ଗଛରେ ଝୁଲିପଡିଲେ ଯୁବକ
ବାରଙ୍ଗ,୯।୨(ଏସଏସନିଉଜ) ବାରଙ୍ଗଥାନା ପୋଲିସ ରବିବାର ସକାଳ୮ଟାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି।ମୃତ ଯୁବକ ହେଉଛନ୍ତି ପାଟପୁର ସାମଲ ସାହିର ବାଦଲ ଜେନାଙ୍କ ପୁଅ ଆଶିଷ ଜେନା(୨୩)।ପାରିବାରିକ କଳହ ଯୋଗୁ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି। ପ୍ରକାଶଯେ, ଶନିବାର ବିଳମ୍ବିତ ରାତିରେ ପାଟପୁର ଗ୍ରାମର କିଛି ଯୁବକ ପାଖ ଗ୍ରାମରୁ ବିବାହ କାର୍ୟ୍ୟରେ ଯୋଗଦେଇ ଫେରୁଥିଲେ।ଏହି ସମୟରେ […]