ଆଜିର ରାଶିଫଳ
ଏପ୍ରିଲମାସ ୧୦ତାରିଖ ୨୦୨୬ମସିହା(ଶୁକ୍ରବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୪୯ ଗତେ ନବମୀ,ନକ୍ଷତ୍ର- ପୂର୍ବା ଷ।ଢା ଦିବା ଘ୧୨/୪୦ଗତେ ଉତ୍ତରାଷ।ଢା,ସୁର୍ୟୋଦୟ ପ୍ରାତଃଘ୦୫/ ୩୮/୦୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୭,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୧୧/୪୯ ଗତେ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୨/୪୦ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୫ମଧ୍ୟେ ଓ ଘ୦୮/୦୩ଗତେ ଘ୧୦/୩୯ମଧ୍ୟେ ଓ ଘ୧୨/୫୨ଗତେ ଘ୦୨/୨୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି […]