Browsing yearly archive

2025

ମାଗଣା ମୁଖଗହ୍ୱର ପରୀକ୍ଷା ଶିବିର

ବାରଙ୍ଗ,୬ା୨(ଏସଏସନିଉଜ) ଭୁବନପୁର ମାମଙ୍ଗଳାଯୁବପରିଷଦ ତରଫରୁ ଗ୍ରାମରତ୍ରିନାଥମନ୍ଦିର ପଡିଆ ନିକଟରେ ମାଗଣାରେ ମୁଖଗହ୍ୱର ପରୀକ୍ଷା ଶିବିର ଗୁରୁବାରଦିନ ସକାଳ ୧୧ଟାରେ ଆରମ୍ଭ ହୋଇଛି ।ଦିନିକିଆ ଏହି କାର୍ଯ୍ୟକ୍ରମରେ କିମ୍ସର ଡାକ୍ତରମାନେ ଡ.ଗୁଞନ କୁମାର ଓ ଡ.ସ୍ପନ୍ଦିତାଦାସଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଯୋଗଦେଇଥିଲୋ ।ଏଥିରେ ଭୁବନପୁର ଗ୍ରାମବାସୀମାନଙ୍କ ସହ ଆଖାପାଖ ଗ୍ରାମରୁ ଶତାଧିକ ଲୋକମାନେ ଯୋଗଦେଇ ସେମାନଙ୍କ ମାଗଣାରେ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ ।ମାମଙ୍ଗଳାଯୁବପରିଷଦର ସଭାପତି ରଞନକୁମାରଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏହାକୁ ପରିଚାଳନା କରିଥିଲେ ।

ଆଜିର ରାଶିଫଳ

ଫେବୃଆରୀମାସ ୦୭ତାରିଖ ୨୦୨୫ମସିହା (ଶୁକ୍ରବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ରାତ୍ରି ଘ ୦୯/୩୬ ଗତେ ଏକାଦଶୀ ,ନକ୍ଷତ୍ର- ରୋହିଣୀ ରାତ୍ରି ଘ ୦୭/୨୬ ଗତେ ମାର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୫୨ ,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୩୬ ଗତେ ଅଗ୍ନିକୋଣେ ,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ବିଛା ,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୦୯ ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୬ ମଧ୍ୟେ […]

ଆଜିର ରାଶିଫଳ

ଫେବୃଆରୀମାସ ୦୬ତାରିଖ ୨୦୨୫ମସିହା (ଗୁରୁବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରିଘ l୧୧/୦୧ ଗତେ ଦଶମୀ,ନକ୍ଷତ୍ର- କୃର୍ତ୍ତିକା ରାତ୍ରି ଘ୦୮/୧୨ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୨, ଯୋଗିନୀ ପୂର୍ବେ ରାତ୍ରି ଘ୧୧/୦୧ ଗତେ ଉତ୍ତରେ, ନବମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୫୧ ଗତେ ଘ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୪୬ ଗତେ ଘ୦୩/୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୫୮ମଧ୍ୟେ ଓ ଘ୧୧/୧୩ଗତେ ଘ୦୧/୩୪ ମଧ୍ୟେ,ଅଦ୍ୟ ଲାଉ ଭକ୍ଷଣ ନିଷେଧ। […]

ବଟାନିକାର୍ଲଗାର୍ଡେନକୁ ୪୫ପୁରସ୍କାର

ବାରଙ୍ଗ,୪ା୨(ଏସଏସନିଉଜ)ନାଲକୋ ପକ୍ଷରୁ ୩ଓ୪ତାରିଖ ଦୁଇଦିନଧରି ଚାଲିଥିବା ପୁଷ୍ପ ପଦର୍ଶନୀରେ ରାଜ୍ୟଉଭିଦ ଉଦ୍ୟାନକୁ ୪୫ଟିପୁରସ୍କାର ମିଳିଛି ।ଏହି ପୁଷ୍ପ ପଦର୍ଶନୀରେ ରାଜ୍ୟର ବିଭିର୍ଣ ଅନୁଷ୍ଠାନ ଯୋଗଦାନକରି ଉଦ୍ୟାନ କୃଷି ଓ ଉଦ୍ଭିଦ ପ୍ରଜାତିର ବିବିଧତା ଉପରେ ପ୍ରଦର୍ଶନ କରିଥିଲେ ।ଏହି ପୁଷ୍ପପଦର୍ଶନୀରେ ଫୁଲପତ୍ରସହ ମିଶାଗଛର ସାଜସଜା,ପତ୍ରଥିବାଗଛ,ଫୁଲଗଛ ଆଦିକୁ ମିଶାଇ ସମୁଦାୟ ୫୨ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା ।ଏଥିରେ ୪୫ଟି ପ୍ରତିଯୋଗୀତାରେ ବଟାନିକାର୍ଲ ଗାର୍ଡେନକୁ ସଫଳତା ମିଳିଛି ।ସେଥିମଧ୍ୟରେ ବିଭିର୍ଣବର୍ଗରେ ପ୍ରଥମସ୍ଥାନରେ ୨୪ଟି, ଦ୍ୱିତୀୟ ସ୍ଥାନରେ୧୬ଟି ଓ ୫ଟି ମେରିଟ ପୁରସ୍କାର […]

ଅଧା ରହିଗଲା ଠାକୁର ପୂଜା

ବାରଙ୍ଗ,୪।୨(ଏସଏସନିଉଜ)ଅଧା ରହିଗଲା ଠାକୁର ପୂଜା।ଝିଅ ଆସିଥିଲା ଫୁଲ ଆଣିବା ପାଇଁ।କିନ୍ତୁ ବାଟରେ ଜଗିରହିଥିଲା ଯମ ରୁପି ମୋ ବସ।ସାଇକେଲ ନେଇ ଆସୁଥିବା ବେଳେ ଛୋଟ ଝିଅକୁ ପଛରୁ ଧକା ଦେଇଥିଲା।ଯାହାଫଳରେ ସେହିଠାରେ ଚାଲିଯାଇଥିଲା ଝିଅର ଜୀବନ।ଏହି ଭଳି ଘଟଣା ମଙ୍ଗଳବାର ସକାଳେ ରଘୁନାଥପୁର ଗାଁ ମୁଣ୍ଡରେ ଘଟିଥିଲା। ଦୁର୍ଘଟନା ଘଟାଇଥିବା ଚାଳକକୁ ଗିରଫ କରି ପୋଲିସ କୋର୍ଟଚାଲଣ କରିଛି। ପ୍ରକାଶଯେ, ସାବିତ୍ରୀ ଜୁଆଡ଼ି ନାମକ ମହିଳା ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀସେ ପରିବାର ସହ ନନ୍ଦନକାନନ […]

ଆଜିର ରାଶିଫଳ

ଫେବୃଆରୀମାସ ୦୫ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ ୧୨/୪୦ ଗତେ ନବମୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ ୦୯/୧୩ ଗତେ କୃର୍ତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/ ୫୨,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୪୦ ଗତେ ପୂର୍ବେ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷ ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୪ ମଧ୍ୟେ, ବାରବେଳା – ଦିବା ଘ୧୧/୫୮ଗତେ ଘ୦୧/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୮ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୨୩ ମଧ୍ୟେ ଓ ରାତ୍ରି […]

ପୁଣି ମୋ ବସ ନେଲା ଜୀବନ

ବାରଙ୍ଗ,୪।୨(ଏସଏସନିଉଜ) ମଙ୍ଗଳବାର ସକାଳେ ଜଣେ ନାବାଳିକା ଉପରେ ଦ୍ରୁତଗାମୀ ବେପରୁଆ ମୋବସ ଚଢ଼ିଯାଇଛି। ଯାହାଫଳରେ ନାବାଳିକା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ଫୁଲ ତୋଳି ରାସ୍ତା ପାର୍ଶ୍ବରେ ଥିବା ଏକ ନର୍ସରୀ ରେ ରହୁଥିବା ପରିବାର ପାଖକୁ ଯିବା ପାଇଁ ସାଇକେଲ ଧରି ଛିଡା ହୋଇଥିଲା।ଏହି ସମୟ ରେ ଭୁବନେଶ୍ୱର ପଟରୁ ଆସୁଥିବା ଦ୍ରୁତଗାମୀ ମୋ ବସ ଧକା ଦେଇଥିଲା।ଦୁର୍ଘଟନା ପରେ ରଘୁନାଥ ପୁର ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ବାଉଁଶ ପକାଇ ଓ […]

ଆଜିର ରାଶିଫଳ

ଫେବୃଆରୀମାସ ୦୪ତାରିଖ ୨୦୨୫ମସିହା (ମଙ୍ଗଳବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ ୦୨/୩୩ ଗତେ ଅଷ୍ଟମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୨ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୩୪ଗତେ ଐଶାନ୍ୟେ ,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୨ମଧ୍ୟେ ,ବାରବେଳା – ଦିବା ଘ୦୭/୪୮ ଗତେ ଘ୦୯/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୫୩ଗତେ ଘ୧୧/୧୦ମଧ୍ୟେ ଓ ଘ୦୪/୦୦ ଗତେ ଘ୦୫/୩୯ମଧ୍ୟେ ଓ ରାତ୍ରି ଘ୦୬/୨୬ ଗତେ […]

ଡକାୟତି ପାଇଁ କରୁଥିଲେ ଯୋଜନା

  ବାରଙ୍ଗ,୨।୨(ଏସଏସନିଉଜ)ଦାଦାବଟି ଓ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ ୩ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ବାରଙ୍ଗ ପୋଲିସକୁ ସଫଳତା ମିଳିଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ , ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଓ କାରକୁ ଜବତ କରିଛି। ସୁଚନା ଅନୁଯାୟୀ ଶନିବାର ରାତିରେ ଓମ୍ଫେଡ଼ ରାସ୍ତାରେ ପାଞ୍ଚଜଣ ଯୁବକ ଦାଦାବଟି ଓ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୋଲିସ ଙ୍କ ନଜର […]

ଛୁଆ ବିଲେଇ ପାଇଁ ନକେଦମ୍

ବାରଙ୍ଗ, ୨/୨(ଏସଏସନିଉଜ) ନରାଜ ବ୍ୟାରେଜ ଖୁଣ୍ଟ ଉପରୁ ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା କାଠଯୋଡି ନଦୀର ନରାଜବ୍ୟାରେଜ ମଝିରେ ଗୋଟିଏ ଖୁଣ୍ଟଉପରେ ଛୋଟ ବିଲେଇ ଖସିପଡ଼ିଥିଲ।ବିଲେଇ ଛୁଆଟି ଖାଦ୍ୟଅନ୍ୱେଷଣରେ ଯାଇ ଖସି ପଡ଼ିଥିବାର ଅନୁମାନ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିଛୁଆବିଲେଇକୁ ଉଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀର […]