କେବେ ମିଳିବ ଶ୍ରଦ୍ଧାଞ୍ଜଳିଙ୍କୁ ଚାଉଳ ଓ ଭତା
ଭୁବନେଶ୍ୱର,୧୯ା୯(ଏସଏସନିଉଜ)ସରାକାର ସାଧାରଣ ଲୋକଙ୍କ ପାଇଁ ବହୁବିଧ ଯୋଜନାମାନ ପ୍ରୟଣନ କରୁଛନ୍ତି ।ସାଧାରଣଲୋକ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ସଜାଗ ରହିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ।ଏହାସତ୍ୱେ ଜଣେ ଭିନ୍ନକ୍ଷମ ଯୁବତୀ ଗତ୩ମାସ ହେବ ସାମାନ୍ୟ ଭତା ଟଙ୍କା ପାଇପାରିନାହିଁ ।ଯାହାକୁନେଇ ପରିବାର ଲୋକ ସରକାରୀ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ କାହାର ନୀଦ ଭାଙ୍ଗିନାହିଁ ।ଏହିଭଳି ବିକଳ ଚିତ୍ର ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମ ପଂଚାୟତର ଗଣ୍ଡରପୁର ଗ୍ରାମରେ ଦେଖିବାକୁ […]