ଆରମ୍ଭ ହୋଇଛି ଡଲଫିନ୍ ଗଣନା

କେନ୍ଦ୍ରାପଡା,୧୭/୧(ଏସଏସନିୟୁଜ)କେନ୍ଦ୍ରାପଡା ଗହୀରମଥା ଓ ଭିତରକନିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୯ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟ କରୁଛନ୍ତି । ଦେବୀ ମୁହାଣଠାରୁ ଧାମରା ମୁହାଣ ଯାଏ ଡଲଫିନ ଗଣନା ଜାରି ରହିଛି । ପୁରୀ ଚିଲିକାରେ ଡଲ୍‌ଫିନ ଗଣନା ଆରମ୍ଭ ହୋଇଥିବାବେଳେ ଡଲ୍‌ଫିନ ଗଣନାରେ ୧୮ଟି ଟିମ୍ ୧୦୯ ଜଣ ସଦସ୍ୟ ନିୟୋଜିତ ଅଛନ୍ତି । ଅସ୍ତରଙ୍ଗ ଦେବୀ ମୁହାଣରେ ବି ଚାଲିଛି ଡଲ୍‌ଫିନ୍ ଗଣନା ।

Comments (0)
Add Comment