ମାଗଣା ବଣ୍ଟନକୁ ସୁପ୍ରିମ୍ ଭର୍ତ୍ସନା
ଭୁବନେଶ୍ୱର,୧୯।୨(ଏସଏସନିଉଜ)ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା କରାଯାଇଛି।ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରାଯାଇଛି।ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି।ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍ ବୋଲି କୁହାଯାଇଛି।ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ।ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ।ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି […]