୨୯ଟି ମନ୍ଦିରରେ ହେବନି ରଥଯାତ୍ରା

ଭୁବନେଶ୍ୱର ,୧୮/୬(ଏସଏସଏନିୟୁଜ)ଚଳିତବର୍ଷ ରାଜ୍ୟର ୨୯ଟି ମନ୍ଦିରରେ ହେବନି ରଥଯାତ୍ରା,ମନ୍ଦିର ପରିସର ବାହାରେ ରଥଯାତ୍ରା ନ କରିବାକୁ ନିର୍ଦେଶ । ସମ୍ବଲପୁରର ୫ଟି ଓ ମୟୂରଭଞ୍ଜର ୬ଟି ସ୍ଥାନରେ ରଥଯାତ୍ରା ବନ୍ଦା କନ୍ଧମାଳ, ଗଜପତି ଓ ବଲାଙ୍ଗିରରେ ୨ଟି ଲେଖାଏଁ ସ୍ଥାନରେ ହେବନି ରଥଯାତ୍ରା । ବାଲେଶ୍ବରରେ ସର୍ବାଧିକ ୧୨ଟି ମନ୍ଦିରରେ ହେବନି ରଥଯାତ୍ରା ।

Comments (0)
Add Comment