Browsing author

SATYA SANDHANA DESK

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ – ➡️ଲୁହାକୁ ଲୁହା, କଂଟାକୁ କଂଟାରେ ହଟାଇଦେବା ଆବଶ୍ୟକ ! ➡️କେତକୀରେ ସାପ ରହେ । ଗୋବର ଗଡିଆର ପଙ୍କରେ ପଦ୍ମ ବିକଶିତ ହୋଇଥାଏ । ପ୍ରାଣୀ ନିଜର ଗୁଣ ବଳରେ ଉଚ୍ଚକୁ ଉଠିପାରେ ! ➡️ଶଠେ ଶାଠ୍ୟମ୍ ସମାଚରେତ୍ । ଅର୍ଥାତ୍ ଯେସାକୁ ତେସା, ହାରାମଜାଦାକୁ କୁରାଢୀ ପଶା ! ➡️ଦୁଃଖ କଲେ ଦୁଃଖ ବଢେ । ଏଣୁ ଧୈର୍ଯ୍ୟର ସହିତ ଦୁଃଖକୁ ଭୁଲିବା ଉଚିତ୍ ! ➡️ଭଲ ଖାଇଲେ, ଭଲ ପିନ୍ଧିଲେ, […]

କରୋନାରେ ଡାକ୍ତର

୧-ଜାରି ହେଲା ନୂଆ ଗାଇଡଲାଇନ: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ଯାଏଁ ଲାଗିବ ଜରିମାନା । ୨-ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ।ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ୩-ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ,ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା […]

ଆଜିର ରାଶିଫଳ

ଏପ୍ରିଲ ମାସ ୧୦ ତାରିଖ ୨୦୨୧ ମସିହା(ଶବିବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ,ଧନୁ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର […]

ଟିଟିଲାଗଡରେ ରେଲ୍ ଓଭରବ୍ରିଜର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୪(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ […]

ସାବଧାନ ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା

ଭୁବନେଶ୍ୱର୯/୪(ଏସଏସନିୟୁଜ) ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ଲକଡାଉନରେ କରୋନାକୁ ରୋକିବାକୁ ହେଲେ ମାସ୍କ ନପିନ୍ଧିବାକୁ ପଡିବ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ ।କରୋନା ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ଓ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହାସହ ମାଆମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି […]

ଏବେ ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର,୯/୪(ଏସଏସନିୟୁଜ)ଏଣିକି ବିବାହକାର୍ଯ୍ୟରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ମିଳିବ ଅନୁମତି। ଏନେଇ ଗାଇଡ୍‌ଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ବିବାହ ଉତ୍ସବରେ ବର, କନ୍ୟା, ଦୁଇ ପରିବାର, ପୂଜକ, ରୋଷେୟାଙ୍କୁ ମିଶାଇ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ତେବେ ବିବାହ ପ୍ରୋସେସନ କୁ ଅନ୍ୟାଦେଶ ଯାଏଁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହି କାର୍ଯ୍ୟପାଇଁ ଥାନାର ଅନୁମତି ନେବାର ଆବଶ୍ୟକ ଥିବାର କୁହାଯାଇଛି […]

କୋଭିଡ କଟକଣାରେ ହେବ ବୁଢୀ ଠାକୁରାଣୀଙ୍କ ଯାତ୍ରା

ଭୁବନେଶ୍ୱର,୯/୪(ଏସଏସନିୟୁଜ)ରାଜ୍ୟରେ କରୋନାର ପ୍ରକାପେ ବଢୁଥିବାବେଳେ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଗଞାମ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଗୋପାଳପୁର ଓ ସୋନପୁର ବେଳାଭୂମିକୁ । ଏହାକୁ ପର୍ଯ୍ୟଟକମାନଙ୍କପାଇଁ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହାସହ କୋଭିଡ କଟକଣା ଭିତରେ କଡାକଡି ଭାବେ ପାଳନ ହେବ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଆସିକାରେ ବାରୁଣୀ ସ୍ନାନ ଯାତ୍ରାକୁ ବନ୍ଦ କରାଯାଇ ରୁଷିକୁଲ୍ୟା ନଦୀ ପାଶ୍ୱର୍ର […]

କରୋନାର ଭୟଙ୍କର ରୁପ- -୨୪ ଘଂଟାରେ ୧୨୮୨ ଆକ୍ରାନ୍ତ

ଭୁବନେଶ୍ୱର,୯/୪(ଏସଏସନିୟୁଜ)ଧିରେଧିରେ ଭୟଙ୍କର ରୁପନେବାକୁ ଲାଗୁଛି କରୋନା ।ଦିନକୁଦିନ ବଢିବାକୁ ଲାଗିଛି ।ଧାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିବାକୁ ଯାଉଛି । ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୨୭ ରହିଛି ।ସେମାନଙ୍କ ମଧ୍ୟରେ ୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୯, ଖୋର୍ଧାରୁ ୧୯୨, କୋରାପୁଟରୁ ୮, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮୪, ଦେବଗଡ଼ରୁ ୩, ଢେଙ୍କାନାଳରୁ […]

ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍

୧-ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍‌ଙ୍କୁ ମୁକ୍ତ କଲେ ମାଓବାଦୀ . ୨-ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର । ୩-ଦେଶରେ ଟୀକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କ ଖଣ୍ଡନ । ୪-ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି । ୫-କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ, ମାଇକ୍ରୋ-କଣ୍ଟେନମେଣ୍ଟ୍ ଉପରେ […]

ଆଜିର ଅନୁଚିନ୍ତା

➡️ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ ! ➡️ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ! ➡️ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ! ➡️ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ । ସଂସାରକୁ ମାୟାଜାଲ […]