ଆଜିର ରାଶିଫଳ
ଅକ୍ଟୋବର ମାସ ୦୨ ତାରିଖ ୨୦୨୬ ମସିହା (ଶୁକ୍ରବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ଦିବା ଘ୧୦/୪୬ ଗତେ ସପ୍ତମୀ,ନକ୍ଷତ୍ର- ମୄର୍ଗଶିର। ରାତ୍ରି ଘ୦୪/୦୬ ଗତେ ଆର୍ଦ୍ରା,ସୂର୍ୟୋଦୟ- ପ୍ରାତଃ ଘ୦୫/ ୪୨ /୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୨/୨୨,ଯୋଗିନୀ ପଶ୍ଚିମେ ଦିବା ଘ୧୦/୪୬ ଗତେ ବାୟବ୍ୟେ,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୄତେ ଦିବା ଘ୧୦/୪୬ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୦୮/୪୦ ଗତେ ଘ୧୧/୩୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]