୪୮ଙ୍ଘଟାରେ କ୍ଷତିପୁରଣ ରାଶି ମିଳିବ

ମାଲକାନଗିରି,୧୮/୮ (ଏସ୍‌ଏସ୍‌ ନିୟୁଜ )ମାଲକାନଗିରି ଜିଲ୍ଲାରେ  ଲଗାଣ ବର୍ଷା ଯୋଗୁ ୯୩୩ ଗାଁ ପ୍ରଭାବିତ ହୋଇଛି ।୧୯୭୧ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ୩୨୧ ଟି ଘର ଭାଙ୍ଗିଯାଇଛି। ପ୍ରାଥମିକ ସର୍ଭେ ପରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରି ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରେସମିଟରେ ସୁଚନା ଦେଇଛନ୍ତି।୭ ଦିନ ଭିତରେ ସର୍ଭେ  ସାରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେବା ସହ ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ର ବ୍ୟବସ୍ଥା  କରାଯିବ ବୋଲିି କହିଛନ୍ତି । (ମାଲକାନଗିରିରୁ ବାଦଲ ବିଶ୍ଵ୍ୱାଳ ଙ୍କ ରିିିପୋର୍ଟ)

 

Comments (0)
Add Comment