Browsing author

SATYA SANDHANA DESK

ବଡ଼ମ୍ବା କଲେଜରେ ଅସଦାଚରଣର ଅଭିଯୋଗ

ବଡ଼ମ୍ବା,୩୦/୧(ଏସଏସନିୟୁଜ) ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ସେହି କଲେଜ ର ଜଣେ ଅଧ୍ୟାପିକା । ସେ ବଡ଼ମ୍ବା କଲେଜର ଅଧକ୍ଷ ଙ୍କ ବିରୁଦ୍ଧରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯେଉଁଥିପାଇଁ ପାଇଁ ଆଜି ବଡ଼ମ୍ବା ପୋଲିସ ପକ୍ଷରୁ ଅଧକ୍ଷ ଓ ଅଧ୍ୟାପିକା ଙ୍କୁ ପଚରାଉଚରା କରାଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି। ଶିକ୍ଷାନୁଷ୍ଠାନ ଭଳି ଗୋଟିଏ ପବିତ୍ର କ୍ଷେତ୍ରରେ […]

ଦେବାଦେବୀଙ୍କ ପ୍ରତିମା ଚୋରୀ ର‌୍ୟାକେଟକୁ ଧରିଲା ବାଣପୁର ପୋଲିସ

ବାଣପୁର,୩୦/୧(ଏସ୍‌ଏସ୍‌ନିୟୁଜ)ମନ୍ଦିରରୁ ବିଭିର୍ଣ ଦେବାଦେବୀଙ୍କ ପ୍ରତିମା ଚୋରୀକରୁଥିବା ର‌୍ୟାକେଟକୁ ବାଣପୁର ଥାନାପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ଡିସେମ୍ବରମାସରେ ବାଣପୁର ଥାନା ଅଧିନସ୍ଥ ଦକ୍ଷପ୍ରଜାପତି ମନ୍ଦିରରୁ ୨୨ଟି ମୁର୍ତିୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।ଏହି ମୁର୍ତୀଚୋରୀ ର‌୍ୟାକେଟକୁ ଧରିବାପାଇଁ ଥାନଅଧିକାରୀ ସଞୟକୁମାରପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ଏସ୍‌.କେ.ବେହେରା, ଏସ୍‌ଆଇ ବି.କେମଲିକ କୁ ନେଇ ଗଠିତ ଟିମ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ ।ବିଶେଷସୁତ୍ରରୁ ଖବରପାଇ ବରୁଣେଇ ମନ୍ଦିର ଅଂଚଳରୁ ରାଜସ୍ଥାନର କୈଳାସ ମିନାକୁ ଶୁକ୍ରବାର ଗିରଫ କରି […]

କରୋନା ପାଇଁ ଫେବ୍ରୁଆରୀର ଗାଇଡଲାଇନ

ଭୁବନେଶ୍ବର,୩୦/୧(ଏସଏସନିୟୁଜ)ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଲାଗୁ ରହିବ। ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ଉପସ୍ଥିତ କୁ ଅନୁମତି ମିଳି ଥିବାର ଜଣାପଡିଛି । ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସମିତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ […]

ପୁଣି କଟକରୁ ନକଲି ଘିଅକାରଖାନା ଠାବ

କଟକ, ୩୦/୧ (ଏସଏସନିୟୁଜ)ପୁଣି କଟକରୁ ନକଲି ଘିଅକାରଖାନା ଠାବ କରିଛି ପୋଲିସ।ମର୍କତନଗର ସିଡିଏ ସେକ୍ଟର-୯ ଅଞ୍ଚଳରେ ଥିବା ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଛି ମର୍କତନଗର ପୋଲିସ । ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା କରୁଥିବାବେଳେ କାରଖାନାରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି ।  

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ,

ଭୁବନେଶ୍ବର,୩୦/୧(ଏସଏସନିୟୁଜ)ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସହ ଶ୍ରେଣୀ ଗୃହରେ ପାଠପଢ଼ା ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଶୁକ୍ରବାର କରିଛନ୍ତି ବଡ଼ ଘୋଷଣା। ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍ […]

ଧରାପଡିଲେ ୫ ଜଣିଆ ଡକାୟତଦଳ

କଟକ,୨୯/୧(ଏସଏସନିୟୁଜ) ବିଦ୍ୟାଧରପୁରର ତେଲିସାହି ପଡିଆଠାରେ ଗୁରୁବାରରାତିରେ ମାଛ ପରିବହନ କରୁଥିବା ଗାଡିଠାରୁ ଡକାୟତି କରିବାପାଇଁ ଯୋଜନା କରିଥିବାବେଳେ ଡକାୟତଦଳକୁ ଚାଉଳିଆଗଞ ପୋଲିସ ଧରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ବାବୁ ଓରଫ ସୁର୍ଯ୍ୟ ନାୟକ.ବୁଡୁ ଓରଫ ସନାତନଦାସ,ବୁଟୁ ଓରଫ ପ୍ରମୋଦମଲିକ,ଚୁଙ୍ଗୁଡି ଓରଫ ବାପିନକୁମାରସେଠୀ.ଗଣେଶନାୟକନାମକ ଯୁବକଙ୍କୁ ଗିରଫ କରିଛି ପୋଲିସ ।ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଜୀବନ୍ତଗୁଳି, କଙ୍କୁରୀ,ମୋବାଇଲଫୋନ,ଦୁଇଟିବାଇକ ଜବତ କରିଛି । ପୋଲିସ ଅନୁସନ୍ଧାନ ବେଳେ ବୁଡୁ ଓରଫ ସନାତନଦାସଙ୍କ ନାମରେ ପୁର୍ବରୁ ୭ଟିକେଶ ଚାଉଳିଆଗଞ ଓ […]

ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ

ଭୁବନେଶ୍ବର,୨୯/୧(ଏସଏସନିୟୁଜ) ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି।ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି।

ଦିଲ୍ଲୀରେ ବିସ୍ଫୋରଣ

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଇସ୍ରାଏଲ ଦୂତାବାସ ନିକଟରେ ଆଜି ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ୩ଟି ଦମକଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ବିସ୍ଫୋରଣରେ ମୃତାହତର କୌଣସି ସୂଚନା ମିଳିପାରି ନାହିଁ । ବିସ୍ଫୋରଣ ଛୋଟ ଧରଣର ହୋଇଥିବା ନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ । ଘଟଣାସ୍ଥଳରେ ସ୍ଫେଶାଲ ସେଲର ଏକ ଟିମ୍ […]

ବଦଳିବ ଭୁବନେଶ୍ବର-ପଲାସାର ସମୟ

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଫେବ୍ରୁଆରି ୧ରୁ ବଦଳିବ ଭୁବନେଶ୍ବର-ପଲାସା ଏକ୍ସପ୍ରେସ୍‌ର ସମୟ । ସଂଧ୍ୟା ୬ଟା ୧୦ ପରିବର୍ତ୍ତେ ୬ଟା ୩୫ରେ ଭୁବନେଶ୍ବର ଛାଡ଼ିବ ଟ୍ରେନ୍‌। ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୫ରେ ପଲାସାରେ ପହଞ୍ଚିବ ଟ୍ରେନ୍‌। ବିଭିନ୍ନ ଷ୍ଟେସନରେ ଏହି ଟ୍ରେନ୍ ଚଳାଚଳର ସମୟ ମଧ୍ୟ ବଦଳିବ। ପଲାସା-ଭୁବନେଶ୍ବର ଟ୍ରେନ୍‌ର ଚଳାଚଳ ସମୟ ଅପରିବର୍ତ୍ତିତ ରହିବ ବୋଲି ଜଣାପଡିଛି ।

ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ,୨୯/୧(ଏସଏସନିୟୁଜ) ପୁରୀରେ ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଓ ଅଫିସ୍ ସମେତ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଫ୍ରେଣ୍ଡ୍‌ସ କ୍ଲବରେ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡ଼ାରେ ପୈତୃକ ଘରେ ଚଢ଼ାଉ ଚାଲିଥିବାର ଜଣାପଡିଛି ।