ମେଣ୍ଢାଶାଳ,୨୬।୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ପକ୍ଷରୁ ୭୮ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହର ସହ ପାଳିତ ହୋଇଯାଇଛି।ସମବାୟ ସମିତିର
ସଭାପତି ମହେନ୍ଦ୍ର କୁମାର ପ୍ରଧାନ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ସମିତିର ସଦସ୍ୟ ନିମାଇଁ ବିଶ୍ବାଳ, ରାଜାଖାଁ, କାଳୁ ଦାସ, ସରୋଜପାତ୍ର, ଗୁରୁପ୍ରସାଦ ସାମନ୍ତରାୟ, ମେଣ୍ଢାଶାଳ ଗ୍ରାମର ସମାଜସେବୀ ବିଜୟ ଚନ୍ଦ୍ର ବଡ଼ଜେନା, ସର୍ବେଶ୍ଵର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା କେନ୍ଦ୍ର ସମବାୟବ୍ୟାଙ୍କର ମେଣ୍ଢାଶାଳ ଶାଖାର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ ଉପସ୍ଥିତ ଥିଲେ। ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।(ପଦ୍ମଚରଣ ବଡ଼ଜେନା ଙ୍କ ରିପୋର୍ଟ )