Browsing author

SATYA SANDHANA DESK

ମିଆଁମାର ସ୍ଥିତି ସଙ୍ଗୀନ

୧-ଆଇପିଏଲ୍ ୨୦୨୧ : ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ୨-ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ; କଟକଣାକୁ ଜୋରଦାର କରିବା ପାଇଁ ପୋଲିସର କଡ଼ାକଡ଼ି ଚେକିଂ । ୩-ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା । ୪–ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସାଧାରଣ ଯାତ୍ରୀଙ୍କ ଲାଗି ନିୟମିତ ‘ମୋ […]

ଆଜିର ଅନୁଚିନ୍ତା

➡️ଜୀବନ ଏକ ଲମ୍ବା ରାସ୍ତା,,,,ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯାଏ ଜଣାପଡେ ନାହିଁ । ➡️ସ୍ନେହ, ପ୍ରେମ, ଶିକ୍ଷା ଓ ସମ୍ମାନ ଏହା କୋଉଠି ଦାନରେ ମିଳେନାହିଁ ।ଏହାକୁ ଅର୍ଜନ କରାଯାଏ । ➡️ ଉଦ୍ଦେଶ୍ୟ ପୁରଣ ହେଇ ସାରିଲା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ । ➡️କାହାକୁ ପାଇବା ନ ପାଇବା ବଡକଥା ନୁହେଁ ବଡ କଥା ହେଉଛି କଥା ଦେଇ […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ

ଏପ୍ରିଲ ମାସ ୨୪ ତାରିଖ ୨୦୨୧ ମସିହା(ଶନିବାର)ଚୈତ୍ର ମାସ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ,ବୃଷ ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ , ବାଇଗଣ ଭକ୍ଷଣ ନିଷେଧ।  ମେଷ: –ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ: –ଜୀବନରେ […]

ଭୁବନେଶ୍ୱରରୁ ୬୯୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଘୁଘୁହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରାମିତଙ୍କ ସଂଖ୍ୟା ମଧ୍ୟ ସବୁଦିନେ ବଢୁଥିବାର ଜଣାପଡିଛି ।ଆଜି ଭୁବନେଶ୍ୱରରୁ ମୋଟ ନୂଆ ୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ କ୍ୱାରେଣ୍ଟାଇନରୁ ଓ ୫୪୮ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ରେ ଦର୍ଶାଯାଇଛି ।ଏହି ନୁଆ ଆକ୍ରାନ୍ତମାନେ ଚନ୍ଦ୍ରଶେଖରପୁର, ଖଣ୍ଡଗିରି ହଂସୁପାଳ, ମଂଚେଶ୍ୱର ଜୟଦେବ ବିହାର, ବିଜେପି […]

ହରିଣଉଦ୍ୟାନର ସ୍ଥାନାନ୍ତରଣକୁ ବିରୋଧ କରି ବିଜେପି ପକ୍ଷରୁ ଦାବିପତ୍ର

କଟକ ,୨୩/୪(ଏସଏସନିୟୁଜ) କଟକ ସହରର ବହୁ ପୁରାତନ ହରିଣ ଉଦ୍ୟାନର ସ୍ଥାନାନ୍ତରଣକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।୧୯୮୧ମସିହାରୁ କଟକ ତୁଳସୀପୁର ଠାରେ ହରିଣ ଉଦ୍ୟାନ ନିର୍ମିତ ହୋଇଥିଲା । ଯାହାକି ରାସ୍ତା ପ୍ରସସ୍ତିକରଣ ତଥା ସହରର ସୌନ୍ଦର୍ଯ୍ୟକରଣ ଆଳରେ ଉଦ୍ୟାନକୁ ଚନ୍ଦକା ନିକଟକୁ ସ୍ଥାନାନ୍ତରିତ କରିବାପାଇଁ ଏକପ୍ରକାର ଯୋଜନା […]

ସଟ୍‌ଡାଉନ୍‌ରେ ଟୁଇନ୍ ସିଟିରେ ଚେକିଂ କଡାକଡି

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ଆସନ୍ତାକାଲିଠୁ ଟୁଇନ୍ ସିଟିରେ ସଟଡାଉନ୍ ଲାଗୁ ହେବା କୁ ଯାଉଛି । ଦୁଇ ଦିନ ଧରି ସଟଡାଉନ୍ କଟକଣା ବଳବତ୍ତର ରହିବ ।କମିସିନେରେଟ ପୋଲିସ ପକ୍ଷରୁ କଡାକଡି ଚେକିଂ ମଧ୍ୟ କରାଯିବ । କରୋନା ରାଜ୍ୟରେ ବଢିଚାଲିଛି । କରୋନା ଚେନ୍ ଭାଙ୍ଗିବାକୁ ସରକାର ସଟଡାଉନ୍ ନିଷ୍ପତ୍ତି ନେଇଛନ୍ତି। କୋଭିଡ ନିୟମ ଅନୁପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେବାସହ ଅମାନିଆ ମାନଙ୍କ ପ୍ରତି କଡା କାଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ସଟ୍‌ଡାଉନ୍‌ରେ ଘଣ୍ଟାଏ କୋହଳ

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ଶନିବାର ଓ ରବିବାର ରହିବା ନେଇ ଆଗରୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆଜି ରାତିର ନାଇଟ୍ କର୍ଫ୍ୟୁ କଟକଣା କାଲି ସକାଳୁ ସରିଲେ ସଟ୍‌ଡାଉନ୍ କଟକଣା‌ ଆରମ୍ଭ ହେବ। ତେବେ ଶୁକ୍ରବାର ସଂନ୍ଧ୍ୟାରେ ନାଇଟ୍ କର୍ଫ୍ୟୁ କଟକଣା ଆରମ୍ଭ ହୋଇ ଶନିବାରସକାଳୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା ରହିବ ।ଏଥିନିମନ୍ତେ ଏହିଦୁଇଦିନ ସକାଳେ ଘଣ୍ଟାଏ ଲେଖାଏଁ କରି ଅର୍ଥାତ ସକାଳ […]

ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ ମୃତ

ଭୁବନେଶ୍ୱର,୨୩/୪(ସତ୍ୟସନ୍ଧାନ ଡେସ୍କ) ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ଘଂଟାରେ ୨୫ ଜଣ ମୃତ ବାରଣ କରିଥିବାବେଳେ ୬୦ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଜଣାପଡିଛି ।ଗାେଟେପଟେ ଦିଲ୍ଲୀରେ ସଂଜ୍ରାମଣ ହାର ବୃଦ୍ଧିପାଉଥିବାବେଳେ ଅକ୍ସିଜେନର ଅଭାବ, ଦେଖାଦେଇଛି ।ଯାହାବି ହସ୍ପିଟାଲରେ ମହଜିୁଦ ରହିଛି ତାହା ବେଶି ସମୟପାଇଁ ଚାଲିବା କଷ୍ଟକର ହେବ ବୋଲି ହସ୍ପିଟାଲ କର୍ତୁପକ୍ଷ ସୁଚନା ଦେଇଛନ୍ତି ।

୨୪ ଘଣ୍ଟାରେ ୬,୨୧୫ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩,୬୦୪ ଓ ଲୋକାଲ୍ କଣ୍ଟାକ୍ଟସ୍ ୨,୬୧୧ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଛି। ଏହାସହିତ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କମଧ୍ୟରେ ଗଞ୍ଜାମରୁ୨ ,କଳାହାଣ୍ଡିରୁ ., ବାଲେଶ୍ୱରରୁ୧, ବଲାଙ୍ଗିରରୁ୧,, କନ୍ଧମାଳରୁ୧, ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ […]

ବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌

୧-ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ । ୨-ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୮) ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ନଜରକୁ ଆସିଛି। ୩-ସଂକ୍ରମଣ ବୃଦ୍ଧି ପରେ ଇସିଙ୍କ କଡ଼ା ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରୋଡ୍ ଶୋ ବନ୍ଦ, ରାଲିରେ କେବଳ ୫୦୦ ଜଣଙ୍କୁ ଅନୁମତି । ୪-ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ […]