ଆଜିର ରାଶିଫଳ
ମାର୍ଚ୍ଚ ମାସ ୨୨ ତାରିଖ ୨୦୨୧ ମସିହା(ସୋମବାର)ଫାଲଗୁନ ମାସ-ଶୁକ୍ଳପ,କ୍ଷତିଥି-ଅଷ୍ଟମୀ ,ନକ୍ଷତ୍ର-ଆଦ୍ରା ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଓ ଲାଉ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ […]