ହୋଟେଲରେ ବଚସା ,ଘରେଆକ୍ରମଣ
ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ହୋଟେଲରେ ଖାଇବାକୁ ନେଇ ହୋଟେଲ କର୍ମଚାରୀ ସହ ପ୍ରଥମେ ବଚସା ।ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା । ହେଲେ ରାଗ ସୁଜିନଥିଲା । ଯାହାଫଳରେ ଜଣେ ଯୁବକ ଖାଇବାକୁ ଆସିଥିବା ଗ୍ରାହକ ଘରେ ପଶି ଆକ୍ରମଣ କରିଥିଲେ । ଏଭଳି ଘଟଣା ଚନ୍ଦକାଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ,ପୁରୀ ନିମାପଡ଼ା ଅଞ୍ଚଳର ତାପସ ପ୍ରଧାନ ୩୨ ଓ ରାକେଶ କୁମାର ପ୍ରଧାନ ୨୮ ଦୁଇଭାଇ ଚନ୍ଦକାଥାନା ଦାସପୁରରେ ଭଡା […]