Browsing monthly archive

September 2025

ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ବନ୍ୟାଜଳ

ଭୁବନେଶ୍ୱର,୨୬।୯(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଛି ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପୂଜକ ସମିତି ଓ ଦେବୋତ୍ତର ବିଭାଗ ସଜାଗ ଥିବା ବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୁପେ ଚାଲିଛି ।ମନ୍ଦିର ପାହାଚକୁ ପାଣି ଛୁଇଁଥିବା ବେଳେ ଆଉ ୨ ଫୁଟ ବଢ଼ିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରିବାର ସମ୍ଭାବନା […]

ଛାତତଳୁ ବିଡିଓ କାଢିଲେନି କାର

କଟକ,୨୫ା୯(ଏସଏସନିଉଜ)ବର୍ଷା ଯୋଗୁ ଗୁରୁବାର ଦିନ ମିଶନଶକ୍ତି ମହିଳାମାନେ ବ୍ଲକ୍ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସ୍ଥାନ ପରିବର୍ତ୍ତନକୁ ନେଇ ଉତେଜନା ଦେଖାଦେଇଥିଲା।ବର୍ଷା ଯୋଗୁଁ ଛାତ ତଳେ ରହୁଥିବା ବିଡ଼ିଓ ଙ୍କ କାର କାଢ଼ିବାକୁ ମହିଳାମାନେ କହିଥିଲେ।କିନ୍ତୁ କାର କଢ଼ା ନଯିବାରୁ ମହିଳାମାନେ ଉତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ।ଯାହାଫଳରେ କୌଣସି ବାଇକ୍ ଓ କାର ଭିତରକୁ ଯାଇପାରିନଥିଲା କି ଭିତରେ ଥିବା ଗାଡି ବାହାରକୁ ଆସିପାରିନଥିଲା। ପ୍ରକାଶଯେ,୬ଦଫା ଦାବି ନେଇଗତ ୪ଦିନ […]

ଚାଲିଥିଲା ବେଆଇନ ବାଣ କାରଖାନା ଧରିଲା ପୋଲିସ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବାରଙ୍ଗ ଥାନା ପୁଲିସ ଗୁରୁବାରଦିନ ବିଭିନ୍ନ ପ୍ରକାରର ବାଣ ସରଞ୍ଜାମ ଜବତ କରିବା ସହ ବାପି ମଲ୍ଲିକ ନାମକ ଯୁବକକୁ ଗିରଫ କରିଛି। ପ୍ରକାଶଯେ, ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନା ଥିବାର ବୁଧବାରବିଳମ୍ବିତ ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ ସଦଳେବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ […]

୮୦ଲିଟର ଦେଶୀମଦ,ବାଇକ ସହ ୨ଗିରଫ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ବୁଧବାର ବିଳମ୍ଭିତ ରାତିରେ ପେଟ୍ରୋଲିଂ କରୁଥିବାଳେ ଦେଶୀମଦ ନେଇ ଦ୍ରୁତଗତିରେ ଆସୁଥିବା ଏକ ବାଇକ ସହ ୮୦ଲିଟର ଦେଶୀମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଦ୍ୱୟ ହେଉଛନ୍ତି କଟକସଦରଥାନା ଅଧିନସ୍ଥ ଶ୍ରୀକାରୁନ ଗ୍ରାମର ପ୍ରଶାନ୍ତଦାସ ଓ ମଂଟୁଖୁଂଟିଆ । ବୁଧବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ପେଟ୍ରୋଲିଂ କରୁଥିବାବେଳେ ଆଠଗଡ ପଟରୁ ବାରଙ୍ଗଆଡକୁ ଓଡି୦୫ -ଏଜି -୦୪୭୬ନଂ ବାଇକଟି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୬ତାରିଖ ୨୦୨୫ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ତୃତୀୟା,ନକ୍ଷତ୍ର- ବିଶାଖା ଫା ରାତ୍ରି ଘ୦୭/୩୮ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୧୭,ଯୋଗିନୀ ନୈରୁତେ ଦିବା ଘ୦୬/୪୫ ଗତେ ନୈରୁତେ,ବିଛା,ଧନୁ ଓ ମୀନ ରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ ୦୨/୪୦ ଗତେ ଘ ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୫ ମଧ୍ୟେ ଓ ଘ ୦୨/୪୦ଗତେ ଘ୦୨/୩୯ ମଧ୍ୟେ ଓ ରାତ୍ରି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୫ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୩୮/୧୭,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ ୦୨/୪୦ଗତେ ଘ ୦୫/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୫ ମଧ୍ୟେ ଓ ଘ ୦୨/୪୦ଗତେ ଘ୦୨/୩୯ମଧ୍ୟେ ଓ ରାତ୍ରି ଘ ୦୬/ ୨୬ଗତେ ଘ୦୯/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ମୂଳା ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରିବେ।ଯିବା […]

ବିଜେଡିରୁ ନିଲମ୍ବନ ହେଲେ ଶ୍ରୀମୟୀ

ଭୁବନେଶ୍ୱର,୨୩।୯(ଏଏସନିଉଜ)ବିଜେଡିର ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ ସମେତ ଆଜି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।ଦଳ ବିରୋଧୀ ବୟାନ ଶ୍ରୀମୟୀ ମିଶ୍ରଙ୍କ ପାଇଁ ମହାଙ୍ଗା ପଡିଛି।କିଛିଦିନ ହେବ ଶ୍ରୀମୟୀ ମିଶ୍ରଙ୍କ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୪ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା,ନକ୍ଷତ୍ର- ଚିତ୍ରା ଫା ଦିବା ଘ୦୪/୪୫ ଗତେ ସ୍ଵାତୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯ /୧୭,ଯୋଗିନୀ ଅଗ୍ନିକୋଣେ, କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ ୦୮/୪୦ ଗତେ ଘ୧୦/୧୨ ମଧ୍ୟେ, ବାରବେଳା- ଦିବା ଘ ୧୧/୪୨ ଗତେ ଘ ୦୧/୧୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୮ ମଧ୍ୟେ ଓ ଘ ୦୭/୧୫ ଗତେ ଘ୦୮/୦୪ ମଧ୍ୟେ ଓ ରାତ୍ରି ଘ ୦୬/୨୬ ଗତେ […]

ମହାପ୍ରଭୁଙ୍କ ରତ୍ନ ସ୍ଥାନାନ୍ତର ଶେଷ

ପୁରୀ,୨୩।୯(ଏସଏସନିଉଜ) ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର।ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ।୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ।ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛି।ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ପଡ଼ିଛି , ଟ୍ରେଜେରୀକୁ ହସ୍ତାନ୍ତର ହେବ।ରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି।SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି।ଗଣତି ମଣତି […]

ନଭେମ୍ବର ୩ରେ ବଡ଼ଓଷା

ଭୁବନେଶ୍ୱର,୨୩।୯(ଏସଏସନିଉଜ)ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ବଡ଼ଓଷା ପାଳନ ହେବ।ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ବିତରଣ କରାଯିବ ।ନଭେମ୍ବର ୫ରେ ଡ଼ଙ୍ଗା ଭସା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ।ଅକ୍ଟୋବର ୮ରୁ ନଭେମ୍ବର ୫ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ।ନଭେମ୍ବର ୧ରୁ ୫ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ।ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।