ଅନନ୍ତଙ୍କର କରୋନା ପଜିଟିଭ

ଭୁବନେଶ୍ୱର,୨୦ /୮ (ଏସ ଏସ ନିୟୁଜ )ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କର କରୋନା ପଜିଟିଭ୍ ଥିବା ନେଇ ନିଜେ ବିଧାୟକ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ପଜିଟିଭ୍ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ଭଲ ଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ କରୋନା ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Comments (0)
Add Comment