ଆଜିର ଅନୁଚିନ୍ତା

ତାରିଖ - ୧୬:୦୧:୨୦୨୧ ଶନିବାର)

➡️ମାଆ ଠୁ ବଡ ବନ୍ଧନ ଏବଂ ମାଆ ଠୁ ବଡ ବିକଳ୍ପ ଏ ସୃଷ୍ଟିରେ ନାହିଁ ।
➡️ସମୟ କହିବ କିଏ କାହାର କେତେ ନିଜର,ସମୟ ସହ ବଦଳି ଯାଆନ୍ତି ଅନେକ ଆପଣାର—-ସମୟରେ ବୁଝି ହୁଏ କିଏ ଆପଣାର ଆଉ କିଏ ପର— କିଏ ବନ୍ଧୁ ଆଉ କିଏ ସ୍ବାର୍ଥପର !
➡️ଯେତେବେଳେ ଲୋକଙ୍କର ଭଲପାଇବା ଓ ସମର୍ଥନର ଆବଶ୍ୟକତା ଥାଏ, ବାସ୍ତବରେ ସେତେବେଳେ ପାଖରେ କେହି ମଧ୍ୟ ନଥାନ୍ତି ।
➡️ସମ୍ପର୍କକୁ ସବୁଦିନ ପାଇଁ ମଧୁର ରଖିବା ପାଇଁ କେତେବେଳେ ଅନ୍ଧ, କେତେବେଳେ ବଧିର ହୋଇ ରହିବାକୁ ପଡିଥାଏ ।
➡️କାହା ଦୟାରେ ବଞ୍ଚନ୍ତୁ ନାହିଁ, ସମସ୍ତଙ୍କ ଆଶୀର୍ବାଦରେ ବଞ୍ଚନ୍ତୁ ।
➡️ଯେତେବେଳେ ପର୍ଯ୍ୟନ୍ତ  କୌଣସି କାର୍ଯ୍ୟ କରାଯାଇନଥାଏ ସେତେବେଳେ ପର୍ଯ୍ୟନ୍ତ  ଅସମ୍ଭବ ଲାଗେ ।
➡️ଲେଖିବାରେ “Mistake ” pen କରିପାରେ ” pencil ନୁହେଁ କାରଣ ତା ପାଖରେ ତା ସାଙ୍ଗ ଥାଏ ରବର ।ଯେ ପର୍ଯ୍ୟନ୍ତ ଗୋଟେ ସଚ୍ଚା ସାଙ୍ଗ ଆପଣଙ୍କ ପାଖରେ ଥିବ ସେ ଆପଣଙ୍କ ଜୀବନର ପ୍ରତ୍ୟେକ ଭୁଲ୍ କୁ ଲିଭେଇ ଆପଣଙ୍କୁ ଗୋଟେ ଭଲ ମଣିଷ କରି ଗଢି ତୋଳିବ so ଜୀବନରେ ଭଲ ସାଙ୍ଗକୁ କେବେ ଛାଡନ୍ତୁ ନାହିଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ!

Comments (0)
Add Comment