ଏନ୍ଡିଆର୍ଏଫରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶରତ ଚନ୍ଦ୍ର ପାତ୍ର
କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍ଡିଆର୍ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍ଡିଆର୍ଏଫ୍ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]