Browsing monthly archive

February 2026

ଆଜିର ରାଶିଫଳ

ଫେବୃଆରୀ ମାସ ୨୪ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୦୭/୦୧ ଗତେ ଅଷ୍ଟମୀ,ନକ୍ଷତ୍ର- କୃର୍ତ୍ତିକା ଦିବା ଘ୦୩/୪୪ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃଘ୦୬/୧୪/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୫୬,ଯୋଗିନୀ ବାୟବ୍ୟେ ଦିବା ଘ୦୭/୦୧ ଗତେ ଐଶାନ୍ୟେ,ବିଛା ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୭/୦୧ ଗତେ ଦ୍ଵିପାଦ ଦିବା ଘ୦୩/୪୪ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୭ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୭/୪୦ ଗତେ ଘ୦୯/୦୯ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୧୦ […]

ଭାରତମସଲା ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍

କଟକ,୨୨।୨(ଏସଏସନିଉଜ) ଭାରତ ମସଲା ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ରାମଦାସପୁର ଖେଳ ପଡିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କେବଳ କର୍ମକ୍ଷେତ୍ରରେ ନିଜକୁ ସିମୀତ ନରଖି ନିଜ ମଧ୍ୟରେ ଥିବା ପ୍ରତିଭାକୁ ପ୍ରଦର୍ଶିତ କରିବା ହେଉଛି ଭାରତ ମସଲାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିଭା କେବଳ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟରେ ନଥାଏ ପ୍ରତିଭା ସମସ୍ତଙ୍କ ମଧ୍ୟରେ ରହିଛି। ଯାହାକୁ ପ୍ରଦର୍ଶିତ କରିବାକୁ ଭାରତ ମସଲା ମ୍ୟାନେଜିଙ୍ଗ ଡାଇରେକ୍ଟର ସୁଶାନ୍ତ ପଣ୍ଡା ପ୍ରୟାସ ଆରମ୍ଭ କରିଛନ୍ତି। […]

ଭୁସୁଡ଼ିଲା ବିଜୁ ସେତୁ…

କଟକ,୨୨।୨(ଏସଏସନିଉଜ)ନିମ୍ନ ମାନର କାମ ଯୋଗୁ ରବିବାର କାମ ଚାଲୁଥିବା ବେଳେ ଏକ ପାର୍ଶ୍ୱ ଭୁସୁଡ଼ି ପଡିଛି ବିଜୁସେତୁ। ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ଯ୍ୟକରୁଥିବା ଶ୍ରମିକ।ଏହାପରେ କରାଯାଉଥିବା କାମକୁ ବନ୍ଦ୍ କରାଯାଇଥିବାର ଜଣାପଡିଛି। ଠିକାଦାର ଦ୍ଵାରା କରାଯାଉଥିବା ନିମ୍ନମାନର କାମ ଓ ତଦାରଖ ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ଭାବନା ଯୋଗୁ ଯୋଗୁ ଏପରି ଅଘଟଣ ଘଟିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶଯେ, ବାରଙ୍ଗ ବ୍ଲକ ଅନ୍ତର୍ଗତ ବେଲଗଛିଆ ପଞ୍ଚାୟତରୁ ଦାଢାପାଟଣା ପଞ୍ଚାୟତକୁ ସଂଯୋଗ […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୩ ତାରିଖ ୨୦୨୬ ମସିହା (ସୋମବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ୦୯/୦୩ ଗତେ ସପ୍ତମୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୫/୦୫ ଗତେ କୃର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୬/୧୫/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୬,ଯୋଗିନୀ ପଶ୍ଚିମେ ଦିବା ଘ୦୯/୦୩ ଗତେ ବାୟବ୍ୟେ,ମେଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୯/୦୩ ଗତେ ଏକପାଦ ଦିବା ଘ୦୫/୦୫ ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୦ଗତେ ଘ୦୯/୧୦ ମଧ୍ୟେ, ବାରବେଳା- ଦିବା ଘ୦୨/୫୩ ଗତେ ଘ୦୪/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

୨୩ରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସବ

ଭୁବନେଶ୍ୱର,୨୧।୨(ଏସଏସନିଉଜ) ବାରଙ୍ଗ ଓ ପଟିଆ ଅଞ୍ଚଳର ଥିବା ତଥା ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ରହିଥିବା କାନନକ୍ଷେତ୍ରର ସର୍ବ ପୁରାତନ ଜଗନ୍ନାଥମନ୍ଦିର ନୂତନ ଭାବେ ଗଢା ଯାଇଛି।ପ୍ରାୟ ୩କୋଟି ଟଙ୍କା ବ୍ୟୟ ବାରଦରେ ନିର୍ମିତ ଏହି ପୁରାତନ ମନ୍ଦିର ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇଛି।ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୨ ତାରିଖ ୨୦୨୬ ମସିହା (ରବିବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୧୧/୦୦ ଗତେ ଷଷ୍ଠୀ,ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ୦୬/୨୨ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃଘ୦୬/୧୬/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୧୬,ଯୋଗିନୀ ଦକ୍ଷିଣେ ଦିବା ଘ୧୦/୫୦ ଗତେ ପଶ୍ଚିମେ,ମେଷ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୩୩ ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ ଗତେ ଘ୧୦/୧୫ ମଧ୍ୟେ ଓ ରାତ୍ରି ଘ୦୭/୨୦ ଗତେ […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୧ ତାରିଖ ୨୦୨୬ ମସିହା (ଶନିବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ୧୨/୫୧ ଗତେ ପଞ୍ଚମୀ,ନକ୍ଷତ୍ର- ରେବତୀ ରାତ୍ରି ଘ୦୭/୩୩ ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃଘ୦୬ /୧୬/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୫୬,ଯୋଗିନୀ ନୈରୁତେ ଦିବା ଘ୧୨/୫୧ ଗତେ ଦକ୍ଷିଣେ,ଧନୁରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୪୦ ମଧ୍ୟେ ଓ ଦିବା ଘ୦୪/୨୦ ଗତେ ଘ୦୫/୪୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୮ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]

ଆଜିର ରାଶିଫଳ

ଫେବୃଆରୀ ମାସ ୨୦ ତାରିଖ ୨୦୨୬ ମସିହା (ଶୁକ୍ରବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ଦିବା ଘ୦୨/୩୨ ଗତେ ଚତୁର୍ଥୀ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୮/୩୬ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃଘ ୦୬/୧୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/ ୩୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୩୨ ଗତେ ନୈରୁତେ,ଧନୁ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର, ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ,ମୃତେ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତ […]

ଭିଜିଲାନ୍ସ ପଞ୍ଝାରେ ତହସିଲଦାର

ସୋର,୧୯।୨(ଏସଏସନିଉଜ)ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ।୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ମାଡ଼ିବସିଥିଲା।

ବରଗଡ଼ ପୋଲିସ ପଞ୍ଝାରେ ୯ ସାଇବର ଠକ

ବରଗଡ଼,୧୯।୨(ଏସଏସନିଉଜ)ସପ୍ତାହେ ଭିତରେ ୯ ସାଇବର ଠକ ଗିରଫ ହୋଇଛନ୍ତି।ଅପରେସନ ସାଇବର କବଚରେ ପୋଲିସକୁ ସଫଳତା ମିଳିଛି।ନୀରିହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ।ପରବର୍ତ୍ତୀ ସମୟରେ ଆକାଉଣ୍ଟକୁ ଫ୍ରଡ୍ ସଂସ୍ଥାରେ ବ୍ୟବହାର କରୁଥିଲେ।୭୫ ପାସ୍ ବୁକ୍, ୧୯ ଚେକ୍‌ବୁକ୍, ୧୧ ଏଟିଏମ, ୨୬ ସିମକାର୍ଡ ଜବତ ହୋଇଛି।୬ ହଜାର ୭୦୦ ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି।୭୫ ପାସ୍ ବୁକ୍‌ରେ ହୋଇଛି ୧୦ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବାର ପ୍ରାଥମିକ ତଦନ୍ତ ବେଳେ […]