Browsing author

SATYA SANDHANA DESK

ଭୁବନେଶ୍ୱର,୪/୨(ଏସଏସନିୟୁଜ) ପୁଣି କମିସିନେରେଟ ପୋଲିସ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାସ୍ତା କଡରୁ ମିଳିଛି  ଜଣେ  ଯୁବତୀଙ୍କ ମୁଣ୍ଡ ବିହୀନ ମୃତ ଶରୀର। ଚନ୍ଦକା ଥାନା ଅଧୀନସ୍ତ ଅନ୍ଧାରୁଆର ଦାସପୁରୁ ଗାମୁଣ୍ଡ ରାସ୍ତା କଡ଼ ନିଛାଟିଆ ଜାଗାରେ  ଯୁବତୀଙ୍କର ମୁଣ୍ଡ ବିହୀନ ଶବ ପଡିଛି (କଟା ମୁଣ୍ଡ ମୃତ ଶରୀର )। ଯୁବତୀଙ୍କର ବୟସ ୨୫/୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଏହା […]

ଚନ୍ଦକାରେ ମର୍ଡର !ପୋଲିସ ର ତନାଘନା

ଚନ୍ଦକା-୪/୨(ଏସଏସଏନ୍)ଚନ୍ଦକାରେ ମର୍ଡର !ଏହି ଖବର ଗୁରୁବାର ସକାଳୁ ସକାଳୁ ପ୍ରଘଟ ହେବା ପରେ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଘଟଣା ରୁ ପ୍ରକାଶ , ଭୁବନେଶ୍ୱର ଉପ କଣ୍ଠ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ର ଦାସପୁରୁ ରାସ୍ତା କଡ଼ ନିଛାଟିଆ ଜାଗାରେ ଏକ ଯୁବତୀ ର ମୁଣ୍ଡ ବିହୀନ ସବ ପଡିଛି, (କଟା ମୁଣ୍ଡ ମୃତ ଶରୀର )। ବିଳମ୍ବିତ ରାତିରେ ଏ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି […]

ଏଣିକି ରାସ୍ତାରେ ଛେପ ପକାଇଲେ…

୧-ସାବଧାନ!! ମୋବାଇଲକୁ ଆସୁଛି ଭିନ୍ନ ଭିନ୍ନ VALENTINES GIFT ଲିଙ୍କ୍ । ଖୋଲିବା ପରେ ଆପ୍ ଡାଉନଲୋଡ କରିବା ପାଇଁ ଆସୁଛି ଅନୁରୋଧ । ଡାଉନଲୋଡ୍ କଲେ ଆପଣଙ୍କ ବ୍ୟାଙ୍କ ଖାତାରୁ କଟିଯାଇପାରେ ଟଙ୍କା । ୨-ବୈଠକ ସମୟରେ ଶୋଷ ଲାଗିବାରୁ ସାନିଟାଇଜରକୁ ପାଣି ଭାବି ପିଇଦେଲେ ବିଏମସିର ବରିଷ୍ଠ ଅଧିକାରୀ .ଘଟଣାଟି ଘଟିଛି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଯୁଗ୍ମ ମ୍ୟୁନିସିପାଲିଟି କମିସନର ରମେଶ ପାୱାରଙ୍କ ସହ। ୩-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସରକାରୀ ITI ଛାତ୍ରଛାତ୍ରୀଙ୍କ ୯ […]

ଆଜିର ଅନୁଚିନ୍ତା ତାରିଖ

➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ସହ ତାଳ ଦେଇ ବଞ୍ଚିବାକୁ ପଡିଥାଏ । ➡️ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ➡️କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ । ➡️ପୂରଣ ହେଉ କିମ୍ବା ନ […]

ଆଜିର ରାଶିଫଳ

ଫେବୃଆରୀ ୦୪ ତାରିଖ ୨୦୨୧ ମସିହା(ଗୁରୁବାର),ମାଘମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡିଆ ଭକ୍ଷଣ ନିଷେଧ ।  ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ […]

ବଢିଲା ୧୦ମ ଫର୍ମପୂରଣ ଅବଧି

ଭୁବନେଶ୍ୱର ,୩/୧(ଏସଏସନିୟୁଜ)ମାଟ୍ରିକ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ମାଟ୍ରିକ୍ ପିଲାଙ୍କ ଫର୍ମପୂରଣ ଅବଧି ୧୦ ଫେବ୍ରୁଆରୀ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ଫର୍ମପୂରଣର ଅବଧି ଫେବ୍ରୁଆରୀ ୨ ମଧ୍ୟରାତ୍ରି ଯାଏଁ ଥିଲା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି ।ଗତ ଜାନୁଆରି ୮ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ […]

ଡେମୋ ଦେଖାଇଲା ରାକେଶ

ଖବର ଆଜିର,ତାରିଖ ୦୩-୦୨-୨୦୨୧ ବୁଧବାର ୧-ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଲାଗି ପିଏମ୍ କେୟାର ଫଣ୍ଡସ୍‌ରୁ ୨ହଜାର ୨୦୦ କୋଟି ଟଙ୍କାର ଯୋଗଦାନ ଦିଆଯାଇଛି। ୨-ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ । ୩-ଝରାଫୁଲ ମୃତ୍ୟୁ ଘଟଣା : ଶବଫିଙ୍ଗା ଡେମୋ ଦେଖାଇଲା ରାକେଶ । ୪-ୟୁଜି ଦ୍ବିତୀୟ ଓ ପିଜି ପ୍ରଥମବର୍ଷ ଶିକ୍ଷା କ୍ୟାଲେଣ୍ଡର ଜାରି, ୧୦ରୁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ୫-ଅଭ୍ୟାସ ଆରମ୍ଭ […]

ଆଜିର ଅନୁଚିନ୍ତା

➡️ସୌନ୍ଦର୍ଯ୍ୟ କେବେବି ମଣିଷର ଚେହେରା କିମ୍ବା ଦେହର ରଙ୍ଗରେ ନ ଥାଏ । ସୌନ୍ଦର୍ଯ୍ୟ ଥାଏ ମଣିଷର ମନରେ, ବ୍ୟବହାରରେ ଆଉ ବ୍ୟକ୍ତିତ୍ବରେ । ➡️ଯେବେ ମନ ଦୁଃଖରେ ଥାଏ ସେତେବେଳେ ମଣିଷ ସେହି ଲୋକଟିକୁ ଖୋଜିଥାଏ, ଯାହାକୁ ସେ ନିଜର ଭାବୁଥାଏ ଓ ତାକୁ ବିଶ୍ବାସ କରୁଥାଏ । ➡️ଜରୁରୀ ନୁହେଁ ଯେ ଆମେ ସମସ୍ତଙ୍କ ପସନ୍ଦ ଆସିବା ବାସ୍ ଜୀବନ ଏମିତି ଜିଇଁ ଚାଲ ଯେମିତି କି ଭଗବାନ ଙ୍କୁ ପସନ୍ଦ ଆସିବା ➡️ସୁନ୍ଦରତାକୁ […]

ଆଜିର ରାଶିଫଳ

ଫେବୃଆରୀ ୦୩ ତାରିଖ ୨୦୨୧ ମସିହା(ବୁଧବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ,ନକ୍ଷତ୍ର-ଚିତ୍ରା,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ସପ୍ତମୀ ରପାର୍ବଣ ଶ୍ରାଦ୍ଧ, ନିମ୍ବ ତାଳ ଭକ୍ଷଣ ନିଷେଧ ମେଷ-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ […]

ଫେବ୍ରୁଆରି ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଖବର ଆଜିର,ତାରିଖ ୦୨-୦୨-୨୦୨୧ ମଙ୍ଗଳବାର ୧-କୋରାପୁଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨-ବରଗଡ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ୩-ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ରୁ ବିଧାନସଭା […]