Browsing yearly archive

2024

୧୭ରେ ସ୍କୁଲ,କଲେଜ ଛୁଟି

ଭୁବନେଶ୍ୱର,୧୪/୯(ଏସଏସନିଉଜ)ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ । ଏଥିପାଇଁ ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି।ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ହୋଇଛି।BMC ଅଧୀନରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକ ପ୍ରଥମାର୍ଦ୍ଧ ଛୁଟି ହେବା ସହ ଦିନ ୨ଟା ଯାଏଁ ଅଫିସ ଚଳିବ। ରାଜସ୍ବ ଓ ମାଜିଷ୍ଟେରିଆଲ୍‌ କୋର୍ଟ ଛୁଟି ରହିବ।୧୭ରେ ଜନତା ମଇଦାନରେ ‘ସୁଭଦ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ମାତିଲେ ଫ୍ଲାଟ୍ ଲୁଟେରା, ୧ମାସରେ ୨ଟି ଲୁଟ୍

ବାରଙ୍ଗ,୧୪/୯(ଏସଏସନିଉଜ)ଘଙ୍ଗାପାଟଣା ପାଖରେ ଥିବା ଆକ୍ରୋପଲିସ ଆପାର୍ଟମେଣ୍ଟରୁ ଲୁଟ ହୋଇଥିବାର ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।ଲୁଟରାମାନେ ଗୋଟିଏ ମାସରେ ଏହି ଅଞ୍ଚଳରୁ ୨ଟି ଫ୍ଲାଟ୍ ରୁ ଘରେ କେହି ନଥିବାର ସୁଯୋଗରେ ଲୁଟିଛନ୍ତି।ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ ରହୁଥିବାରୁ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଚିନ୍ତା ବଢ଼ିଯାଇଛି।ଅନ୍ୟପଟେ ଆପାର୍ଟମେଣ୍ଟରୁ ଲୁଟି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା। ପ୍ରକାଶ ଯେ,ମେଟ୍ରୋଲଜିକାଲ୍ ଲାବ୍ରୋଟୋରୀର ଚିଫ୍ ସାଇଣ୍ଟିଷ୍ଟ ନାରାୟଣ ପରିଡ଼ା ଅବସର ପରେଚନ୍ଦକା ଥାନା ଅଧିନସ୍ତ ଗୋଠପାଟଣା ଆକ୍ରୋପଲିସ୍ ଆପାର୍ଟମେଣ୍ଟର ଋ-୫୦୬ଫ୍ଲାଟ୍ କିଣି […]

ଯୁବବ୍ୟବସାୟୀଙ୍କ ଶ୍ରଦ୍ଧାଞ୍ଜଳୀସଭା

ବାରଙ୍ଗ,୧୪/୯(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଯୁବ ବ୍ୟବସାୟୀ ତନ୍ମୟ ମିଶ୍ର(୩୪)ନାମକ ବ୍ୟକ୍ତିଙ୍କର ଅକାଳ ବିୟୋଗ ଯୋଗୁ ମେଣ୍ଢାଶାଳ ବଜାର କମିଟି ତରଫରୁ ଦୁର୍ଗାପୂଜା ମଣ୍ଡପରେ ବ୍ୟବସାୟୀ ସଂଘର ସଦସ୍ୟ ମାନେ ଶନିବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ ସଭା କରିଛନ୍ତି।ସ୍ବର୍ଗତତନ୍ମୟ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସ୍ବର୍ଗତ ମିଶ୍ର ଜଣେ ମେଲାପି,ବନ୍ଧୁବସ୍ୟଲ ଯୁବକ ରୂପେ ଗ୍ରାମରେ ବେଶ୍ ପରିଚିତ ଥିଲେ।କିଛି ମାସହେବ ସେ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଗୁରୁବାର ତାଙ୍କ ବାସଭବନରେ ମୃତୁବରଣ କରିବାପରେ ବ୍ରାହ୍ମଣସମାଜ ତରଫରୁ ଏକ […]

ଗୋଟିଏରାତିରେ ସିରିଜ ଚୋରୀ

ବାରଙ୍ଗ,୧୪/୯ (ଏସଏସନିଉଜ ) ବାରଙ୍ଗ ଥାନା ଅଧୀନସ୍ଥ ବେଲଗଛିଆ ଓ ନରଣପୁର ନିକଟରେ ଥିବା ୩ଟି ଆପାର୍ଟମେଣ୍ଟରୁ ଗୁରୁବାର ରାତିରେ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି।ଗୋଟିଏ ରାତିରେ ତିନିଟି ଜାଗାରୁ ଚୋରି ହେବା ଘଟଣା ପୋଲିସ ପାଇ ଚିନ୍ତାର କାରଣ ପାଲଟିଛି।ଏହି ଘଟଣା ପରେ ନରଣପୁରପାଖରେ ଥିବା ଡିଅନ ନାମକ ଆପାର୍ଟମେଣ୍ଟରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଅନ୍ତେବାସୀମାନେ ସୁରକ୍ଷାସମ୍ପର୍କିତ ବିଭିର୍ଣଦାବୀନେଇ ଆପାର୍ଟମେଣ୍ଟ ଫାଟକଆଗରେ ଧାରଣାରେ ବସିଥିଲେ ।ପ୍ରାୟ୨ଘଂଟାପରେ ଆପାର୍ଟମେଣ୍ଟର ନିର୍ଦ୍ଦେଶକ ଆସି ବୁଝାସୁଜାକରିବାପରେ ଧାରଣା […]

ବିବାଦୀୟ ଜାଗାରୁ ଭାଙ୍ଗିଲା ପାଚେରୀ

ବାରଙ୍ଗ,୧୪/୯(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗାଁରେ ସରକାରୀ ଜାଗାରେ ହୋଇଥିବା ପାଚେରି ନିର୍ମାଣ କାର୍ଯ୍ୟକୁ ନେଇ ଦେଖାଦେଇ ଥିବା ବିବାଦ ଉପରେ ଶନିବାର ଦିନ ପୂର୍ଣ୍ଣଛେଦ ପଡ଼ିଛି।ଦୀର୍ଘ ୮ମାସର ବ୍ୟବଧାନ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି।ଶନିବାର ଦିନ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଫକିରପଡା ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବିବାଦୀୟ ସରକାରୀ ଜାଗାରେ ହୋଇଥିବା ପାଚେରୀକୁ ଭଙ୍ଗିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟଯେ,ଜାନୁୟାରୀ ମାସରେ ଫକିରପଡା ଗାଁରେ ଥିିବା ଫକିରପଡା ଓ ପାଟପୁର ମୌଜାର ଦୁଇଟି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୫ତାରିଖ ୨୦୨୪ମସିହା(ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ସନ୍ଧ୍ୟା ଘ୦୬/୩୧ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୭/୪୪ଗତେ ଧନିଷ୍ଟା ,ଅଦ୍ୟ ସୁନିଆଁ ଓ ବାମନଜନ୍ମ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୨୦ ,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୬/୩୧ଗତେ ଦକ୍ଷିଣେ , ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ସିଂହରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ଅଦ୍ୟ ମୃତେ ଦ୍ଵିପାଦ ଦୋଷ ଓ ସନ୍ଧ୍ୟା ଘ୦୬/୩୧ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୧୦/୧୨ ଗତେ ଘ୦୧/୧୫ ମଧ୍ୟେ […]

ଖୋର୍ଦ୍ଧା ଜିଲ୍ଲାରେ ଶିଶୁଶ୍ରମିକଙ୍କ ସଙ୍ଗୀନ ସ୍ଥିତି

ଭୁବନେଶ୍ୱର,୧୪/୯(ଏସଏସନିଉଜ) ଶୁକ୍ରବାର ବାଲିଅନ୍ତା ପୋଲିସ ଷ୍ଟେସନରେ ଆଉ ଏକ ଶିଶୁ ଶ୍ରମିକ ମାମଲା ରଜ୍ଜୁ ହୋଇଛି। ଗତ ୧୨ତାରିଖରେ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ଵେଚ୍ଛାସେବୀ ଓ ବାଳକାଟି ପୋଲିସ ମିଳିତ ଭାବେ ବାଳକାଟି ସାଇପନ୍ ଛକଠାରେ ଏକ ଜଳଖିଆଦୋକାନ ଉପରେ ଚଢ଼ାଉ କରି ଗୋଟିଏ ୧୨ବର୍ଷର ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରିଥଲେ। ପିଲାଟି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ […]

ଦୁଇ ଡ଼କାୟତକୁ ଧରିଲା ପୋଲିସ

ପାଟଣାଗଡ଼,୧୩ା୯(ଏସଏସନିଉଜ) ଏକ ଡକାୟତି ଘଟଣାରେ ଦୁଇଜଣକୁ ପୋଲିସ ଗିରଫକରି ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି। ପ୍ରକାସ ଯେ,ଗତ୬ତାରିଖରେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମଲ୍ଳିକଦରୋ ଗାଁର ହନୁମାଝୀ ଖପ୍ରାଖୋଲଥାନା ଓଡିଆପାଲି ଗାଁକୁ କୁଣିଆ ଆସି ଫେରୁଥିବାସମୟରେ ଲାଠୋରଥାନା ନିକଟସ୍ଥ ଫୁଲଝରଛକଠାରେ ଦୁଇଜଣ ବ୍ୟକ୍ତିଆସି ତାଙ୍କଠାରୁ ଗାଡ଼ି ଓ ଟଙ୍କା ଛଡାଇ ନେଇଯାଇଥିଲେ। ହନୁ ଏହି ଘଟଣା ସମ୍ପର୍କରେ ୬ ତାରିଖ ଦିନ ଲାଠୋରଥାନାରେ ଅଭିଯୋଗ କରିବାପରେ ପୋଲିସ ୧୯୯/୨୪ରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ଆଜି […]

ଶ୍ରୀକାନ୍ତ ହେବେ ପିସିସି ସଭାପତି!

ଭୁବନେଶ୍ୱର,୧୩ା୯(ଏସଏସନିଉଜ)କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ହୋଇପାରନ୍ତି ପିସିସି ସଭାପତି । କଂଗ୍ରେସ ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋରଧରିଛି । ଶ୍ରୀକାନ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଥିବାବେଳେ ସେ ଅନେକ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିବା ଜାଣିବାକୁ ମିଳିଛି । ରାଜନୀତିକ ଗୋଟିଚାଳନାରେ ଶ୍ରୀକାନ୍ତ ବେଶ୍‌ ମାହିର ।ତେଣୁ ତାଙ୍କୁ ଥରେ ପିସିସିସଭାପତି କରି ପରୀକ୍ଷାନୀରିକ୍ଷା କରିବାକୁ ରାହୁଲଗାନ୍ଧୀ ଯୋଜନାକରିଛନ୍ତି ବୋଲି ଚର୍ଚ୍ଚା ଯୋରଧରିଛି ।  

ପୁରୀବେଳାଭୂମିରେ ହେବନି ମଦ କୁଟୀର

ପୁରୀ,୧୩ା୯(ଏସଏସନିଉଜ)ପୁରୀବେଳାଭୂମିରେ ହେବନି ମଦ କୁଟୀର ।ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ।ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନାାସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ହେବନି ମଦ କୁଟୀର ବୋଲି କୁହାଯାଇଛି ।