Browsing yearly archive

2025

ଆଜିର ରାଶିଫଳ

ଫେବୃଆରୀମାସ ୦୩ତାରିଖ ୨୦୨୫ମସିହା (ସୋମବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୦୬/୫୮ ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/ ୨୫/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୫୨,ଯୋଗିନୀ ଦକ୍ଷିଣେ ଦିବା ଘ୦୬/୫୯ଗତେ ପଶ୍ଚିମେ, ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୭ଗତେ ଘ୦୯/୧୨ମଧ୍ୟେ,ବାରବେଳା – ଦିବା ଘ୦୨/୫୦ଗତେ ଘ୦୪/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୧ଗତେ ଘ୦୧/୩୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୫ମଧ୍ୟେ,ଅଦ୍ୟ ବେଲ ଦିବା ଘ୦୬/୪୮ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା […]

ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ […]

ଆଜିର ରାଶିଫଳ

ଫେବୃଆରୀମାସ ୦୨ତାରିଖ ୨୦୨୫ମସିହା (ରବିବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ ୦୯/୨୫ଗତେ ପଞ୍ଚମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୨୫ /୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/ ୨୨,ଯୋଗିନୀ ନୈରୁତେ ଦିବା ଘ୦୯/୨୫ ଗତେ ଦକ୍ଷିଣେ,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଧନୁରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୧ଗତେ ଘ୧୦/୨୩ ମଧ୍ୟେ ଓ ରାତ୍ରି ଘ୦୭/୧୩ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୧/୩୫ଗତେ ଘ୦୨/୨୪ ମଧ୍ୟେ,ଅଦ୍ୟ ମୂଳା […]

ଆଜିର ରାଶିଫଳ

ମକର ଦି୧୯ନ,ମାଘ ଶୁକ୍ଳ ତୃତୀୟା ଦ୧୩।୪୦ ଦିଘ୧୧।୫୩,ପୂର୍ବଭାଦ୍ର ଦ୫୨।୧୧ ରାଘ୩।୧୭,କୁମ୍ଭ ଚନ୍ଦ୍ର ଦ୩୮।୧୮ ରାଘ୯ ।୪୪।ଯୋଗିନୀ ଅଗ୍ନିକୋଣେ । ଦିବା ଘ୧୧।୫୩ ଗତେ ନୈଋତେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ରାତ୍ରି ଘ୩।୧୭ ଗତେ ରେବତୀ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୪ ଗତେ ମୀନ ବୃଷ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

ମା ହେଲା ଦୁର୍ଗା

ବାରଙ୍ଗ,୩୦।୧ (ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମଥର ପାଇଁ ମା ହୋଇଛି । ଗୁରୁବାର ଦିନ ଗୋଟିଏ ଅଣ୍ଡିରା ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଅଲଗା କରାଯାଇଛି । ପ୍ରକାଶ ଯେ ,ପ୍ରାଣୀଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ […]

ଆଜିର ରାଶିଫଳ

ଜାନୁଆରୀମାସ ୨୮ ତାରିଖ ୨୦୨୫ ମସିହା (ମଙ୍ଗଳବାର),ମାଘମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ ୦୮/୫୮ ଗତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୩୨ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୬/୫୮ ଗତେ ପଶ୍ଚିମେ, ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର, କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୦୯ ମଧ୍ୟେ,ବାରବେଳା – ଦିବା ଘ୦୨/୫୦ ଗତେ ଘ୦୪/୧୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୩ ଗତେ […]

୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର,୨୬।୧(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ୭୬ ତମ ଗଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯ ଅତିଥି ପ୍ରଫେସର ମହେଶ୍ବର ମହାନ୍ତି ଓ ବିଦ୍ୟାଳୟର ମାର୍ଗଦର୍ଶକ ଅଲେଖ ନାୟକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଙ୍ଗୀତ ଗାନପରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ବାଳଚର ସଂଘ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଚାରୋଟି […]

ସମବାୟ ସମିତି ପାଳିଲା ସାଧାରଣତନ୍ତ୍ର ଦିବସ

ମେଣ୍ଢାଶାଳ,୨୬।୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ପକ୍ଷରୁ ୭୮ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହର ସହ ପାଳିତ ହୋଇଯାଇଛି।ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ସମିତିର ସଦସ୍ୟ ନିମାଇଁ ବିଶ୍ବାଳ, ରାଜାଖାଁ, କାଳୁ ଦାସ, ସରୋଜପାତ୍ର, ଗୁରୁପ୍ରସାଦ ସାମନ୍ତରାୟ, ମେଣ୍ଢାଶାଳ ଗ୍ରାମର ସମାଜସେବୀ ବିଜୟ ଚନ୍ଦ୍ର ବଡ଼ଜେନା, ସର୍ବେଶ୍ଵର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା କେନ୍ଦ୍ର ସମବାୟବ୍ୟାଙ୍କର ମେଣ୍ଢାଶାଳ ଶାଖାର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ ଉପସ୍ଥିତ […]

ସାଧାରଣତନ୍ତ୍ର ଦିବସରେ ଅଘଟଣ

ଆଠଗଡ଼,୨୬।୧(ଏସଏସନିଉଜ)ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଅଂଶୁପା ରୋଡରେଓଲଟିପଡିଛି।ମାଳବିହାରପୁର ହାଇସ୍କୁଲ ପିଲା ସରଣ୍ଡାକୁ ପ୍ୟାରେଡ ରେ ଯୋଗଦେବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭେଟିଲେ ସଚିବ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।ଏହି ଘଟଣା ପରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର […]