Browsing yearly archive

2025

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ

ଭୁବନେଶ୍ଵର,୧୩।୫(ଏସଏସ ନିୟୁଜ)ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ପାସ୍ ହାର ୮୮.୩୯ ପ୍ରତିଶତ ରହିଥିବାବେଳେଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ।ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।

୧୬ ଯାଏ ଭୀଷଣ ଗରମ

ଭୁବନେଶ୍ୱର, ୧୩।୫(ଏସଏସନିୟୁଜ)୧୬ ତାରିଖ ଯାଏ ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହ ପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୪ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ […]

ଚନ୍ଦନ ଲାଗି ହେଲେ ଚନ୍ଦ୍ରଶେଖର

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଦାରୁଠେଙ୍ଗ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତି ଠାକୁର ପ୍ରଭୁ ଚନ୍ଦ୍ରଶେଖର ଦେବଙ୍କ ଚାଲିଛି ଚନ୍ଦନ ଉତ୍ସବ । ପବିତ୍ର ଅକ୍ଷୀତୃତୀୟାରୁ ଆରମ୍ଭ ହୋଇଥିବା ପୂଜାରେ ପ୍ରତେହ ଦିନ ଠାକୁରଙ୍କ ନୀତି କାନ୍ତି ପାଳନ ହେଉଛି ।ସୋମବାର ଥିଲା ମହାପ୍ରଭୁଙ୍କ ଚନ୍ଦନପୂର୍ଣ୍ଣିମା ।ଏହି ଅବସରରେ ସକାଳୁ ପ୍ରଭୁଙ୍କର ଦେହରେ ସରଲାଗି କରାଯାଇଥିଲା । ସକାଳରେ ସୁଙ୍କୁଳି ଭୋଗ,ମଧ୍ୟାହ୍ନରେ ଖେଚୁଡ଼ି ଭୋଗ କରାଯାଇ ଠାକୁର ପାଖରେ ଲାଗି ହୋଇଥିଲା ।ସନ୍ଧ୍ୟାଆଳତି ପରେ ଠାକୁରଙ୍କ […]

ଗୁଳି ଓ ବୋମାମାଡ ଘଟଣାରେ ସୁଧୀର ଗିରଫ

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଷୋମବାର ଦିନ ଆଉ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣା ବିକାକୁ ନେଇ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଥିଲେ ।ଗୁଳି ଚାଳନା ସହ ବୋମାମାଡ ବି ହୋଇଥିଲା। ଗୁଳିମାଡରେ […]

ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ୍ ବାସୁଦେବଙ୍କ ପବିତ୍ର ପୀଠରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା , ମାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଞ୍ଜ୍ୟ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଙ୍କୁରା ରୋପଣ,ଜଳ ଯାତ୍ରା,ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା,ମାଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି,ନଗର କୀର୍ତ୍ତନ ଆଦି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତିରେ ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ମେଣ୍ଢାଶାଳ ଗ୍ରାମବାସୀମାନେ […]

ଆଜିର ରାଶିଫଳ

ମଇମାସ ୧୩ତାରିଖ ୨୦୨୫ମସିହା (ମଙ୍ଗଳବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୧୨/୩୨ ଗତେ ଦ୍ୱିତିୟା,ନକ୍ଷତ୍ର- ବିଶାଖା ଦିବା ଘ୦୯/୪୨ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୯, ଯୋଗିନୀ ପୂର୍ବେ ରାତ୍ରି ଘ୧୨/୩୨ ଗତେ ଉତ୍ତରେ,ମକରରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ଦିବା ଘ୦୯/୪୨ଗତେ ଏକପାଦ ଓ ରାତ୍ରି ଘ୧୨/୩୨ ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୧/୨୪ ଗତେ ଘ୦୩/୦୦ ମଧ୍ୟେ,ବାରବେଳା- ଦିବା ଘ୦୬/୫୦ଗତେ ଘ୦୮/୨୬ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୨୭ ଗତେ ଘ୧୦/୦୫ ମଧ୍ୟେ ଓ […]

ଆଜିର ରାଶିଫଳ

ମଇମାସ ୧୨ତାରିଖ ୨୦୨୫ମସିହା (ସୋମବାର)ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୧୪ଗତେ ପ୍ରତିପଦ ,ନକ୍ଷତ୍ର- ସ୍ଵାତୀ ଦିବା ଘ୦୬/୪୭ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୯,ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୧୪ ଗତେ ପୂର୍ବେ ,ମେଷରାଶିର ଘାତବାର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଦିବାଘ୦୬/୪୭ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୫୦ଗତେଘ୦୮/୨୯ ମଧ୍ୟେ ,ବାରବେଳା- ଦିବା ଘ୦୩/୦୦ଗତେ ଘ୦୪/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବାଘ୦୬/୪୯ମଧ୍ୟେ ଓ ଘ୧୦/୦୪ ଗତେ ଘ୧୨/୨୮ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବାଘ୦୪/୩୬ […]

ଆଜିର ରାଶିଫଳ

ମଇ ମାସ ୧୧ ତାରିଖ ୨୦୨୫ ମସିହା (ରବିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୪୫ ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୪୬ ଗତେ ବାୟବ୍ୟେ,ମେଷରାଶିର ଘାତବାର, ଚତୁର୍ଦ୍ଦଶୀର  ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ଗତେ ଘ୦୧/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୦୪ ଗତେ ଘ୦୯/୧୭ ମଧ୍ୟେ ରାତ୍ରି ଘ୦୭/୪୬ ଗତେ ଘ୦୯/୨୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୪ ମଧ୍ୟେ ଓ ଘ୦୧/୦୦ ଗତେ ଘ୦୧/୧୭ମଧ୍ୟେ,ଅଦ୍ୟ […]

ଯୁଦ୍ଧ ବନ୍ଦ…

ଭୁବନେଶ୍ଵର,୧୦।୫(ଏସଏସନିୟୁଜ)ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ବୋଲି ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି।ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି।ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି।ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା।୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି।ଆସନ୍ତା ୧୨ […]

ଆଜିର ରାଶିଫଳ

୧୦-୫-୨୦୨୫(ଶନିବାର)ଅଦ୍ଯ ମେଷ ଦି୨୭ନ, ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦ୨୯।୪୭ ଦିଘ୫।୧୧,ଚିତ୍ରା ଦ୫୬।୫ ରାଘ୩।୪୨,କନ୍ୟାଚନ୍ଦ୍ର ଦ୨୨।୧୧ ଦିଘ ୨।୮।ମେଷ ଦ୩/୩୭/୧୫ ଇଂଘ ୫/୧୬/୨୧ ଗତେ ଉଦୟ।ତୁଳା ଦ୪/୨୯/୦ ଇଂଘ ୬/୮/୪୩ ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ । ଦିବା ଘ୫।୧୧ ଗତେ ପଶ୍ଚିମେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୩।୪୨ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିର […]