Browsing author

SATYA SANDHANA DESK

କାମ ହେଇନି, ଉଠାଯାଇଛି ଟଙ୍କା

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା । ୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର । ୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ । ୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ […]

ଆଜିର ଅନୁଚିନ୍ତା

➡️ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ । ➡️ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ । ➡️ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ ଗାଡି ଥାଏ । ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ […]

ଆଜିର ରାଶିଫଳ

 ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]

ସଟଡାଉନ୍ ରେ ନନ୍ଦନକାନନ ପର୍ଯ୍ୟଟକଶୁନ୍ୟ

ବାରଙ୍ଗ,୨୪/୪(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ଶନିବାର ସଟଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି।ଶନିବାର ସଟଡାଉନ୍ ରେ ନନ୍ଦନକାନନ ଖୋଲା ରହିଥିବା ବେଳେ ପ୍ରାଣୀ ଉଦ୍ୟାନ ସମ୍ପୂର୍ଣ ପର୍ଯ୍ୟଟକଶୁନ୍ୟ ହୋଇ ପଡିଛି। ସଟଡାଉନ୍ ପ୍ରଭାବରେ କୌଣସି ବି ପର୍ଯ୍ୟଟକ ଆସିନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାର୍ଲଗାର୍ଡେନ) ରେ ମଧ୍ୟ ପ୍ରଭାବ ପଡିଛି ।ଏଠାରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ ରହିଛି।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର,୨୪ /୪(ଏସଏସନିୟୁଜ) ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ପଜିଟିଭ ହୋଇଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ପୁଣି ଆଜି ଭୁବନେଶ୍ୱରରୁ ୭୪୫

ଭୁବନେଶ୍ୱର, ୨୪ /୪(ଏସଏସନିୟୁଜ) ପୁଣି ଆଜି ଭୁବନେଶ୍ୱରରୁ  ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ସଂକ୍‌ାରମିତଙ୍କ ମଧ୍ୟରେ ବଡଗଡ, ଚନ୍ଦ୍ରଶେଖରପୁର, ବିଜେପି ନଗର, ଚକେଇସିଆଣି, ବରମୁଣ୍ଡା, ଡୁମୁଡୁମା, ଖଣ୍ଡଗିରି , ଝାରପଡା, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ମଂଚେଶ୍ୱର ଆଦି ଅଂଚଳ ରହିଥିବାବେଳେ ୨୪ ଘଂଟା ଭିତରେ ୩୯୯ ଆକ୍ରାନ୍ତ ସୁସ୍ଥ ଭୁବନେଶ୍ୱରରୁ ହୋଇ ଘରକୁ ଫେରିଛନ୍ତି ବୋଲି […]

ପରିବା ଦୋକାନ ଉପରେ ଓଲଟିଲା ଗ୍ୟାସ୍ ସିଲିଣ୍ଡର ଟ୍ରକ୍

କଟକ,୨୪/୪(ଏସଏସନିୟୁଜ) ଗତକାଲି ବିଳମ୍ୱିତ ରାତିରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡି ଓଲଟିପଡିଛି । ଜଟଣୀରୁ ପ୍ଲାଣ୍ଟରୁ କେନ୍ଦ୍ରପଡାକୁ ପାଖାପାଖି ୩୦୦ ସିଲିଣ୍ଡର ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇଏକ ପରିବା ଦୋକାନ ଉପରେଓଲଟି ପଡିଥିଲା । ଯାହା ଫଳରେ ପରିବା ଦୋକାନଟି ପୁରା ନଷ୍ଟ ହୋଇଯାଇଛି ।ତେବେ ଦୁର୍ଘଟଣାର ପକୃତ କାରଣ ଜଣାପଡିନାହିଁ  

ବାରଙ୍ଗ ତହସିଲଦାର ହେଲେ ସଂକଳ୍ପ ସ୍ୱସ୍ତିକ ସାହୁ

ଭୁବନେଶ୍ୱର, ୨୪/୪ (ଏସଏସନିୟୁଜ) ଗତକିଛିଦିନ ତଳେ ବାରଙ୍ଗ ତହସିଲଦାର ଟଙ୍କା ନେଇ ଯାଉଥିବାବେଳେ ବାଟରେ ଭିଜିଲାନ୍ସ ଦ୍ୱାରା ରୋକାଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିବାବେଳେ ତହସିଲଦାର ପଦବୀ ଖାଲି ରହିଥିଲା ।ଏବେ ବାରଙ୍ଗର ନୁଆ ତହସିଲଦାରଭାବେ ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ଭାବେ ନିଯୁକ୍ତି ଦିଆଯାଇଛି । ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ସହ ୩୪ଜଣ ତହସିଲଦାରଙ୍କର ବଡ଼ଧରଣର ଅଦଳବଦଳ କରାଯାଇଥିବାନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଏହିଆଧାରରେ ଜ୍ୟୋତିର୍ମୟ […]

ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ ୨୪ / ୪ ( ଏସଏସନିୟୁଜ) ମହାମାରୀ କରୋନା ପାଇଁ ଜଗା ଦର୍ଶନ ବନ୍ଦ ରହିଲା ।କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରକୁ ମେ’ ୧୫ ଯାଏ ବନ୍ଦ ରଖାଯାଇଛି ।ଏଦ୍ଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନାହି ।କିନ୍ତୁ ପ୍ରଭୁଙ୍କ ନୀତିକାନ୍ତି ହେବ,କରାଯିବ ରାଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ ।। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ଟୁଇଟ କରି […]

ରାଜ୍ୟରେ ଆଜି ୬୬୪୭ ପଜିଟିଭ୍

ଭୁବନେଶ୍ୱର, ୨୪/୪ (ଏ୨ଏସନିୟୁଜ) ଆଜି ରାଜ୍ୟରେ ପୁଣି ୬୬୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫୫ ସଙ୍ଗରୋଧରୁ ହୋଇଥିବାବେଳେ ୨୭୯୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେଙ୍କାନାଳରୁ ୩୪, ଗଜପତିରୁ ୯୬, ଗଞ୍ଜାମରୁ ୧୬୧,ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, […]