Browsing daily archive

September 7, 2026

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୮ ତାରିଖ, ମଙ୍ଗଳବାର ।ଶ୍ରୀଜୀଉଙ୍କର ପ୍ରଳମ୍ବାସୁର ବଧ ବେଶ, ବିଶ୍ବ ସାକ୍ଷରତା ଦିବସ, ସ୍ବାମୀ ଶିବାନନ୍ଦ ଜୟନ୍ତୀ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୧୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୨/ ୧୮,ଭାଦ୍ରବ ମାସ,କୃଷ୍ଣପକ୍ଷ,ଭୌମ ବାସ,ତିଥି- ଦ୍ବାଦଶୀ ଦିବା ଘ୩/୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ସନ୍ଧ୍ୟା ଘ୫/୩୮ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ପରୀଘଯୋଗ ରାତ୍ରି ଘ୨/୭ମି ପର୍ଯ୍ୟନ୍ତ ତଦନ୍ତେ ଶିବଯୋଗ ।କରଣ- ତୈତିଳକରଣ ଦିବା […]

ପ୍ରଥମ କରି ମା ହେଲା ମାୟା

ଭୁବନେଶ୍ୱର,୭।୯(ଏସଏସନିଉଜ) ନନ୍ଦନକାନନ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ କରି ସିଂହୀ ମାୟାମା’ ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ।୧୧୨ ଦିନର ଗର୍ଭଧାରଣ ପରେ ଆଜି ଭୋର୍ ୨ଟା ୪୧ ରେ ମୃତ ଅବସ୍ଥାରେ ଗୋଟିଏ ଓ ସକାଳ ୫ଟା ୪୯ ରେ ଜୀବିତ ଅବସ୍ଥାରେ ଏକ ଶାବକକୁ ଜନ୍ମ ଦେଇଛି।ମେ’ ୧୬ ଓ ୧୭ ତାରିଖରେ ସିଂହ ଶିବମ ସହ ସିଂହୀ ମାୟାର ମିଳନ ହୋଇଥିଲା। ମିଳନ ପରେ ମାୟାକୁ ୨୯(ଏ) ଖୁଆଡ ପଛକଡେ […]