Browsing daily archive

August 10, 2026

ଗାଁ ମୁଁହା ଦୁଇ ଜଙ୍ଗଲୀ ହାତୀ

ଭୁବନେଶ୍ୱର ,୯।୮(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଟି ଜଙ୍ଗଲୀ ହାତୀ ପଶିଆସି ଉତ୍ପାତ କରିଛନ୍ତି। ଗୋଟିଏ ଦନ୍ତା ଓ ଗୋଟେ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ଭୂଆସୁଣୀ ଦେଇ ଦାରୁଠେଙ୍ଗ ଉଚ୍ଚ ବିଦ୍ୟାଳୟ ପାଚେରୀ ଭାଙ୍ଗି ସ୍କୁଲ ହତା ଭିତରକୁ ପଶିଥିଲେ ।ସ୍କଲରେ ଲାଗିଥିବା ନଡ଼ିଆ ଗଛ, କଦଳୀ ଗଛ ଓ ଆମ୍ବ ଗଛକୁଭାଙ୍ଗି ଦଳି ଚକଟି ନଷ୍ଟ କରିଥିଲେ।ଏହାଦେଖି ସ୍କଲ ରାତ୍ର ଜଗୁଆଳି ଜଙ୍ଗଲ ବିଭାଗକୁ ଖବରଦେଲା ପରେ […]

ଏକାଠି ହେଲେ ସହିଦଙ୍କ ବଳିଦାନ ଗାଥା ମନେପକାଇଲେ

ମେଣ୍ଢାଶାଳ,୯।୮(ଏସଏସନିଉଜ) ପାଇକ ବୀର ସଂଗ୍ରାମୀ ସହିଦି ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୫ତମ ବଳିଦାନ ଦିବସ ସହ କ୍ଲାନ୍ତି ଦିବସ ଦାରୁଠେଙ୍ଗ ପିଣ୍ଡିକି ପଡିଆରେ ରବିବାର ଦିନ ପାଳିତ ହୋଇଯାଇଛି l ଏହି ଦିନଟିକୁ ସହୀଦଙ୍କ ପାଈଁ ଉତ୍ସାଗ୍ରୀକୃତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ପାଇକ ସଂଘଠନ, ପିଣ୍ଡିକି ୟୁଥ କ୍ଲବ, ଶ୍ରୀ ରାଧା ଟ୍ରଷ୍ଟ ଓ ସହିଦି ପିଣ୍ଡିକି ସ୍ମୃତି କମିଟି ଏକତ୍ରିତ ମିଶି ବଳିଦାନ ଦିବସ ପାଳନ କରିଥିଲେ l ପ୍ରଥମେ ପଡିଆରେ ଥିବା ପିଣ୍ଡିକିଙ୍କ ପ୍ରତି୍ମୃତିରେ ମାଲ୍ୟ […]