Browsing daily archive

January 11, 2026

ଆଜିର ରାଶିଫଳ

ଜାନୁଆରୀ ମାସ ୧୨ ତାରିଖ ୨୦୨୬ ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୩୨ଗତେ ଦଶମୀ ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୯/୪୨ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୨୨ ,ଯୋଗିନୀ ପୂର୍ବେ ଦିବା ଘ ୧୨/୩୨ଗେତେ ଉତ୍ତରେ ,ମିଥୁନ ରାଶିର ଘାତବାର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ରାତ୍ରି ଘ୦୯/ ୪୨ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୭/୪୮ ଗତେ ଘ୦୯/୧୦ମଧ୍ୟେ ,ବାରବେଳା-ଦିବା ଘ୦୨/୩୭ଗତେ ଘ୦୪/୦୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୭ମଧ୍ୟେ […]

ସରିଲା ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୧୧।୧(ଏସଏସନିଉଜ)ରବିବାର ଦିନ ଉଦଯାପିତ ହୋଇଯାଇଛି୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟ।ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଖେଳ ପଡ଼ିଆରେ ଆରମ୍ବ ହୋଇଥିବା ଏହିଟୁର୍ଣ୍ଣାମେଣ୍ଟର ରବିବାର ଥିଲାଅନ୍ତିମ ଦିବସ।ଏଥିରେ ୪ଟି ଦଳ ସେମିଫାଇନାଲ ମ୍ୟାଚ ଖେଳିଥିଲେ।ପ୍ରଥମ ସେମିଫାଇନାଲ ମ୍ୟାଚ କୁରାଙ୍ଗ ସହିତ ଗୋଠପୁର ମଧ୍ୟରେ ହୋଇଥିବା ବେଳେ ଏଥିରେ କୁରାଙ୍ଗ ୨-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ ପ୍ରତାପନଗରୀ ସହିତ ଜୟପୁର ମଧ୍ୟରେ […]

ପୁଣି ଆମ ବସରେ ଲାଗିଲା ନିଆଁ

ଭୁବନେଶ୍ବର,୧୧।୧(ଏସଏସନିଉଜ) ବିବାଦ ଆମ ବସର ପିଛା ଛାଡୁନି।ପୁଣିଥରେ ଆମ ବସରେ ନିଆଁ ଲାଗିଛି। ପଟିଆରେ ଥିବା ଏକ ବସ୍ ଡିପୋରେ ବସରେ ଅଗ୍ନିକାଣ୍ଡ ଘଟିଛି ।ଯାହାଫଳରେ ଅଞ୍ଚଳରେ ଧୂଆଁମୟ ହୋଇଯାଇ ଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା […]