Browsing yearly archive

2025

ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର…

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନଥିବା ବେଳେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।କାରଣ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣକମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ […]

୨୩୫ ଡିଏସପି ପଦବୀ ଖାଲି

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ପଦୋନ୍ନତି ଅପେକ୍ଷାରେ ଅଛନ୍ତି ଇନ୍ସପେକ୍ଟର।୫ ମାସ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା ନିର୍ଦ୍ଦେଶ ମୁତାବକ ଏହି ଖାଲି ପଦବୀଗୁଡ଼ିକ ପୂରଣ ହୋଇପାରିନାହିଁ। ପୋଲିସ୍ ମୁଖ୍ୟକାର୍ଯ୍ୟାଳୟରୁ ୩୩୩ ଯୋଗ୍ୟ ଇନ୍ସ୍ପେକ୍ଟରଙ୍କ ତାଲିକା ପଦୋନ୍ନତି ପାଇଁ ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତ ଖାଲି ଥିବା ପଦବୀ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ପୂରଣ କରିବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗୃହବିଭାଗ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାର ଜଣାପଡିଛି।

ଧରାପଡିଲା ହାଇପ୍ରୋଫାଇଲ ଲୁଟେରା

ଭୁବନେଶ୍ଵର,୧୩।୨(ଏସଏସନିଉଜ)ବରିଷ୍ଠ କଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ।କମିଶନରେଟ ପୋଲିସ କଳାକନା ବୁଲାଇଥିବା ଲୁଟେରାକୁ ବିଶାଖାପଟାଣାରୁ ଧରିବା ସହ ଚୋରି ଜିନିଷ ଜବତ ଚାଲିଛି । ଏହି ଲୁଟାର ସ୍ପାଇଡର ବୋଲି ଜଣାପଡିଛି । ବିଶାଖାପାଟଣାରେ ରହୁଥିବା ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ ।ତେବେ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ୨କୋଟି ଟଙ୍କାର ସୁନା […]

ଆଜିର ରାଶିଫଳ

ଫେବୃଆରୀମାସ ୧୩ତାରିଖ ୨୦୨୫ମସିହା (ଗୁରୁବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ର ଘ ୦୮/୩୧ ଗତେ ଦ୍ଵିତୀୟା,ନକ୍ଷତ୍ର- ମଘା ରାତ୍ର ଘ୦୯/୫୫ ଗତେ ପୂର୍ବାଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/ ୦୮,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୩୧ଗତେ ଉତ୍ତରେ,ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା-ଦିବା ଘ୦୨/ ୫୪ ଗତେ ଘ୦୫/୪୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୫୫ଗତେ ଘ୦୩/୨୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୫୫ ମଧ୍ୟେ ଓ ଦିବା ଘ୧୧/୦୬ଗତେ ଘ୦୧/୩୦ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ:-ଆଜି […]

ଆଜିର ରାଶିଫଳ

ଫେବୃଆରୀମାସ ୧୨ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ର ଘ ୭/୩୬ ଗତେ ପ୍ରତିପଦ,ନକ୍ଷତ୍ର- ଅଶ୍ଳେଷା ରାତ୍ର ଘ୦୮/୨୪ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧ /୨୮,ଯୋଗିନୀ ବାୟବ୍ୟେ ରାତ୍ରିଘ୦୭/୩୬ ଗତେ ପୂର୍ବେ,ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ରାଶିର ଘାତବାର,ଅଦ୍ୟ କୁମ୍ଭ ସଂକ୍ରନ୍ତି ଓ ଅଗ୍ନିଉତ୍ସଵ, କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୪ ମଧ୍ୟେ,ବାରବେଳା -ଦିବା ଘ୧୧/୫୮ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୪ ମଧ୍ୟେ ଓ ଘ୦୧/୨୫ ଗତେ ଘ୦୨/୧୯ ମଧ୍ୟେ ଓ ଘ୦୬/୩୦ ଗତେ […]

ଫାଟକରେ ତାଲା ପକାଇଲେ ଅଭିଭାବକ

ବାରଙ୍ଗ,୧୦।୨(ଏସଏସନିଉଜ) ଶିକ୍ଷକ ଓ ପ୍ରଧାନଶିକ୍ଷୟତ୍ରୀଙ୍କ ବିବାଦ ଯୋଗୁ ଭୁବନେଶ୍ଵର ବ୍ଲକ ଅଧିନସ୍ତ ଚନ୍ଦକା ପଞ୍ଚାୟତରସିମିଳୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ସୋମବାର ତାଲା ପଡ଼ିରହିଥିଲା।ସକାଳ ସାଢେ଼ ୯ଟା ସୁଦ୍ଧା ପିଲାମାନେ ବିଦ୍ୟାଳୟକୁ ଆସିବା ଆରମ୍ଭ କରିଥିଲେ।କିନ୍ତୁ ନିର୍ଦିଷ୍ଟ ସମୟ ପାଖାପାଖି ୧୦ସୁଦ୍ଧା ପିଲାମାନଙ୍କ ସହ ଶିକ୍ଷକମାନେ ଆସି ପହଂଚି ଥିଲ ମଧ୍ୟ ଫାଟକରେ ତାଲା ପଡ଼ିଥିଲା।ଯାହାଫଳରେ ବିଦ୍ୟାଳୟ ଭିତରକୁ ନଜାଇପରି ସମସ୍ତେ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା।୧୧ଟା ପାଖାପାଖିଅଭିଭାବକମାନେ ଏହି ଖବର ପାଇ ବିଦ୍ୟାଳୟକୁ ଆସି […]

ଭାରସାମ୍ୟ ହରାଇ ଓଲଟିଲା କାର

ବାରଙ୍ଗ, ୧୦/୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ କାଳିଆ ଶୁଣି ମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ସୋମବାର ଅପରାହ୍ନରେ ଏକ କାର ଓଲଟି ପଡ଼ିଛି। ପ୍ରକାଶ ଯେ ସୋମବାର ଅପରାହ୍ନ ସାଢ଼େଚାରିଟା ସମୟରେ ତ୍ରିଶୂଳିଆ ପଟୁ ଆସୁଥିବା ଓଡି ୦୫ବିଜେ ୨୧୩୦ କାରଟି ଦୃତଗତିରେ ଆସୁଥିଲା। କାଳିଆଶୁଣି ମନ୍ଦିର ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ କାରଟି ରାସ୍ତା କଡ଼ରେ ଥିବା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଖୁଣ୍ଟ ସହ […]

ଆଜିର ରାଶିଫଳ

ଫେବୃଆରୀମାସ ୧୧ତାରିଖ ୨୦୨୫ମସିହା (ମଙ୍ଗଳବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀରାତ୍ର ଘ ୭/୦୮ ଗତେ ପୂର୍ଣ୍ଣିମା ,ନକ୍ଷତ୍ର- ପୂଷ୍ୟା ରାତ୍ର ଘ୭/୨୫ ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୫୮ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୮ ଗତେ ବାୟବ୍ୟେ ,ଚତୁର୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୩ ମଧ୍ୟେ ,ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୦୯ ଗତେ ଘ୧୧/୦୮ ମଧ୍ୟେ ଓ ଘ୦୩/୫୫ଗତେ […]

ରାତିଅଧରେ ଗୋରୁ ଚୋରା ଚାଲଣ

ଚନ୍ଦ୍ରଶେଖରପୁର,୧୦।୨(ଏସଏସନିଉଜ)ଅଭିଯୋଗକାରୀ ବିଭୁ ପ୍ରସାଦ ବାରିକଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୁଲିସ ୪୩/୨୫କେସ ନମ୍ୱରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ତିନିଜଣକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଆଇଆରସି ଭିଲେଜ୍ ରେ ରହୁଥିବା ପୁରୀ ଅଞ୍ଚଳର ସଞ୍ଜୟ ବାରିକ(୨୮), ସାଲିଆସାହିରେ ରହୁଥିବା ଖୋର୍ଦ୍ଧାର ଦୁର‌୍ୟ୍ୟଧନ ବେହେରା(୫୮), ସାଲିଆ ସାହିରେ ରହୁଥିବା ଆସ୍କାର ଶିବରାମ ମିଶ୍ର(୫୧)।ସେମାନଙ୍କଠାରୁ ଏକ ଟାଟାଏସି ଗାଡି ସହ ୪ଟି ଗାଈ କୁ ଜବତ କରାଯାଇଛି। […]

ବାରବାଟୀରେ ଜିତିଲା ଭାରତ

କଟକ,୧୦ା୨(ଏସଏସନିଉଜ)ବାରବାଟୀରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ଉଇକେଟରେ ଜିତିଛି । ଅନ୍ତିମ ମ୍ୟାଚ ବାକି ଥିଲେ ମଧ୍ୟ ଭାରତ ୨-୦ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରିବା ସହ ଦମଦାର ଶତକ ହାସଲ କରିଥିଲୋ୯୦ ବଲ ଖେଳିଥିବା ରୋହିତ ୧୨ ଚୌକା ଓ ୭ ଛକା ମାରି ଭାରତ ବିଜୟରେ ମୁଖ୍ୟ ନାୟକ ସାଜିଥିଲେ। ୩୦୫ ରନର ପିଛା କରୁଥିବା ଭାରତ ୪୪.୩ ଓଭରରେ ୬ ଉଇକେଟ […]