ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ ମୃତ

ଭୁବନେଶ୍ୱର,୨୩/୪(ସତ୍ୟସନ୍ଧାନ ଡେସ୍କ) ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ଘଂଟାରେ ୨୫ ଜଣ ମୃତ ବାରଣ କରିଥିବାବେଳେ ୬୦ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଜଣାପଡିଛି ।ଗାେଟେପଟେ ଦିଲ୍ଲୀରେ ସଂଜ୍ରାମଣ ହାର ବୃଦ୍ଧିପାଉଥିବାବେଳେ ଅକ୍ସିଜେନର ଅଭାବ, ଦେଖାଦେଇଛି ।ଯାହାବି ହସ୍ପିଟାଲରେ ମହଜିୁଦ ରହିଛି ତାହା ବେଶି ସମୟପାଇଁ ଚାଲିବା କଷ୍ଟକର ହେବ ବୋଲି ହସ୍ପିଟାଲ କର୍ତୁପକ୍ଷ ସୁଚନା ଦେଇଛନ୍ତି ।

Comments (0)
Add Comment