ଆଜିଠୁ କିନ୍ନର କାଟିବେ ପାର୍କିଂ ଚାଲାଣ

ଭୁବନେଶ୍ୱର,୨୧/୧(ଏସଏସନିୟୁଜ) ଆଜିଠୁ ଭୁବନେଶ୍ୱରରେ କିନ୍ନର କାଟିବେ ପାର୍କିଂ ଚାଲାଣ ଟିଜି ସ୍ୱୀକୃତିକୁ ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଥିବା ବେଳେ ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ଦାୟିତ୍ଵ ଦିଆଯାଇଛି ୪୬ଜଣ କିନ୍ନର ଙ୍କୁ ପାର୍କିଙ୍ଗ ଏଜେଣ୍ଟ ରୂପେ ନିଯୁକ୍ତି ମିଳିଛି. ଏବଂ ଏହି କିନ୍ନର ମାନଙ୍କୁ ପାର୍କିଂଆଦାଯ ପାଇ ଟାର୍ଗେଟ ଦିଆ ଯାଇଛି ଭୁବନେଶ୍ୱର ରାଜମହଲ ବସଷ୍ଟପରେ ଆୟୋଜିତ ଉଦଘାଟନ ସଭରେ ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ ଯୋଗଦେଇ ଏହାଦ୍ବାରା କିନ୍ନରମାନେ ସ୍ୱବିଲମ୍ବୀ ହେଇପାରିବେ ବୋଲି କହିଛନ୍ତି

Comments (0)
Add Comment