ଗ୍ରାମବାସୀଙ୍କ ସହ ବିରୋଧରେ ବସିଲେ ଜଟଣୀ ବିଧାୟକ
ଜଟଣୀ ,୧୮/୩(ଏସଏସନିୟୁଜ) ୪ ବର୍ଷ ହେଲା ଲାଗି ରହିଥିବା ଜଗନ୍ନାଥ ଜମି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ସିଳପୁଆ ମୁଣ୍ଡିଆରୁ ମାଟି ମରୋମ ନେବାକୁ ଦେବୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।ଏହାସହ ଗ୍ରାମବାସୀମାନେ ପ୍ରଶାସନ ପକ୍ଷରୁ ନେବାକୁ କରାଯାଇଥିବା ଉଦ୍ୟମକୁ ବିରୋଧ କରି ଗାଡିଆଗରେ ବସିରହିଛନ୍ତି ।ଖବରପାଇ ଜଟଣୀବିଧାୟକ ସୁରେଶ୍ କୁମାର ରାଉତରାୟ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀମାନଙ୍କ ମିଶି ଏହି ବିରୋଧରେ ସାମିଲ ହୋଇଛନ୍ତି । ପ୍ରକାସ ଯେ, ଏୟାର ପୋର୍ଟ ପାଇଁ ଆବଶ୍ୟକ ଥିବା […]