Browsing monthly archive

June 2026

ରେଳ ବ୍ରିଜରେ ଝୁଲୁଥିବା ଦୋଳି ଖୋଲାଗଲା

କଟକ,୧୮।୬(ଏସଏସନିଉଜ)ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳିଲାଗିବା ଦୃଶ୍ୟ ଦେଖିବାକୁ ମିଳିଥିଲା।କେନାଲ ଉପରେ ଯାଇଥିବା ରେଳବ୍ରିଜରୁ ତଳକୁ ଦୋଳିଟି ଓହଲିଥିଲା।ବିପଦପୂର୍ଣ୍ଣ ଭାବେ କେନାଲକୁ ଗାଧୋଇବାକୁ ଯାଇଥିବା ପିଲାମାନେ ଦୋଳି ଖେଳର ମଜା ନେଇଥିଲେ।ଏହି ଖବର ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିବା ସହ ବିଭିନ୍ନ ଖବରକାଗଜ ରେ ଏ ସମ୍ପର୍କିତ ଖବର ଗୁରୁବାର ପ୍ରକାଶ ପାଇଥିଲା।ଏହାପରେ ଭୁବନେଶ୍ଵର ରେଳବାଇ ପୋଲିସର ୩ଜଣିଆ ଦଳଘଟଣାସ୍ଥଳ ପରିଦର୍ଶନ କରି ଦୋଳି ଖୋଲିବା ସହ […]

ଆଜିର ରାଶିଫଳ

ଜୁନ୍ ମାସ ୧୯ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବାଘ୦୪/୫୭ଗତେ ପଞ୍ଚମୀ,ନକ୍ଷତ୍ର-ଅଶ୍ଳେଷା ଦିବା ଘ୧୦/୪୧ ଗତେ ମଘା,ଚନ୍ଦ୍ର-କର୍କଟ ଦିବା ଘ୧୦/୪୧ଗତେ ସିଂହ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩ /୦୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୫/୦୯,ଯୋଗିନୀ ଦକ୍ଷିଣେ ଦିବାଘ୦୪/୫୭ ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପାଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କର ଦୋଷ ନ।ସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ୧୧/୫୧ ଗତେ ଘ୦୨/୦୦ ମଧ୍ୟେ ଓ ରାତ୍ରି ଘ୦୬/୫୮ଗତେ ଘ୦୮/୪୯ମଧ୍ୟେ ରାତ୍ରି ଘ୦୩/୫୭ ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା […]

ରେଳ ବ୍ରିଜରେ ଝୁଲୁଛି ରଜଦୋଳି

କଟକ,୧୭।୬(ଏସଏସନିଉଜ)ରଜ ଆସିଲେ ଦୋଳିଖେଳର କଥା ମନକୁ ଆସେ।କିଏ ଘର ଅଗଣାରେ ତ କିଏ ଆମ୍ବ ତୋଟା,ଗଛ ଡ଼ାଳରେ ଦୋଳି ବାନ୍ଧିଥାଆନ୍ତି ଓ ଏହାର ମଜା ପିଲାମାନେ ଉଠାଇଥାନ୍ତି।କିନ୍ତୁ କଟକ ଜିଲ୍ଲା ବାରଙ୍ଗ ବ୍ଲକର କଣ୍ଟାପାଟଣା ନିକଟ ପୁରୀ ମେନକେନାଲରେ ଏକ ନିଆରା ଦୋଳି ଖେଳ ଦୃଶ୍ୟ ଦେଖିବାକୁ ମିଳିଛି।ବିପଦପୂର୍ଣ୍ଣ ଭାବେ କେନାଲ ଉପରେ ଯାଇଥିବା ରେଳଧାରଣା ବ୍ରିଜରେ ଦୋଳି ଲାଗିଛି।ଦୋଳିଟି ସିଧା ସଳଖ ଭାବେ କେନାଲ ପାଣିକୁ ପାଖାପାଖି ସଂଯୋଗ କରୁଛି।ଗାଧୋଇବାକୁ ଆସୁଥିବା ପିଲାମାନେ ଗାଧୋଇବା ସହ […]

ଆଜିର ରାଶିଫଳ

ଜୁନ୍ ମାସ ୧୮ ତାରିଖ ୨୦୨୬ ମସିହା (ଗୁରୁବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୭/୦୨ ଗତେ ପଞ୍ଚମୀ, ଶିବବିବାହ,ନକ୍ଷତ୍ର- ପୁଷ୍ୟା ଦିବା ଘ୧୨/୧୨ ଗତେଅଶ୍ଳେଷା,ସୁର୍ୟୋଦୟ- ପ୍ରାତଃ ଘ୦୫/୧୨/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୯,ଯୋଗିନୀ ନୈରୁତେ ରାତ୍ରି ଘ୦୭/୦୨ ଗତେ ଦକ୍ଷିଣେ,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କରଦୋଷ ନ।ସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୩/୦୫ ଗତେ ଘ୦୬/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ୦୨/୪୮ ଗତେ ଘ୦୩/୦୪ ମଧ୍ୟେ ଓ ଘ୦୭/୧୩ ଗତେ ଘ୦୯/୩୮ ମଧ୍ୟେ ରାତ୍ରି ଘ୧୨/୫୫ […]

ଆଜିର ରାଶିଫଳ

ଜୁନ୍ ମାସ ୧୭ ତାରିଖ ୨୦୨୬ ମସିହା (ବୁଧବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୯/୪୭ ଗତେ ଚତୁର୍ଥୀ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୨/୨୨ ଗତେ ପୁଷ୍ୟା,ଚନ୍ଦ୍ର- ମିଥୁନ ଦିବା ଘ୦୮/୫୯ ଗତେ କର୍କଟ,ସୁର୍ୟୋଦୟ- ପ୍ରାତଃ ଘ୦୫/୧୨/୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨ ୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୪୭ ଗତେ ନୈରୁତେ,କର୍କଟ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୨/୨୨ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୮/୩୦ ଗତେ ଘ୧୦/୧୧ ମଧ୍ୟେ,ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୩୦ […]

ଚାମେଲିଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୧୬।୬(ଏସଏସନିଉଜ)କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌।ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ।ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା5 ଜାମିନ୍।୩୦ହଜାରଟଙ୍କା ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍।

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୁଲିସ

କଟକ, ୧୫।୬(ଏସଏସନିଉଜ)ଡାକ୍ତରୀଛାତ୍ରୀ ଚନ୍ଦ୍ରିକାଙ୍କଘରେ ପହଁଚିଲା ୪ ଜଣିଆ ବାରଙ୍ଗ ପୁଲିସ ଦଳ। ଗତକାଲିରାତିରେ ବାରଙ୍ଗ ପୁଲିସଦଳ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ସୋମବାର ପୁଣି ବାରଙ୍ଗପୁଲିସ ଗୁଳିରେ ଚନ୍ଦ୍ରିକାଙ୍କଘରେ ପଚରାଉଚରା କରିଛି। ପୁଲିସ ପହଞ୍ଚି ବିଭିନ୍ନଦିଗ ଉପରେ ପଚରାଉଚରା କରିଛି।ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କମଧ୍ୟରେ ଅନ୍ୟ ଯୁବତୀଙ୍କଏଣ୍ଟ୍ରି,ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।ଗତକାଲିରାତିରେ ଚନ୍ଦ୍ରିକାଙ୍କମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ […]

ଆଜିର ରାଶିଫଳ

୨୦୨୬ ମସିହା, ଜୁନ ମାସ, ୧୬ ତାରିଖ, ମଙ୍ଗଳବାର,ତୃତୀୟ (ଶେଷ) ରଜ, ଭଞ୍ଜ ଜୟନ୍ତୀ, ଭୂମିଦାହ, ଅଦ୍ୟ ଦ୍ବିତୀୟାର ଚନ୍ଦ୍ର ଦର୍ଶନ ପୂଜା ଓ ଅର୍ଘ୍ୟଦାନ,ବିବିଧ- ସ୍ତ୍ରୀ ତୈଳ ବର୍ଜ୍ଜନ, ରାତ୍ରୌ ହଳ ନିଷେ,ଋତୁ- ଗ୍ରୀଷ୍ମ ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୧/୧୫,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୨/୪୧,ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୌମବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୩ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଗଣ୍ଡଯୋଗ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ କ୍ଷୟ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ,କରଣ- ବାଳବକରଣ ଦିବା ଘ୨/୫୪ମି […]

ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ। ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ […]

ମହିଳା ନିଖୋଜ ଫାଣ୍ଡିରେ ଅଭିଯୋଗ

କଟକ, ୧୪।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋଡିସାହି ଗ୍ରାମରେ ଜଣେ ମହିଳା ନିଖୋଜ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ବଳରାମ ବେଜଙ୍କ ପତ୍ନୀ କବିତା ବେଜ(୩୨) ଶନିବାର ଅପରାହ୍ନରେ କେଉଁ ଆଡେ ଚାଲି ଯାଇଛନ୍ତି। କବିତା ଯିବା ସମୟରେ ସାଥିରେ ତାଙ୍କର କୁନି ଝିଅଟିକୁ ନେଇଯାଇଛନ୍ତି। ବଳରାମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ। ଏସଂପର୍କରେ କବିତାଙ୍କ ପିତା ନିବାସ ଚନ୍ଦ୍ର ବାରିକ ଗୋଡିସାହି ଫାଣ୍ଡିରେ ଏକ ଲିଖିତ […]