ଦ୍ଵାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ,ମିଥୁନ ରାଶି ର ଘାତବାର,ଅଦ୍ୟ ମୃତେ ଦିବା ଘ ୦୩/୫୦ ମଧେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ ୦୬/୪୯ ଗତେ ଘ୦୮/୨୭ ମଧ୍ୟେ, ବାରବେଳା – ଦିବା ଘ ୦୩/୦୦ ଗତେ ଘ୦୪/୩୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]