ଆଜିର ରାଶିଫଳ
ଅପ୍ରେଲମାସ ୨୮ତାରିଖ ୨୦୨୫ ମସିହା (ସୋମବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୦୯/୦୦ ଗତେ ଦ୍ଵିତୀୟା,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୯/୫୯ ଗତେ କୁର୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୯,ଯୋଗିନୀ ପୂର୍ବେ ରାତ୍ରି ଘ୦୯/୦୦ ଗତେ ଉତ୍ତରେ,ମିଥୁନରାଶିର ଘାତବାର,ମେଷରାଶିର ଘାତଚନ୍ଦ୍ର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ ୦୯/୦୦ ଗତେ ଏକପାଦ ରାତ୍ରି ଘ ୦୯/୫୯ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୫ ୦ଗତେ ଘ୦୮/୨୮ମଧ୍ୟେ, ବାରବେଳା- ଦିବା ଘ୦୨/୫୭ ଗତେ ଘ୦୪/୩୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]