Browsing daily archive

August 31, 2026

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧ତାରିଖ, ମଙ୍ଗଳବାର, ଗୃହିଣାଂ ରକ୍ଷା ପଞ୍ଚମୀ ।ଅଦ୍ୟ ପ୍ରଦୋଷସମୟେ ଗୃହର ପ୍ରବେଶଦ୍ବାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜାପୂର୍ବକ ରକ୍ଷା ବିଧାନଂ କୂର୍ଯ୍ୟାତ୍। ରକ୍ଷା ବିଧାନଂ ରାତ୍ରୌ କ୍ରିୟତେ-ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳଃ । ରକ୍ଷାକରଣ ମନ୍ତ୍ର-ଓଁ ଘଣ୍ଟାକର୍ଣ୍ଣ ମହାବୀର । ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟଃ । କଣ୍ଠେ ଯସ୍ୟ ମହାନୀଳ ଭୂଷଣଂ ଯସ୍ୟ ପନ୍ନଗାଃ I ତେଜାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ […]

ନନ୍ଦନକାନନ ବୁଲିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ବାରଙ୍ଗ,୩୦|୮(ଏସଏସନିଉଜ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ରବିବାର ଅପରାହ୍ନରେ ସପରିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୩.୩୦ ମିନିଟ୍ ସମୟରେ ମୁଖ୍ୟ ବିଚାରପତି ତାଙ୍କ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହ ନନ୍ଦନକାନନରେ ପହଞ୍ଚିଥିଲେ। ନନ୍ଦନକାନନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରାଣୀ ଉଦ୍ୟାନର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ବିଶେଷ କରି ବାଘ, ଧଳା […]