ଆଜିର ରାଶିଫଳ

ଇଂରାଜୀ ମାର୍ଚ୍ଚମାସ ୧୯ତାରିଖ ରବିବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୪୫ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା – ଦି୧୦/୨୬ ଗତେ ୧/୨୬ ମଧ୍ୟେ ,ଅମୃତ ବେଳା- ଦିବା ଘ୦୬/୫୩ ଗତେ ଘ୯/୫୬ ମଧ୍ୟେ ରାତ୍ରି ଘ୭/୩୧ ଗତେ ଘ୯/୫୭ ମଧ୍ୟେ ,ମାହେନ୍ଦ୍ରବେଳା-ଦି୬/୪୪ମଧ୍ୟେ ଦିବା ଘ୧୦/୮ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୬/୪୩ ଗତେ ଘ୭/୩୧ ମଧ୍ୟେ , ରାତ୍ରି ଘ୧୨/୧୯ ଗତେ ଘ୩/୩୧ ମଧ୍ୟେ ,ପୋଇ ଦିବା ଘ୮/୧୪ ଗତେ ବାଇଗଣ ଭକ୍ଷଣ ନିଷେଧ ।
ମେଷ-ମେଷ ରାଶିରେ ଆଜିର ଦିନରେ ଭାବିବାଆଗରୁ ଦୁଇଥର ଭାବନ୍ତୁ । ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ । ବିଦେଶ ବା ଦୂରଦେଶରେଥିବା ଆପଣଙ୍କର ଜମିଜମା ଭଲଦରରେ ବିକ୍ରି ହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲଲାଭ ହୋଇପାରେ । ଆପଙ୍କଆକର୍ଷଣ ଓ ବ୍ୟକ୍ତିତ୍ୱକାରଣରୁ ଆପଣଙ୍କୁ କିଛି ନୂଆମିତ୍ର ମିଳିପାରନ୍ତି । ଆଜି ହୋଇପାରେ କି ଆପଣ ଆପଣଙ୍କ ପ୍ରିୟଙ୍କୁ ଟଫି ଓ ଚକଲେଟ ବେଭାର ଦିଅନ୍ତୁ । ଯଦି ଆପଣ ଆପଣଙ୍କକାର୍ଯ୍ୟ ଉପରେ ଧ୍ୟାନଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କହବ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କଠାରୁ ଦୂରରେ ଆପଣ ଏକାକୀରହିବାକୁ ପସନ୍ଦକରିବେ ।ଏହା ଆପଣଙ୍କପାଇଁ ହିତକାରୀ ମଧ୍ୟହେବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କସାଙ୍ଗରେ ପୁଣିଥରେ ପ୍ରେମରେ ପଡ଼ିବେ ।
ବୃଷ-ଆପଣଙ୍କୁ ଲମ୍ବାସମୟରୁ ଅନୁଭବ ହୋଉଥିବା ଥକା ଓ ମାନସିକ ଚାପିଠୁ ଆରାମ ମିଳିବ । ଏଇ ଅସୁବିଧାଠୁ ସ୍ଥାୟୀ ନିଜାତ ପାଇବାପାଇଁ ଜୀବନଶୈଳୀରେ ପରିବର୍ତନ ଆଣିବାପାଇଁ ଉଚିତ ସମୟଅଛି । ପିତାମାତାଙ୍କ ସାହାଯ୍ୟପାଇଁ ଆପଣଙ୍କ ଆର୍ଥିକଅବସ୍ଥାରେ ଆଜି ବୃଦ୍ଧି ମିଳିପାରେ । ପାରିବାରିକକାର୍ଯ୍ୟ ଓ ଲମ୍ବାସମୟରୁ ପଡ଼ିଥିବା କାର୍ଯ୍ୟ କୁ ସାରିବାପାଇଁ ଆଜିଦିନଟା ଉତ୍ତମଅଟେ । କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କସହିତ ସମୟକାଟନ୍ତୁ । ଆଜିଦିନଟା ସମୃଦ୍ଧଶାଳୀ କାର୍ଯ୍ୟରେଥିବା ଲୋକଙ୍କପାଇଁ ସଫଳତାପୁର୍ଣରହିବ, ତାଙ୍କୁ ପ୍ରସିଦ୍ଧି ଓ ମାନ୍ୟତାମିଳିବ ଯାହାପାଇଁ ବହୁତସମୟରୁ ଅପେକ୍ଷାକରିଥିଲ । ଆଜି କାଦିନ ଆପଣଙ୍କପାଇଁ ଲାଭକାରୀ ପ୍ରମାଣିତହେବ, କାରଣ ଏହା ଲାଗୁଛିକି ସମୟ ଆପଣଙ୍କପକ୍ଷରେ ରହିବ ଓ ଆପଣ ପ୍ରତିକାମରେ ସଫଳ ହେବେ । ଯଦି ଆପଣ ବୈବାହିକଜୀବନ ଦୃଷ୍ଟିରୁ ଲମ୍ବାସମୟରୁ ନିରାଶଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧିଅନୁଭବ କରି ପାରନ୍ତି ।
ମିଥୁନ-ସ୍ୱାସ୍ଥ୍ୟର ଧ୍ୟାନରଖନ୍ତୁ ଓ ପ୍ରତ୍ୱେକଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚହେଉଛି ତାବିଷୟରେ ଆପଣ ଯତ୍ନବାନହେବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁପଡ଼ିପାରେ । ପିଲାମାନେ ଆଜି ଧ୍ୟାନଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେସଙ୍ଗେ ଖୁସିହବାର କାରଣ ବି ହେବେ । ନିଜ ସାଙ୍ଗ ଠୁ ବହୁତ ଲମ୍ବା ସମୟପରେ ଦେଖାକରିବାର ବିଚାରଭାବି ଆପଣ ହୃଦୟରଗତି ବଢିପାରେ । ଚାକିରୀଠୁ ଜଡିତଯାତ୍ରା ସକରାତ୍ମକଫଳ ଦେବ । ଆପଣଙ୍କୁ ଇଣ୍ଟରଭିଉ ଦେଲାବେଳେ ମୁଣ୍ଡଥଣ୍ଡା ରଖି ଓ ନିଜକୁ ଅଭିବ୍ୟକ୍ତିତ କରିବାଆବଶ୍ୟକ । ଟିଭି ବା ମୋବାଇଲର ଅତ୍ୟଧିକବ୍ୟବହାର ଅଯଥା ସମୟଅପଚୟ ବ୍ୟତୀତ ଆଉ କିଛିହୋଇପାରେନା । ଆଜିଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇପାରେ । ଆଜିଆପଣଙ୍କୁ ଆପଣଙ୍କର ଜୀବନସାଥୀଙ୍କ ଆଡୁ କିଛ ବିଶେଷ ଦେଖିବାକୁ ମିଳିପାରେ ।
କର୍କଟ-ଖୁବସାରା ଆତ୍ମବିଶ୍ୱାସ ଓ ସହଜକାମ ଯୋଗୁଁ ଆପଣଙ୍କୁ ଆରାମ କରିବାପାଇଁ ପର୍ଯ୍ୟାପ୍ତ ସମୟମିଳିବ । ଯଦି ଆପଣ କୌଣସି ନିବେଶକରିଛନ୍ତି , ଆଜି ସେନେଇ ଆପଣଙ୍କୁ ଆର୍ଥିକକ୍ଷତି ହେବାର ସମ୍ଭାବନାଅଛି । କୌଣସି ଧାର୍ମିକସ୍ଥଳ କିମ୍ବା ବଂଧୁଘରକୁ ଆଜି ଯିବାର ସମ୍ଭାବନାଅଛି । ଗୁପ୍ତସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରିପାରେ । ଚାକିରୀକରୁଥିବା ବ୍ୟକ୍ତିମାନଙ୍କୁ ଆଜି କାର୍ଯ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁପଡ଼ିପାରେ । ଆଜିଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥକର୍ମଚାରୀ ଆପଣଙ୍କଉପରେ କ୍ରୋଧ କରିପାରନ୍ତି । ବ୍ୟବସାୟୀଙ୍କପାଇଁ ଦିନଟି ସାଧାରଣ ରହିବ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକାପଢ଼ି ସମୟ ଅତିବାହିତ କରିପାରିବେ । ଜୀବନସାଥୀ ଆଜି ଆପଣଙ୍କୁ ହୋଇପାରେ କି ରାଗରେ ଆପଣଙ୍କୁ ଜଣେଇବେକି ଆପଣଙ୍କସହିତ ରହିବାପାଇଁ ତାଙ୍କୁ କଣକଣ ଭୋଗିବାକୁ ପଡ଼ି ଥିଲା ।
ସିଂହ-ଆପଣଙ୍କ ଇଚ୍ଛାଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତିଠୁ ବାହାରିବାରେ ସଫଳହୋଇଛନ୍ତି ।ଭାବନାତ୍ମକ ନିଷ୍ପତି ନେଲାବେଳେ ବୁଦ୍ଧିପ୍ରୟୋଗ କରିବା ଭୁଲନ୍ତୁ ନାହିଁ । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଯଦି ଆପଣଙ୍କୁ ଧାନସଂଚୟ କରିବାରଅଛି, ତେବେ ଏବିଷୟରେ ନି ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ । ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟିହୋଇ ପାରେ ।ତେଣୁ ରାତିରେ ଡେରିରେଘରକୁ ଫେରିବା ଓ ଅନ୍ୟମାନଙ୍କ ଉପରେ ଖର୍ଚ୍ଚକରିବା ବନ୍ଦ କରନ୍ତୁ । ନିଜପ୍ରିୟଙ୍କ ସହିତ ଆଜି ଉତ୍ତମବ୍ୟବହାର କରନ୍ତୁ ।ଯୋଗ୍ୟଲୋକଂକର ସ୍ପର୍ଶରେ ଆସି ନୂଆବିଚାର ଓ ଯୋଜନା ଆସିପାରୋ ଆଜିର କାମ ଆଜି ସାରିଦେବ ଉଚିତ । ଆଜିରକାମକୁ କାଲି ପାଇଁରଖିଲେ କାମ ବେଶୀବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟପାଇବେନି । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ କୌଣସି ଅଜଣାଲୋକ କାରଣରୁ ଯୁକ୍ତିତର୍କ ହୋଇ ପାରେ ।
କନ୍ୟା-ଗର୍ଭବତୀମହିଳାମାନଙ୍କ ଚଲାବୁଲା କଲା ସମୟରେ ବିଶେଷଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବତ ଏମିତିଲୋକଙ୍କ ଠୁ ଦୁରେଇରୁହନ୍ତୁ ଯେଉଁମାନେ ସିଗାରେଟ ଟାଣନ୍ତି,କାରଣ ଏହାକାରଣରୁ ନବଜାତଶିଶୁକୁ ବିପଦ ହୋଇପାରେ । ଅର୍ଥକୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କପାଇଁ ଉପକାରି ରହିବ । ଆପଣଙ୍କ ପୁର୍ଣଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇବିବାଦ ଦୂରକରିବାରେ ସାହାଯ୍ୟ କରିବେ । ଆଜି ଆପଣଙ୍କଖୁସିର କିଛି ମାନେ ନାହିଁ,ହସରେ ସେଇଚମକ ନାହିଁ,ହୃଦୟରସ୍ପନ୍ଦନ ବନ୍ଦ ହେବପରି ଲାଗୁଚି କାରଣ ଆପଣ କୌଣସି ଗୁରୁତ୍ୱପୂର୍ଣସାଥୀଙ୍କ ଅନୁପସ୍ଥିତି ଅନୁଭବକରୁଛନ୍ତି । ନିର୍ଭୀକପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳିପାରେ । ଆଜି ଆପଣଆପଣଙ୍କର କୌଣସିବନ୍ଧୁଙ୍କ ସହ ସମୟ କଟାଇପାରନ୍ତି । କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ । ଲମ୍ବାସମୟ ଯାଏଁ କାମକାର୍ଯ୍ୟରଚାପ ଆପଣଙ୍କ ବୈବାହିକଜୀବନରେ ବିପଦ ଠିଆ କରିପାରେ । ଆଜି ସବୁ ଅସନ୍ତୋଷ ଦୂର ହୋଇଯିବ ।
ତୁଳା-ଗର୍ଭବତୀ ମହିଳାମାନଙ୍କ ଚଲାବୁଲା କଲାସମୟରେ ବିଶେଷଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବ ତ ଏମିତି ଲୋକଙ୍କଠୁ ଦୁରେଇରୁହନ୍ତୁ ଯେଉଁମାନେ ସିଗାରେଟ ଟାଣନ୍ତି,କାରଣ ଏହା କାରଣରୁ ନବଜାତ ଶିଶୁକୁ ବିପଦ ହୋଇ ପାରେ । ଆପଣଙ୍କ ଭାଇଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାରମାଗିପାରେ । ଆପଣ ତାଙ୍କୁ ଉଦ୍ଧାର ଦେଇ ତଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକଅବସ୍ଥା ପ୍ରଭାବିତ ହୋଇପାରେ । ଆପଣଙ୍କୁ ନିଜଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ । ଆଜି ଆପଣଙ୍କପ୍ରିୟ ଆପଣଙ୍କୁ ଖୁସି କରିବାପାଇଁ ଅନେକ ପ୍ରୟାସ କରିବେ । ଆଜି ନିଜଯୋଜନାରେ ଆଗକୁ ବଢିବାପାଇଁ ଘରଲୋକଙ୍କୁ ବୁଝେଇ ବାରେ ଅସୁବିଧା ହୋଇପାରେ । ଆଜିଆପଣଙ୍କ ସମାନରେ ଗୁଡ଼ାଏବିବାଦାସ୍ପଦ ବିଷୟଆସି ପାରେ ଯାହାର ସମାଧାନକରିବା ନିହାତିଜରୁରୀ । ଆପଣ ଓ ଆପଣଙ୍କ ଜୀବନସାଥୀଙ୍କୁ ଆଜି ଗୋଟେ ବିଶେଷ ଖବରମିଳିବ ।
ବିଛା-ବିପଦର ସମ୍ମୁଖୀନ ହେବାକୁ ପଡିପାରେ । ବିଶ୍ଵାସ ହରାନ୍ତୁନାହିଁ ଓ ଇଛିତଫଳ ପାଇବାପାଇଁ କଷ୍ଟ କରନ୍ତୁ । ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ । ଅସୁବିଧା ସମୟରେ ବଂଧୁ କାମରେ ଆସିବେ । ନିଜରଖର୍ଚ୍ଚ ଉପରେ ନିୟନ୍ତ୍ରଣରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ । ଆଜି ଆପଣଙ୍କ ପିଲାମାନେ ଘରେକିଛି ଗୋଟେ କଥାକୁନେଇକି ବିବାଦ ସୃଷ୍ଟିକରିବୋ କିଛି ବି ନିର୍ଣୟ ନେବାଆଗରୁ ଭଲଭାବରେ ପ୍ରମାଣିତ ପର୍ଯ୍ୟବେକ୍ଷଣକରନ୍ତୁ । ନିଜର ପ୍ରିୟାର ବିଶ୍ୱସ୍ତ ହେବା ଉପରେ ସନ୍ଦେହ କରନ୍ତୁନାହିଁ ।କାର୍ଯ୍ୟସ୍ଥଳରେ ଉର୍ନତି ଓ ଅଗ୍ରସର ହେବାକୁହେଲେ ନୂଆନୂଆ ଟେକନୋଲଜିଜାଣି ନିଜକୁ ଯୁଗୋପଯୋଗୀକରନ୍ତୁ । ଆଜି ଘରେପାର୍ଟି ଯୋଗୁଁ ଆପଣଙ୍କ ବହୁମୂଲ୍ୟସମୟ ନଷ୍ଟହୋଇପାରେ । ଆଜି ଆପଣ ନିଜରଜୀବନର କିଛିସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନସାଥୀ ସହିତ ବିତାଇପାରନ୍ତି ।
ଧନୁ-ଅତ୍ୟାଧିକଯାତ୍ରା କରିବାକାରଣରୁ ପ୍ରବଳଉତ୍ତେଜନା ସୃଷ୍ଟି ହୋଇପାରେ । ଆଜି ଆପଣ ଆପଣଙ୍କରଜୀବନସାଥୀ ସହିତମିଶି କୌଣସି ଆର୍ଥିକଯୋଜନା କରିପାରନ୍ତି । ଏହି ଯୋଜନା ସଫଳହେବାର ଆଶାଅଛି । ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତକରିବାର କ୍ଷମତା ଆପଣଙ୍କପାଇଁ ସକାରାତ୍ମକ ସୁଯୋଗ ଆଣିବ । ଆପଣଙ୍କ ସାଥୀସାଂଗରେ ସମୟକଟେଇକି ବହୁତଖୁସି ଅନୁଭବ କରିବେ । ଯଦି ବି ଆପଣଙ୍କର ବରିଷ୍ଠକର୍ମଚାରୀମାନଙ୍କ ପଟୁ କିଛି ବିରୋଧ ପାଇବେ, ତେବେ ବି ମୁଣ୍ଡଥଣ୍ଡା ରଖିବାଟା ଆପଣଙ୍କପାଇଁ ଉପକାରୀ ଅଟେ । ଅଭାବୀଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ । କୌଣସି ପୁରୁଣାସାଙ୍ଗ ଆପଣ ଓ ଆପଣଙ୍କଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ ।
ମକର-ଆପଣଙ୍କୁ ନିଜର ସ୍ୱାସ୍ଥ୍ୟପ୍ରତି ବେଶୀ ସାବଧାନରହିବା ଉଚିତ ବିଶେଷକରିକି ରକ୍ତଚାପ ରୋଗୀମାନଙ୍କୁ । ଆପଣଙ୍କର କୌଣସିବନ୍ଧୁ ଆପଣଙ୍କଠାରୁ ଆର୍ଥିକସହାୟତା ମାଗିପାରେ । ତାଙ୍କୁ ସାହାଯ୍ୟକଲେ ଆପଣ ଆର୍ଥିକଭାବରେ ପଙ୍ଗୁ ହୋଇପାରନ୍ତି । ନିଜପିଲାଙ୍କ ସହିତ ଗୋଟେସାଙ୍ଗ ପରି ସମ୍ପର୍କରଖନ୍ତୁ । ପୁରୁଣାକଥାକୁ ପଛରେଛାଡ଼ିକି ଆଗକୁ ଆସୁଥିବା ଶୁଭସମୟ ଆଡକୁ ଦେଖନ୍ତୁ । ଆପଣଙ୍କଚେଷ୍ଟା ନିହାତି ଫଳଦେବ । ଲମ୍ବିତ ବ୍ୟବସାୟଯୋଜନା ଆରମ୍ଭ ହେବ । ସମୟ ବହୁତ ମୂଲ୍ୟବାନ । ତେଣୁ ତାର ସଦୁପଯୋଗକରିବା ନିତାନ୍ତଆବଶ୍ୟକ । କିନ୍ତୁ ତାମଧ୍ୟରେ ପରିବାର ଓ ନିଜପାଇଁ ସମୟ କାଢ଼ିବ ବି ଅତିଜରୁରୀ । ଆଜିଦିନରେ ଆପଣ ବୈବାହିକ ଜିବନର ପ୍ରକୃତମଜା ନେଇ ପାରିବେ ।
କୁମ୍ଭ-ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟଚିନ୍ତାଧାରା ଆପଣଙ୍କସାଙ୍ଗର ଗର୍ବକୁ କ୍ଷତି କରିପାରେ । ଯଦି ଆପଣଙ୍କରଯାତ୍ରା କରିବାରଅଛି , ସତର୍କତା ଅବଲମ୍ବନକରନ୍ତୁ । ଆଜି ଆପଣଙ୍କର ମୂଲ୍ୟବାନବସ୍ତୁ ଚୋରିହୋଇପାରେ । ବିଶେଷତଃ ଆପଣଙ୍କର ପର୍ସର ଧ୍ୟାନରଖନ୍ତୁ । ଆପଣ ନିଜର ଅସୁବିଧାକୁ ଭୁଲିକି ପରିବାରସହିତ ଭଲ ସମୟ କାଟିବେ । ଯେଉଁ ଲୋକମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହିମାନେ ଏହି ସୁରାତାଳର ଆନନ୍ଦ ନେଇପାରିବେ । ଆଜିକାଦିନ ଆପଣ ବି ସେଇ ସଂଗୀତକୁ ଶୁଣିପାରିବେ, ଯାହାଦୁନିଆର ବାକିଗୀତକୁ ବୁଲେଇଦବ । କିଛିସହକର୍ମୀ କିଛି କଥାକୁ ନେଇକି ଆପଣଙ୍କ କାର୍ଯ୍ୟଶୈଳୀଠୁ ଦୁଖୀହେବେ, କିନ୍ତୁ ସେମାନେ ଆପଣଙ୍କୁ ଜଣେଇବେନି । ଯଦି ଆପଣଙ୍କୁ ଲାଗୁଚିକି ପରିଣାମ ଆପଣଙ୍କ ଆଶାଅନୂସାରେ ଆସୁନି, ତାହେଲେ ନିଜର ଯୋଜନାକୁ ପୁଣିଥରେ ବିଷ୍ନଷଣ କରନ୍ତୁ । ଆଜି ନିଜର ସାମାଜିକଜୀବନକୁ ସମୟଦେବାକୁ ସୁଯୋଗ ପାଇବେ ଓ ନିଜରପସନ୍ଦର କାମ କରିପାରିବେ । ଆଜିଦିନ ଆପଣଙ୍କପାଇଁ ବେଶୀ ଭଲ ରହିବନାହିଁ କାରଣ କିଛିକଥାରେ ଆପଣଙ୍କଭିତରେ ଅସହମତି ମଧ୍ୟ ହୋଇପାରେ, ଏହାଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ ।
ମୀନ-ଆଶାବାଦୀ ରୁହନ୍ତୁ ଓ ଉଜ୍ବଳପକ୍ଷକୁ ଦେଖନ୍ତୁ । ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବାପାଇଁ ନୂତନଦ୍ୱାର ଖୋଲିବ । କାନ୍ତି ଓ ମନୋରଞ୍ଜନଉପରେ ଅଧିକ ଖର୍ଚ୍ଚକରନ୍ତୁନାହିଁ । ଆପଣଙ୍କ ପିଲାଙ୍କ ପୁରସ୍କାରବିତରଣର ସମାରୋହର ନିମନ୍ତ୍ରଣପାଇ ଖୁସି ଅନୁଭବକରିବେ । ସିଏ ଆପଣଙ୍କଆଶା ପୂରଣକରିବ ଓ ଆପଣ ନିଜପିଲାଦ୍ୱାରା ନିଜରସ୍ବପ୍ନ ସାକାର ହୋଇଥିବା ଦେଖିବେ । କାମ ଅଟକିଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲାବୁଲି କରିବାର ବିଚାର ଆପଣଙ୍କମନରେ ଚେଇଁରହିବ । କାର୍ଯ୍ୟସ୍ଥଳରେଜ୍ଞାନ , ବିବେକ ଓ ବୁଦ୍ଧିରସହିତ କାମ କରିବେ । ଆଜି ଏମିତିବ୍ୟବହାର କରନ୍ତୁ ଯେପରି ଆପଣ ଜଣେ ବଡ ପ୍ରସିଦ୍ଧକଳାକାର,କିନ୍ତୁ କେବଳ ସେଇ ଜିନିଷର ପ୍ରସଂଶାକରନ୍ତୁ ଯିଏ ପ୍ରସଂସାରପାତ୍ର । ବୈବାହିକଜୀବନକୁ ଅଧିକସୁଖମୟ ବନେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗଆଣିବ ।

ନିତୀବାଣୀ-ସବୁ କଥାମାନି ,ହେବ ଯେବେଦାନୀ
ଖୁସିରେ ଆଦର ମିଳେ,
କିଏ କହେ ବାବୁ,ସହେ ବର୍ଷ ଥିବୁ
ଆଶୀଷ ମଥାରେ ବଳେ ।
ବାସ୍ତୁଟିପ୍ପଣୀ-ପୂଜାଘରେ ଏହି ଭୁଲ କେବେବି ହେବାକୁ ଦିଅନ୍ତୁନାହିଁ, ପରିବାର ବରବାଦ ହୋଇଯିବ-
୧- ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘରେ କେବଳ ଗୋଟେଠାକୁରଙ୍କ ଗୋଟେମୂର୍ତ୍ତି ରଖିବା ଉଚିତ । ଭଗବାନଙ୍କ ଦୁଇଟିମୂର୍ତ୍ତି ରଖିବା ଅଶୁଭହୋଇଥାଏ ।
୨-ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘରେ ଠାକୁରଙ୍କଫଟୋ ବ୍ୟତୀତ ଅନ୍ୟ କୌଣସି ପିତୃ ପୁରୁଷଙ୍କଫଟୋ ବା ଅନ୍ୟ କାହାରିଫଟୋ ରଖିବା ଉଚିତନୁହେ । ଏହାଦ୍ଵାରା ଘରେ ନାକାରାତ୍ମକଶକ୍ତିର ବାସ ରହିଥାଏ ।ତେଣୁ ଭୁଲରେ ଏ କାମ କରିବା ଉଚିତନୁହେ ।
୩- ଯଦି ସିଡିତଳେ ଠାକୁରଘର ହୋଇଥାଏ ତେବେ ଏହା ଦରିଦ୍ରତାର କାରଣ ହୋଇଥାଏ । ଯଦି ଏପରି ହୋଇଥାଏ ତେବେ ଘରେ କଳହଲାଗି ରହିଥାଏ । ତେଣୁ ଭୁଲରେ ବି ସିଡିତଳେ ଠାକୁରଘର କରିବା ଅନୁଚିତ ।
୪- ପୂଜାଘର ଦକ୍ଷିଣଦିଗରେ ତିଆରି କରିବା ଅନୁଚିତ । କାରଣ ଦକ୍ଷିଣଦିଗରେ ନକାରା ତ୍ମକଶକ୍ତିର ପ୍ରଭାବ ଅଧିକ ରହିଥାଏ ।ଏହାଦ୍ଵାରା ଘରେ ମଧ୍ୟ ଏହାର ପ୍ରଭାବ ରହିଥାଏ ।
୫- ପିତୃପୁରୁଷଙ୍କ ଫଟୋ ସର୍ବଦା ଦକ୍ଷିଣଦିଗରର ଲଗାଇବା ଉଚିତ । ଯଦି ଘରର ଅନ୍ୟ କୌଣସିଜାଗାରେ ପିତୃପୁରୁଷଫଟୋ ଥାଏ ତେବେ ଏହା ଅଶୁଭ ହୋଇଥାଏ ।
୬- ଯେଉଁ ଘରେ ଠାକୁରଙ୍କ ଫଟୋ କାନ୍ଥରେ ଲଗାଯାଏ ତେବେ ସେହି ଘରେ ସକାରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହାଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
୭- ବାସ୍ତୁଶାସ୍ତ୍ର ଅନୁସାରେ ପୂଜାଘର ଉପରେ ସାମାନରଖିଲେ ତାହା ଅଶୁଭହୋଇଥାଏ । ଏହା ଦ୍ଵାରା ମାଲକ୍ଷ୍ମୀଙ୍କକୃପା ରହି ନ ଥାଏ ।
୮- ଯେଉଁମାନେ ନିଜ ବେଡରୁମରେ ପୂଜାଘର କରିଥାନ୍ତି ତାହା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ । ଏହାଦ୍ଵାରା ଘରେ ଅଭାବଲାଗି ରହିଥାଏ ।
୯- ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘରର କାନ୍ଥରରଙ୍ଗ ଅଲଗାରଙ୍ଗ ହେବା ଦରକାର । ଘରକାନ୍ଥ ରଙ୍ଗ ସହ ସମାନ ହେବା ଉଚିତନୁହେ । ଯେମିତିକି କଳା, ନୀଳ ଓ ଧଳା ରଙ୍ଗ ହେବା ଅଶୁଭ ହୋଇଥାଏ ।
୧୦- ଯଦି ପୂଜାଘରେ ବାସୀ ଫୁଲ, ପୁରୁଣାକପଡା ବା ଅନ୍ୟ କୌଣସି ଅଦରକାରୀଜିନିଷ ପଡିରହିଥାଏ ତେବେ ଏହା ଅଶୁଭ ହୋଇଥାଏ ।ଏହାଦ୍ଵାରା ଆପଣଙ୍କ ଘରର ଅନିଷ୍ଟ ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ।!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment