Browsing monthly archive

April 2026

ସରିଲା ଶ୍ରୀଶ୍ରୀ ନିଳକଣ୍ଠ ମହାଦେବଙ୍କ ନିର୍ବନ୍ଧ

ଚନ୍ଦ୍ରଶେଖରପୁର,୨୦।୪(ଏସଏସନିଉ ଜ)ଆସନ୍ତା ଜୁନ ୧୮ରେ ଶିବ ବିବାହ ଉସବ ହେବାକୁ ଯାଉଛି। ଏଥିପାଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଉପକଣ୍ଠ ନୀଳକଣ୍ଠ ମନ୍ଦିର।ପଟିଆ ଗଡର ଅନ୍ୟତମ ଅଧିଷ୍ଠିତ ଠାକୁର ଶ୍ରୀଶ୍ରୀ ନିଳକଣ୍ଠ ମହାଦେବଙ୍କ ବିବାହ ପାଇ କମିଟିର କର୍ମକର୍ତ୍ତାମାନେ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିବା ଆରମ୍ଭ କଲେଣି।ସୋମବାର ଅଖୀତୃତୀୟା ଅବସରରେ ବିବାହ ଉସବା ପାଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି।ପାରମ୍ପରିକ ରୀତିନୀତି ଅନୁଯାୟୀ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ କମିଟିର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ପୂଜକମାନେ […]

ଖରା ପାଇ କଟକଜିଲ୍ଲାର ସମସ୍ତ ସ୍କୁଲ ଛୁଟି

କଟକ,୨୦।୪(ଏସଏସନିଉଜ)ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀବିଦ୍ୟାଳୟ,ଅଙ୍ଗନବାଡି କେନ୍ଦ୍ରଗୁଡିକ ଚଳିତ ଅପ୍ରେଲମାସ ୨୧.୦୪.୨୦୨୬ତାରିଖଠାରୁ ୨୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତିବୋଲି ଜିଲ୍ଲାପ୍ରଶାସନପକ୍ଷରୁ ସୂଚନା ପ୍ରଦାନ କରାଯାଇଛି,ଏଥିସହିତ ଆବଶ୍ୟକସ୍ଥଳେ ବିଦ୍ୟାଳୟତରଫରୁ ଅନଲାଇନ୍ ଶିକ୍ଷାଦାନ କରାଯାଇପାରିବ ଏବଂ ଏହିସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହ ଜିଲ୍ଲାର ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜଗୁଡ଼ିକ ମଧ୍ୟ ଉକ୍ତ ସମୟ ମଧ୍ୟରେ ବନ୍ଦରହିବ।ତେବେ,ପୂର୍ବନିର୍ଦ୍ଧାରିତ […]

ଆଜିର ରାଶିଫଳ

ଏପ୍ରିଲମାସ ୨୧ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ରାତ୍ରିଘ୦୧/୩୯ଗତେ ଷଷ୍ଠୀ,ନକ୍ଷତ୍ର-ମୃରଶିରା ରାତ୍ରି ଘ୧୨/୫୧ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୪୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୪/୦୩,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୩୯ଗତେ ପଶ୍ଚିମେ,ମକର ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୦ଗତେ ଘ୦୨/୫୪ମଧ୍ୟେ,ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୩୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୭ ଗତେ ଘ୧୦/୧୭ମଧ୍ୟେ ଓ ଘ୧୨/୪୦ଗତେ ଘ୦୧/୧୯ମଧ୍ୟେ ଓ ଘ୦୩/୦୪ ଗତେ ଘ୦୪/୪୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବେଲ ରାତ୍ରି ଘ୦୧/୩୯ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରିବେ।ଯିବାଆସିବା ସମୟରେ ଅପରିଚିତବ୍ୟକ୍ତିଙ୍କଠାରୁ ଦୂରେଇରହିବା ଭଲ। ହାତକୁନେଇଥିବା ବ୍ୟବସାୟ ଓ […]

ଆଜିର ରାଶିଫଳ

୨୦-୪-୨୦୨୬(ସୋମବାର)ଅଦ୍ଯ ମେଷ ଦି୭ନ,ବୈଶାଖ ଶୁକ୍ଳ ତୃତୀୟା ଦ୫।୭ ଦିଘ୭।୩୨,କ୍ଷୟତିଥି ଚତୁର୍ଥୀ ଦ୫୨।୧୫ ରାଘ୪।୨୫,ରୋହିଣୀ ଦ୫୩।୩୦ ରାଘ ୨।୫୩,ବୃଷ ଚନ୍ଦ୍ରଦ୬୦ଣ୍ଡ।,ଯୋଗିନୀ ଅଗ୍ନିକୋଣେ ।ଦିବା ଘ୭।୩୨ ଗତେ ନୈଋତେ,ରାତ୍ରି ଘ୪।୨୫ ଗତେ ଦକ୍ଷିଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ବିଛାରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର,ରାତ୍ରି ଘ୨।୫୩ ଗତେ ଆର୍ଦ୍ରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏନକ୍ଷତ୍ରମାନଙ୍କର […]

ଆଜିର ରାଶିଫଳ

ଏପ୍ରିଲ ମାସ ୧୯ ତାରିଖ ୨୦୨୬ ମସିହା (ରବିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଦ୍ୱିତୀୟା ଦିବା ଘ୧୦/୪୯ ଗତେ ତୃତୀୟା,ନକ୍ଷତ୍ର- ଦ୍ୱିଜା ଦିବା ଘ୦୭/୪୩ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୫/୩୧/୨୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୩୩,ଯୋଗିନୀ ଉତ୍ତରେ ଦିବା ଘ୧୦/୪୯ ଗତେ ଅଗ୍ନିକୋଣେ,ମେଷ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର, ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱିତୀୟା 0ର ଏକୋଦିଷ୍ଟ ଶ୍ରାଦ୍ଧ,ମୃତେ ଦ୍ଵୀ ପାଦ ଓ ଦିବା ଘ୦୭/୪୩ ଗତେ ଘ୧୦/୪୯ ମଧ୍ୟେ ତ୍ରୀ ପାଦ ଓ ଦିବା ଘ୧୦/୪୯ଗତେ ରାତ୍ରି ଘ୦୫/୧୪ […]

ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ସମାବର୍ତ୍ତନ ଉତ୍ସବ

ଚନ୍ଦ୍ରଶେଖରପୁର,୧୮।୦୪( ଏସଏସନିଉଜ)ସ୍ଥାନୀୟ ପଟିଆ କାନନ ବିହାର-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ବାର୍ଷିକୋତ୍ସବ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ବିଜେପିନେତା ଗୋଲକ ପ୍ରସାଦ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲକରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ। ମୁଖ୍ଯବକ୍ତା ଭାବେ ଦଧିଚି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନି ପଟ୍ଟନାୟକ,ରାଜ୍ୟ ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଓ ଜୟପ୍ରକାଶ ମିଶ୍ର […]

ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନର ରାଜ୍ୟସ୍ତରୀୟ ସାଧାରଣ ସଭା

ଭୁବନେଶ୍ୱର,୧୭।୦୪(ଏସଏସନିଉଜ)ସମଗ୍ର ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନର ରାଜ୍ୟ ସାଧାରଣ ସଭା ଗତକାଲି ସ୍ଥାନୀୟ କ୍ଷେତ୍ରୀୟ ଶିକ୍ଷାସଂସ୍ଥାନ(ଆରଇଆଇ)ରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।ସଂସ୍ଥାନର ପ୍ରଦେଶସଚିବ ଡଃ ଦୀପକକୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାଧାରଣସଭାରେ ମୁଖ୍ୟଅତିଥିରୂପେ, ପ୍ରଫେସର ଶଶିରଞ୍ଜନ ଅକେଲା,ରାଜୀବଗାନ୍ଧୀ ବୈଷୟିକବିଶ୍ଵବିଦ୍ୟାଳୟ,ଭୋପାଳ,ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ,ଯୋଗଦେଇଥିବା ବେଳେ,ବିଦ୍ୟାଭାରତୀର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଗୋବିନ୍ଦଚନ୍ଦ୍ରମହାନ୍ତି ମୂଖ୍ୟବକ୍ତାଭାବେ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ଶିକ୍ଷାନୀତି କ୍ରିୟାନ୍ଵୟନ ଓ ବିଭିନ୍ନ ଶୈକ୍ଷିକ ଆହ୍ବାନସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଶେଷ ଅତିଥି ରୂପେ […]

ଆଜିର ରାଶିଫଳ

ଏପ୍ରିଲ ମାସ ୧୮ ତାରିଖ ୨୦୨୬ ମସିହା (ଶନିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୨/୦୬ ଗତେ ଦ୍ୱିତୀୟା,ନକ୍ଷତ୍ର- ଅଶ୍ୱିନୀ ଦିବା ଘ୧୦/୧୨ ଗତେ ଦ୍ୱିଜା,ସୁର୍ୟୋଦୟ-ପ୍ରାତଃଘ୦୫/୩୨/୧୬, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୩,ଯୋଗିନୀ ପୂର୍ବେ ଦିବା ଘ୦୨/୦୬ ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱିତୀୟାର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୦୨/୦୬ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୦୬ମଧ୍ୟେ ଓ ଦିବା ଘ୦୪/୨୭ ଗତେ ଘ୦୬/୦୩ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ […]

ରାଗିଲେ ସୋଫିଆ

ଭୁବନେଶ୍ୱର,୧୭।୪(ଏସଏସନିଉଜ)CMC ଫୁଡ୍ କୋର୍ଟ ଆବଣ୍ଟନକୁ ନେଇ ରାଗିଲେ ବିଧାୟିକା ସୋଫିଆ।ପ୍ରେସମିଟ୍‌ରେ CMC ଦ୍ୱାରା ପ୍ରସ୍ତୁତ ଏସଓପିକୁ ଚିରିଦେଲେ।ବାରବାଟୀ ନିକଟ ଫୁଡ୍‌କୋର୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲେ।ସିଧାସଳଖ ମେୟର ସୁବାସ ସିଂଙ୍କୁ ଟାର୍ଗେଟ କଲେ ସୋଫିଆ।ମେୟର ନିଜ ଲୋକଙ୍କୁ ଦୋକାନ ଘର ଆବଣ୍ଟନ କରିଥିବା ଅଭିଯୋଗ ଆଣିଲେ।ସହରର ଉନ୍ନତିମୂଳକ କାମରେ ସୋଫିଆ ବାଧା ସୃଷ୍ଟି କରୁଥିବା ନେଇ ପାଲଟା ଅଭିଯୋଗ ଆଣିଲେ ମେୟର।

ବିଶ୍ୱାସଘାତକତା ଭୂମିକାରେ କିଛି ଖୁସି ହୁଅନ୍ତି- ନବୀନ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ୍ କରିଛନ୍ତି।ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି।କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବନି।ଲୋକମାନେ ଜାଣନ୍ତି କିଏ କଣ ବୋଲି ନବୀନ କହିଛନ୍ତି।ଓଡ଼ିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି।ଡିଲିମିଟେସନ୍ ବିଲ୍‌ ରାଜନୈତିକ ପରିଚୟକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି।ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ […]