Browsing monthly archive

March 2026

ନାବାଳିକାକୁ ଅସଦାଚରଣ,ଫଟୋ ଭାଇରାଲ ଧମକ

ଭୁବନେଶ୍ୱର ,୧୧।୩(ଏସଏସନିଉଜ) ଜଣେ ନାବାଳିକାକୁ ନିୟମିତ ଭାବେ ଅସଦାଚରଣ କରିବା ସହିତ ଝିଅ ର ମା କୁ ଅଶ୍ଳୀଳ ଫଟୋ ପଠାଇ ଧମକ ଦେବା ଅଭିଯୋଗ ରେ ନନ୍ଦନକାନନଥାନା ପୋଲିସ ଜଣେ ଯୁବକ କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ପଦାସାହି ଗ୍ରାମର ବଣ୍ଟି ସାମଲ (୨୩)ବୋଲି ସୂଚନା ମିଳିଛି। ପ୍ରକାଶଯେ, ଜଣେ ୧୬ ବର୍ଷ ବୟସ୍କା (ଚିନୁ) ଛଦ୍ମନାମ ନାବାଳିକା ଜଣଙ୍କ ପାଖରେ ଥିବା ଏକ ସ୍କୁଲକୁ […]

ବାରଙ୍ଗରେ ବାଲି ମାଫିଆଙ୍କ ରାଜ

କଟକ, ୧୧।୩(ଏସଏସନିଉଜ) ବାରଙ୍ଗ ଅଂଚଳରେ ଦିନରାତି ବାଲି ମାଫିଆ ମାନେ ସକ୍ରିୟ ଥିବା ବେଳେ ଲଘୁ ଖଣିଜ ବିଭାଗ ସହ ସ୍ଥାନୀୟ ପ୍ରଶାସନ ନିରବତା ଅବଲମ୍ବନକୁ ନେଇ ବାରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ସୁଯୋଗରେ ମାଫିଆମାନେ ବେଧଡକ ଭାବେ ବେଆଇନ ଚୋରା ବାଲି, ମୋରମ ଓ ମାଟି ଚାଲାଣ କରିବାକୁ ପଛାଉ ନାହାନ୍ତି । ବାରଙ୍ଗ ତହସିଲ ଅଂଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାଠଯୋଡ଼ି ନଦୀବନ୍ଧ ସରକାରି ଜମିକୁ ଜବରଦଖଲ କରି ସେଠାରେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୨ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି-ନବମୀ,ନକ୍ଷତ୍ର-ମୂଳା ରାତ୍ରି ଘ୦୧/୪୮ଗତେ ପର୍ବାଷାଢା, ସୁର୍ୟୋଦୟ-ପ୍ରାତଃଘ୦୬/୦୨/୪୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୩/୦୭, ଯୋଗିନୀ ପୂର୍ବେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ନବମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୨ଗତେ ଘ୦୫/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୪ ଗତେ ଘ୦୩/୨୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୪୦ ମଧ୍ୟେ ଓ ଘ୧୦/୫୦ଗତେ ଘ୦୧/୧୬ମଧ୍ୟେ,ଅଦ୍ୟ ଲାଉଭକ୍ଷଣ ନିଷେଧ। ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭଦାୟକହେବ। ଆର୍ଥିକଲାଭ ମିଳିବ। ଲମ୍ବାସମୟର ଆର୍ଥିକଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥରହିବ। ମିତ୍ରମାନଙ୍କ ଏବଂ ପାରିବାରିକ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୧ତାରିଖ ୨୦୨୬ମସିହା (ବୁଧବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରିଘ୦୪/୪୩ଗତେ ନବମୀ,ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୧୧/୦୨ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୬/୦୩/୩୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୨/ ୪୭,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୪/୪୩ଗତେ ପୂର୍ବେ,ତୁଳା ଓ କୁମ୍ଭ ରାଶିରଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା-ଦିବା ଘ୦୯/୦୦ଗତେ ଘ୧୦/୩୦ମଧ୍ୟେ,ବାରବେଳା- ଦିବା ଘ୧୧/୫୫ଗତେ ଘ୦୧/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୯ ମଧ୍ୟେ ଓ ଘ୦୧/୨୫ଗତେ ଘ୦୨/୦୩ମଧ୍ୟେ ଓ ରାତ୍ରି ଘ୦୬/୩୯ ଗତେ ଘ୦୯/୦୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୫ ଗତେ ଘ୦୫/ ୫୦ମଧ୍ୟେ ଓ ରାତ୍ରି ଘ୦୯/୦୪ଗତେ ଘ୧୦/୪୦ମଧ୍ୟେ,ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ। ମେଷ👉ବାଣିଜ୍ୟ,ବ୍ୟବସାୟରେ ଆୟ […]

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କୁ ଦୁର୍ବ୍ୟବହାର

କଟକ,୯।୩(ଏସଏସନିଉଜ) ବ୍ରାହ୍ମଣୀଗାଁରେ ସରକାରୀ ରାସ୍ତାକୁ ଜବରଦଖଲ କରି କରାଯାଇଥିବା କାମକୁ ଭାଙ୍ଗିବା ବେଳେ ତହସିଲ କର୍ମଚାରୀମାନଙ୍କ ସହ ସାମ୍ବାଦିକମାନକୁ ଆକ୍ରମଣ ଉଦ୍ୟମ କରାଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ସୋମବାରଦିନ ୧୧ଟାସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ରାଜସ୍ବକାର୍ଯ୍ୟାଳୟ ଅଧିନରେଥିବା ବ୍ରାହ୍ମଣୀଗାଁରେ ଜଣେ ବ୍ୟକ୍ତି ଘରଆଗରେ ଥିବା ସରକାରୀରାସ୍ତା ଉପରେ ସ୍ଥାୟୀପ୍ରାଚୀର ନିର୍ମାଣ ପାଇ ଉଦ୍ୟମ କରି କାର୍ଯ୍ୟଆରମ୍ଭ କରିଥିଲେ।ଗ୍ରାମବାସୀ ମାନଙ୍କଠାରୁ ଅଭିଯୋଗ ପାଇ ତହସିଲପକ୍ଷରୁ ସରକାରୀ […]

ଦାରୁଠେଙ୍ଗ ପଞ୍ଚୁ୍ଦୋଳ ମହୋତ୍ସବ  

ମେଣ୍ଢାଶାଳ,୯।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁ ଦୋଳମେଳଣ ରବିବାର ରାତିରେ ଆରମ୍ଭ ହୋଇଛି।ଠାକୁରଙ୍କ ସାହିବୁଲା ଶୋଭାଯାତ୍ରା ରବିବାରରାତିରେ ଆରମ୍ଭ ହୋଇ ସୋମବାର ସକାଳେସରିଛି। ପାଞ୍ଚଠାକୁର ସୁସଜିତ  ବିମାନରେ ବସିଗ୍ରାମ ପରିକ୍ରମା କରିଥିଲେ।ଠାକୁରଙ୍କଆଗରେ ଗୋଟିପୁଅନୂତ୍ୟ,ଲଉଡ଼ିଖେଳ, ଯୋଡ଼ାଶଙ୍ଖ,କାହାଳି ଆଦି ସାତସାହି ତରଫରୁ ସୁସଜ୍ଜିତ ଶୋଭାଯାତ୍ରା ଆସିଥିଲା।ପ୍ରଧାନସାହିର ବେଲପାହାଡ଼ କାଳିସହ ପୁଷ୍ପାରାଜ ଆଦି ବେଶଧାରିମାନେ ନୂତ୍ୟ ଓ କୌଶଳ ପରିବେଷଣକରିଥିଲେ।ବ୍ରାସବ୍ୟାଣ୍ଡ, ପଂଜାବୀ ଢୋଲ, ହଳଦୀ କାଠବାଜା, ହନୁମାନ ଇଭେଣ୍ଟ ଓ ପାରମ୍ପରିକ ଘୋଡା ଆଦିକୁ ସ୍ଥାନ ଦେଇଥିଲେ।ତଳସାହିର […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷତିଥି- ସପ୍ତମୀ ରାତ୍ରି ଘ୦୨/୧୧ଗତେ ଅଷ୍ଟମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୮/ ୦୩ ଗତେ ଜ୍ୟେଷ୍ଠା, ସୁର୍ୟୋଦୟ- ପ୍ରାତଃଘ୦୬/୦୪/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୧୧ଗତେ ଐଶ।ନ୍ୟେ ମକରରାଶିର ଘାତବାର,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେଦେଇ ଦ୍ଵିପ।ଦ ରାତ୍ରି ଘ୦୨/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୩୦ଗତେ ଘ୦୯/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୦୧ ଗତେ ଘ୧୦/୫୨ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୧୪ମଧ୍ୟେ ଓ ରାତ୍ରି ଘ୦୬/୩୬ଗତେ […]

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର ସୁଶାନ୍ତ ମହାରଣା। ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ […]

ପୁତୁରା ମାଡରେ ଦାଦା ଆହତ

ବାରଙ୍ଗ, ୮।୩(ଏସଏସନିଉଜ) ଖାଇବାକୁ ମନାକରିବାରୁ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପୁତୁରାର ମାଡରେ ଦାଦା ଆହତ ହୋଇଥିବା ସହ ଆଖି ହରାଇଛନ୍ତି।ଏନେଇ ଦାଦା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିଜୟ ସାମଲ(୪୦) ଙ୍କର ବଡ଼ବାପା ବଂଶଧର ସାମଲଙ୍କର ଗତ ବୁଧବାର ଦିନ ଏକାଦଶ ଥିଲା। ସେହି ଦିନ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ଭୋଜି ଖାଇବା ପାଇଁ ବାରଣ କରିଥିଲେ। ଏହି ସମୟରେ ବିଜୟଙ୍କର ବଡ଼ବାପା ପୁଅ ଅକ୍ଷୟ ବାରମ୍ବାର ଡାକିଥିଲେ ମଧ୍ୟ ବିଜୟ ଖାଇବା […]