୯ ତାରିଖରେ ଲଘୁଚାପ ସମ୍ଭାବନା

ଭୂବନେଶ୍ୱର,୬/୮(ଏସଏସନିୟୁଜ)ଆସନ୍ତା ୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ଥିବାର ସ୍‌ଆର୍‌ସି ସୂଚନା ଦେଇଛନ୍ତି। ୮ ତାରିଖରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୯ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ରୁ ପ୍ରବଳ ବର୍ଷା ହବାର ସମ୍ଭାବନା ଥିବାରୁ ବର୍ଷାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ନଯିବାକୁ ପରାମର୍ଶ ଦିବା ସହ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Comments (0)
Add Comment