Browsing daily archive

August 26, 2026

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋ‍ଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ ନିଷେଧ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୩/୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୩/୦,ଶ୍ରାବଣମାସ, ଶୁକ୍ଳପକ୍ଷ, ବୃହସ୍ପତିବାସ,ତିଥି-ଚତୁର୍ଦ୍ଦଶୀ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର-ଧନିଷ୍ଠାନକ୍ଷତ୍ର ରାତ୍ରିଘ୨/୫୫ମିପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଶୋଭନଯୋଗ ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ଅତିଗଣ୍ଡଯୋଗ ।କରଣ- ବାଣିଜ୍ୟକରଣ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୫ମି ପର୍ଯ୍ୟନ୍ତ, ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୯/୭ମିପରେ ବାୟବ୍ୟକୋଣରେ,ରିକ୍ତାତିଥି,ବିଷ୍ଟିକରଣ,ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ […]

KIMSକୁ ସୋକଜ୍ ନୋଟିସ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍‌ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ […]

ଖାକି ପଛରେ ଖାକି

ଭୁବନେଶ୍ୱର,୨୬।୮(ଏସଏସନିଉଜ)ପୋଲିସକୁ ଖୋଜୁଛି ପୋଲିସ।ଶରଣକୁଳଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି ହୋଇଛି।ଦୀର୍ଘଦିନ ହେଲା ଫେରାର ଥିବାରୁ NBW ଜାରି ହୋଇଛି।ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ।ଖାକି ବାବୁଙ୍କୁ ଗିରଫ କରିବାକୁ ପଛରେ ଲାଗିଛି ଖାକି।ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍ ଆରମ୍ଭ ହୋଇଛି।କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନସ୍ଥାନରେ କରୁଛନ୍ତି ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଛି।ଚଢ଼ାଉ ଜୋରଦାର ହୋଇଥିଲେ ମଧ୍ୟ ସୁଜିତଦାସ ଏବେବି ଫେରାର […]

ଗୟଳ ଛୁଆ ଜନ୍ମକୁ ନେଇ ବଢିଲା ଚିନ୍ତା

ଭୁବନେଶ୍ୱର ,୨୫|୮ (ଏସଏସନିଉଜ)ସୋମବାର ନନ୍ଦନକାନନର ୪୨ନମ୍ବର ଖୁଆଡ଼ରେ ରହୁଥିବା ଗୟଳ ଏକ ମାଇଶାବକକୁ ଜନ୍ମଦେଇଛି।ଶାବକଟି ଜନ୍ମ ପରେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚି ଥିବାର ଜଣାପଡିଛି।ତେବେ ଶାବକଟି ଜନ୍ମପରେ କର୍ମଚାରୀଙ୍କ ମଧ୍ୟରେ ଖୁସିଲହରୀ ଖେଳିଯାଇଥିଲା।ହେଲେ ରାତି ହେବାପରେ ଖୁସିର ମହୋଲ ବଦଳି ଯାଇଥିଲା ଓ ଚିନ୍ତାବଢିବା ଆରମ୍ଭ ହୋଇଥିଲା।ନବଜାତ ଗୟଳଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ନିଜ ଗୋଡରେ ଠିକ୍ ସେ ଠିଆ ହୋଇପାରୁନଥିବାର ଜଣାପଡିଥିଲା।ଏହାସହ ମାକ୍ଷୀର ପିଇବାପାଇଁ ସଙ୍ଘର୍ଷ କରୁଥିଲେ ମଧ୍ୟ […]