Browsing yearly archive

2025

ଅଜଣାଗାଡ଼ି ନେଲା ୨ଜୀବନ

ବାରଙ୍ଗ, ୨୨।୫(ଏସଏସନିୟୁଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲବନ୍ଧରାସ୍ତାର ସାନ ମୁଣ୍ଡଳିଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟଢେଙ୍କାନାଳରୁ ବାରଙ୍ଗ ଆଡ଼କୁ ଆସୁଥିବାବେଳେ ସାନମୁଣ୍ଡଳି ଗ୍ରାମପାଖ ପୁରୀ ମୁଖ୍ୟ କେନାଲ ବନ୍ଧରାସ୍ତାରେ ଅଜଣାଗାଡି ଧକା ଦେଇ ପଳାଇଯାଇଥିଲା।ପୋଲିସ ଖବର ପାଇ ଯୁବକଦ୍ୱୟଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ସରସ୍ଵତୀ ଗ୍ରୁପ୍ ଅଫ୍ ଇନଚିଚ୍ୟୁଟର ଗର୍ବ

କଟକ,୨୧।୫( ଏସଏସନୀୟୁଜ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ+୨ ପରୀକ୍ଷାରେ କଟକ ବାରଙ୍ଗସ୍ଥିତ ବେଲଗଛିଆ ଠାରେ ଥିବା ଘରୋଇ ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ଚଳିତ ବର୍ଷ ବାଜିମାତ କରିଛି। ରାଜ୍ୟର ସବୁ ମହାବିଦ୍ୟାଳୟ ଗୁଡ଼ିକୁ ପଛରେ ପକାଇ ଏହି ବିଦ୍ୟାଳୟର ଛାତ୍ର ବିନିତ୍ ମହାନ୍ତି ୯୭.୬୬% ଅର୍ଥାତ୍ ୫୮୬ ନମ୍ବର ରଖି ରାଜ୍ୟର ଟପ୍ପର ହୋଇଛନ୍ତି । ତାଙ୍କର ଏହି ଗୌରବ ମହାବିଦ୍ୟାଳୟ ପରିସରର ଖୁସିର ଲହରି ଖେଳାଇ ଦେଇଛି। ତାଙ୍କର […]

ଆଜିର ରାଶିଫଳ

ମଇମାସ ୨୨ତାରିଖ୨୦୨୫ ମସିହା(ଗୁରୁବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୦୧/୧୭ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୩୯, ଯୋଗିନୀ ଉତ୍ତରେ ରାତ୍ରି ଘ୦୧/୧୭ ଗତେ ଅଗ୍ନିକୋଣେ,ଧନୁରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୩/୦୨ ଗତେ ଘ୦୬/୧୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ରାତ୍ରି ଘ୦୭/୦୦ ଗତେ ଘ୦୯/୧୧ ମଧ୍ୟେ ଓ ରାତ୍ରି ଘ୧୨/୦୭ ଗତେ ଘ୦୨/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୨ ମଧ୍ୟେ ଓ ଘ୦୯/୨୨ ଗତେ ଘ୧୧/୦୮ମଧ୍ୟେ,ଅଦ୍ୟ କଳମ ଶାଗ ଭକ୍ଷଣ […]

ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ବନ୍ଦ

ଭୁବନେଶ୍ଵର,୨୧।୫(ଏସଏସ ନିୟୂଜ୍)ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ।ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଲା।ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇଥିଲା।୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ। ମୌସୁମୀ ଶେଷ ହେଲେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଲେ ନିର୍ବାଚନ କମିଶନଙ୍କ ସଚିବ।

ବୃଦ୍ଧାଙ୍କୁ ହତ୍ୟା!

ବାରଙ୍ଗ,୨୧।୫(ଏସଏସନିୟୂଜ୍)ଆନନ୍ଦବଜାରସ୍ଥିତ ରହୁଥିବା ଘରୁ ଜଣେ ବୁଦ୍ଧାଙ୍କ ମୃତଦେହକୁ ଉଧାର କରିଛି ବାରଙ୍ଗଥାନା ପୋଲିସ। ମହିଳାଙ୍କୁ ରୁଦ୍ଧଘରେ କେହି ପିଟି ପିଟି ବିଭତ୍ସ ଭାବେ ହତ୍ୟାକରିଛି ବୋଲି ଅନୁମାନ କରିଛି ପୋଲିସ।୭୫ ବର୍ଷୀୟା ମୃତ୍ୟୁ ମହିଳା ଜଣକ ହେଲେ ଉତ୍ତମ ବେହେରା।ସେ ତାଙ୍କ ନିଜ ଯାଗାରେ ଦୀର୍ଘଦିନଧରି ଏକୁଟିଆ ରହୁଥିଲେ।ଵୃଦ୍ଧାଙ୍କୁ କିଏ ହତ୍ୟା କରିଛି ଓ କଣ ରହିଛି ଉଦ୍ଦେଶ୍ୟ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।ପୋଲିସ ସାଇଟିଫିକି ଟିମ ଓ ଡଗ ସ୍କ୍ୱାର୍ଡ ନେଇ […]

ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ

ଭୁବନେଶ୍ଵର,୨୧।୫(ଏସଏସ ନିୟୁଜ୍)ଜୁନ୍‌ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡମେମ୍ବର […]

ଦଶହରା ପୂର୍ବରୁ କଲେଜ୍ ଇଲେକ୍ସନ୍

ଭୁବନେଶ୍ଵର,୨୧।୫(ଏସଏସନିୟୂଜ୍)ଦଶହରା ପୂର୍ବରୁ କ୍ୟାମ୍ପସ ନିର୍ବାଚନ ସରିବ ବୋଲି ସୂଚନା ଦେଇଛନ୍ତି ସୁରଜ ସୂର୍ଯ୍ୟବଂଶୀ । ମନ୍ତ୍ରୀ କହିଛନ୍ତି, କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।ପୂର୍ବ ସରକାର ସମୟରୁ କଲେଜରେ ବିଶ୍ରୁଙ୍ଖଳା,ପରେ କରୋନାର ଆଳଦେଖାଇ କ୍ୟାମ୍ପସ ନିର୍ବାଚନକୁ ବନ୍ଦ ରଖାଯାଇଥିଲା ।ଯାହାକୁ ନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଏହାସହ ବିଭିନ୍ନ ଆଳଦେଖାଇ କ୍ୟାମ୍ପସ୍ ନିର୍ବାଚନକୁ କରାଇ ଦିଆଯାଉନଥିଲା ।ଏବେ […]

ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍

ବାରଙ୍ଗ, ୨୦।୫(ଏସଏସନିୟୁଜ୍) ବାରବାଟି ନିର୍ବାଚନ ମଣ୍ଡଳୀର ୩ନଂ ଓ୍ୱାର୍ଡରେ ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ୍। କଟକ ମହାନଗରନିଗମ ପକ୍ଷରୁ ୩ନଂଓ୍ୱାର୍ଡର ବିଭିନ୍ନ ଗ୍ରାମ ତଥା ବିଦ୍ୟାଧରପୁର, ବେଣ୍ଟକାରପଡା, ଷଣ୍ଢପୁର ଗ୍ରାମ ମାନଙ୍କରେ ମୁଖ୍ୟରାସ୍ତା ସହିତ ଗ୍ରାମର ଗଳିକନ୍ଦି ରାସ୍ତାକଡ ଗୁଡ଼ିକରେ ଜନସାଧାରଣମାନଙ୍କ ସୁବିଧାପାଇଁ ଲଗାଯାଇଛି।କିନ୍ତୁ ଷ୍ଟ୍ରିଟ ଲାଇଟ୍ ଟି କେବଳ ରାତିରେ ଜାଳିବା ପରିବର୍ତ୍ତେ ଦିନରାତି ଜଳି ରହୁଛି। କେତେବେଳେ ବନ୍ଦ୍ ହେବାର ଦେଖାଯାଉନି। ମହାନଗର ନିଗମର ୩ନଂଓ୍ୱାର୍ଡ ଦାୟିତ୍ଵରେ ଥିବା ବିଦ୍ୟୁତ କର୍ମଚାରୀଙ୍କ ଖାମଖିଆଲି ନୀତି […]

ଆଜିର ରାଶିଫଳ 

୨୧-୫-୨୦୨୫(ବୁଧବାର)ଅଦ୍ଯ ବୃଷ ଦି୭ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୫୫।୪୩ ରାଘ୩।୨୯,ଶତଭିଷା ଦ୩୬। ୯ ରାଘ୭।୪୦,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ବୃଷ ଦ୦/୫୬/୪୪ ଇଂଘ ୫/୧୨/୨୨ ଗତେ ଉଦୟ।ବିଛା ଦ୧/୮/୪୫ ଇଂଘ ୬/୧୩/୬ ଗତେ ଅସ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ ୩।୨୯ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୭।୪୦ ଗତେ ଉତ୍ତରଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା […]

୨୧ରୁ ୨୩ ଯାଏ କାଳବୈଶାଖୀ

ଭୁବନେଶ୍ୱର,୨୦।୫(ଏସଏସନିୟୁଜ୍)ଆସନ୍ତା ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ବଢ଼ିବ।ଏହାର ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ସହିତ ପବନର ଝଟ୍କା ୬୦କିମି ଯାଏ ଯାଇପାରେ ବୋଲି ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ୨୦ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼,୨୧ ତାରିଖରେ ଗଞ୍ଜାମ, ଗଜପତି, […]