Browsing author

SATYA SANDHANA DESK

ଶୀତଳଷଷ୍ଠୀ ପାଇଁ ଉଠିଲା ଥାଳ

ସମ୍ବଲପୁରର,୧୬/୫(ଏସଏସନିୟୁଜ) ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ପବିତ୍ର ଅକ୍ଷୟ ତୃତୀୟ ତିଥି ରେଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ଏହାସହ ପରମ୍ପରା ଅନୁଯାୟୀ ଶିବାଳୟମାନଙ୍କରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ମଧ୍ୟ ଚୟନ କରାଯାଇଛି । ଐତିହ୍ୟ ପରମ୍ପରାନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ କୋଭିଡ଼ କଟକଣାରେହୋଇଯାଇଛି । ଝାଡୁଆପଡା, ନନ୍ଦପଡା , ମନ୍ଦିରରେ ବୁଢ଼ାରଜ. ପାହାଡ଼େଶ୍ୱର […]

ଉତ୍ତରପ୍ରଦେଶରେ ୨୦ରୁ ଅନଲାଇନ୍ କ୍ଲାସ୍

ଇଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଉତ୍ତରପ୍ରଦେଶରେ ମେ ୨୦ ରୁ ମୈାଳିକ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଅଫଲାଇନ୍ କ୍ଲାସ୍ ଆୟୋଜନ କରିବାର ସ୍ୱାଧିନତା ଦିଆଯାଇନାହିଁ । ଏହାପୂର୍ବରୁ ରାଜ୍ୟରେ ଅନଲାଇନ୍ କ୍ଲାସ୍ ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଭର୍ଚୁଆଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ମେ୨୪ ସକାଳ ୭ ଟା ସୁଦ୍ଧା […]

ଭୟଙ୍କର ରୂପରେ ମାଡିଆସୁଛି ତଉତେ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଅତି ଭୟଙ୍କର ସାମୁଦ୍ରିକ ଝଡ ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଆଡକୁ ମାଡ଼ି ଆସୁଛି ବାତ୍ୟା ତଉତେ’ । ତଉତେ ୧୮ ତାରିଖରେ ଗୁଜରାଟର ଦ୍ୱାରକା ନିକଟରେ ଭୂଭାଗକୁ ଛୁଇଁବା ପରେ କଛି ଉପସାଗରରେ ପ୍ରବେଶ କରି ଦକ୍ଷିଣ ପାକିସ୍ତାନ ଆଡକୁ ଗତି କରିବ। ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂଭାଗକୁ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୪୦ରୁ ୧୬୦ କିଲୋମିଟର ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। […]

୨୪ଘଂଟାରେ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ,୧୯ମୃତ୍ୟୁ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ)ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ରହିଛି । ସେଥିମଧ୍ୟରେ ଖୋର୍ଦ୍ଧା ରୁ -୧୭୧୦ ,କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮, ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩.ଜଗତସିଂହପୁର- […]

ଆଜିର ଅନୁଚିନ୍ତା

? ଜୀବନ ଦର୍ଶନ ? ➡️ଭଗବାନ ଯାହାର ଉର୍ଦ୍ଧ୍ବଗତି ଚାହାଁନ୍ତି, ତା’ ଦ୍ବାରା ଶୁଭକର୍ମ କରାନ୍ତି, ଆଉ ଯାହାର ଅଧୋଗତି ଚାହାଁନ୍ତି, ତା’ ଦ୍ବାରା ଅଶୁଭ କର୍ମ କରାନ୍ତି। ଯଦି ଭଗବାନ ସବୁ ଶୁଭା ଶୁଭ କର୍ମ କରାନ୍ତି, ତେବେ ‘ତେବେ ଭଗବାନ କାହାରି କର୍ତ୍ତୃତ୍ବ’ କର୍ମ ଓ କର୍ମଫଳ ସଂଯୋଗ ରଚନା କରନ୍ତି ନାହିଁ, କହିବାତ ଶ୍ରୁତି ବିରୋଧ। ? ଆଜିର ଅନୁଚିନ୍ତା ? ➡️ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ […]

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

୧. ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ: ଶେଫାଳିଙ୍କୁ ଦିନିକିଆ ସୁଯୋଗ, ଶିଖା ଓ ତାନିଆ ଫେରିଲେ । ୨. ପ୍ରିମିୟର ଲିଗ୍ ଫୁଟବଲ୍, ମେସିଙ୍କୁ ଟପିଲେ ଟୋରେସ୍ । ୩. ବୀରୁଙ୍କ ବଦାନ୍ୟତା, ଯୋଗାଇଲେ ୫୦,୦୦୦ ମାଗଣା ମିଲ୍ । ୪. ଆଇପିଏଲ୍‌ ନିଲାମରେ ସାମିଲ ହୋଇପାରନ୍ତି ଆମିର । ୫. ନୂଆଦିଲ୍ଲୀ : ଦୈନିକ ମୃତ୍ୟୁ ୪ହଜାର ତଳକୁ ଖସିଲା, ଲଗାତାର ୪ର୍ଥ ଦିନ ପାଇଁ ନୂଆ ମାମଲାଠୁ ଅଧିକ […]

ଆଜିର ରାଶିଫଳ

ମଇ ମାସ ୧୬ ତାରିଖ ୨୦୨୧ ମସିହା(ରବିବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ,ନକ୍ଷତ୍ର-ଆର୍ଦ୍ରା ,କନ୍ୟା ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା, ବେଲ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ […]

ଶୁଭାରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ

ପୁରୀ ,୧୫/୫(ଏସଏସନିୟୁଜ) ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ରେ ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥର ମୁଖ୍ୟ ମହାରଣାଙ୍କୁ ପ୍ରଦାନପୁର୍ବକ ରଥପାଇଁ ଥିବା ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ତିନି ରଥର ମହାରଣା ମହାରଣା ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କର୍‌ିଥିଲେ । କୋଭିଡ଼୍‍ କଟକଣା ଭିତରେ ଆସନ୍ତାକାଲିଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଆଜିଠୁ ଆରମ୍ଭ ହୋଇଛି […]

କରୋନା ଭାବି ଛୁଇଁଲେନାହିଁ ମୃତଦେହ

ଆସିକା, ୧୫/୫(ଏସଏସନିୟୁଜ) କରୋନା ସନ୍ଦେହରେ ପାଖକୁ କେହି ଆସିଲେନାହିଁ କି ଶବସତ୍କାର କରିବାକୁ ଗଲେ ନାହିଁ ।ଶେଷରେ ସ୍ଥାନୀୟ ପ୍ରଶାସନ ଖବରପାଇ ଆସି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ରଜି ହୋଇନଥିଲେ ।ବହୁ ଚେଷ୍ଟାପରେ ଦୁଇ ସ୍ୱେଚ୍ଛାସେବୀଙ୍କ ସହ ମୃତକଙ୍କ ପରିବାର ଲୋକେ ଶବ ଉଠାଇଥିଲେ ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଧର୍ମରାୟପୁର ଗାଁର ୭୦ବର୍ଷ ବୟସ୍କା ତମାଳ ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା ।କେହି […]

ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭହେଲା ଚନ୍ଦନଯାତ୍ରା

ଭଦ୍ରକ,୧୫/୫(ଏସଏସନିୟୁଜ) ଆରଡି ଆଖଣ୍ଡଳମଣିଙ୍କର ଚନ୍ଦନଯାତ୍ରା ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଛି । ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନଯାତ୍ରାରେ କୋଭିଡ କଟକଣାରେ ଏହାକୁ କରାଯାଉଛି । ସ୍ବତନ୍ତ୍ର ନୀତିକାନ୍ତୀ ସହ ଚନ୍ଦନ ନୀତିକାନ୍ତି ନିମନ୍ତେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ମନ୍ଦିର ବେଢା ପରିକ୍ରମା କରାଇ ମୁକ୍ତିମଣ୍ଡପକୁ ବିଜେ କରାଯାଇଥିଲା।ଏହାପରେ ପ୍ରଥମଦିନର ଚାପନୀତି ନିମନ୍ତେ ଘଟସ୍ଥାପନ, ଦ୍ବାରପାଳପୂଜା, ମହାସ୍ନାନ, ଚନ୍ଦନଲାଗି କରାଯିବା ସହ ଷୋଡଶ ଉପଚାର ନୀତିରେ ସମସ୍ତ […]