Browsing author

SATYA SANDHANA DESK

ମେଣ୍ଢାଶାଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ

ମେଣ୍ଢାଶାଳ,୧୬।୮(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ନନ୍ଦଉତ୍ସବ କମିଟି ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧ୍ୟ ରାତ୍ରିରେ ଜନ୍ମାଷ୍ଟମୀ ପୂଜା କରାଯାଇଥିଲା ଓ ଆଜି ଅପରାହ୍ନରେ ନନ୍ଦଉତ୍ସବ ପାଳନ କରାଯାଇଥିଲା।ନିକଟସ୍ଥ ଭୋଳା,କଣ୍ଟାବାଡ,ଗିରୀଙ୍ଗାପୁଟ, କଟେଣୀ ,ଭାଗବତିପୁର,ଜାମୁଝରି, ଛତାବର୍,ହରିପୁର, ହରିଡାମଡା ,ବାରାପିଟା ,ଆରିସଲ ଓ କୁକୁଡ଼ାମୁଣ୍ଡି ଆଦି ଗ୍ରାମମାନଙ୍କରୁ ଛୋଟଛୋଟ ବାଳକ ବାଳିକାଙ୍କୁ ଅଟୋ ଯୋଗେ ଅଣାଯାଇ ସେମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଭିନ୍ନଗ୍ରାମ ମାନଙ୍କରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ବାଳକବାଳିକା ପ୍ରସାଦ […]

ସାହାଣୀ କାଶିପୁରରେ ଫୁଟିଲା ବ୍ରହ୍ମକମଳ

ମେଣ୍ଢାଶାଳ,୧୭/୮(ଏସଏସନ୍ୟୁଜ)ଆଜି ପବିତ୍ର ସିଂହସଂକ୍ରାନ୍ତି ଅବସର ରେ ତମାଣ୍ଡୋ ଗ୍ରାମା ପଞ୍ଚାୟତ ଅନ୍ତର୍ଗତ ସାହାଣୀ କାଶିପୁର ଗ୍ରାମରେ  ପ୍ରଭାତ କୁମାର ପ୍ରଧାନଙ୍କ ବାଡିରେ ଏକ ବ୍ରହ୍ମକମଳ ପୁଷ୍ପ ଫୁଟି ଥିବାର ଦେଖାଯାଇଥିଲା।ଏହି ଖବର ପ୍ରଚାରିତପରେ ଏହି ଫୁଲ ଦେଖିବାକୁ ଗ୍ରାମବାସୀମାନଙ୍କ ଭିଡ଼ ବଢିଥିଲା।ପରେପରେ ଏହି ପବିତ୍ର ଫୁଲଟିକୁକୁ ଗ୍ରାମରେଥିବା ତ୍ରିନାଥମନ୍ଦିରକୁ ପୁତ୍ର ଲିଙ୍ଗରାଜ ପ୍ରଧାନ ଦାନ କରିଥିବା ବେଳେ ଗ୍ରାମବାସି ତରଫରୁ ସ୍ଵତନ୍ତ୍ର ପୂଜାଅର୍ଚ୍ଚନା ଅନୁଷ୍ଠିତ କରାଯାଇଥିଲା।

ଆଜିର ରାଶିଫଳ

ଅଗଷ୍ଟ ମାସ ୧୮ ତାରିଖ ୨୦୨୫ ମସିହା (ସୋମବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୫/୪୭ ଗତେ ଏକାଦଶୀ,ନକ୍ଷତ୍ର- ମୃଗଶିରା ରାତ୍ରି ଘ୦୩/୧୩ ଗତେ ଆର୍ଦ୍ରାସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୨୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୨ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୪୭ ଗତେ ଅଗ୍ନିକୋଣେ, ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାରଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୨୨ ମଧ୍ୟେ,ବାରବେଳା- ଦିବା ଘ୦୭/୦୧ଗତେ ଘ୦୮/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୦ ମଧ୍ୟେ ଓ ଘ୧୧/୨୩ ଗତେ ଘ୧୨/୪୧ ମଧ୍ୟେ,ବିଶୁଦ୍ଧ […]

ଆଜିର ରାଶିଫଳ

ଅଗଷ୍ଟମାସ୧୭ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ୦୭/୪୫ଗତେ ଦଶମୀ,ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୪/୧୮ଗତେ ମୃଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/ ୫୨,ଯୋଗିନୀ ପୂର୍ବେ ରାତ୍ରି ଘ୦୭/୪୫ ଗତେ ଉତ୍ତରେ,ବିଛାରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ୧୦/୧୭ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୧୮ଗତେ ଘ୦୮/୩୧ ମଧ୍ୟେ ଓ ରାତ୍ରି ଘ୦୭/୪୫ଗତେ ଘ୦୯/୨୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୬/୧୨ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୭/୪୪ମଧ୍ୟେ,ଅଦ୍ୟ ଲାଉଭକ୍ଷଣ ନିଷେଧ। ମେଷ:-ଆଜି […]

୭୯ତମ ସ୍ବାଧିନତା ଦିବସ

ମେଣ୍ଢାଶାଳ,୧୫।୮(ଏସଏସନିଉଜ)୭୯ତମ ସ୍ବାଧିନତା ଦିବସ ମେଣ୍ଢାଶାଳ ଗ୍ରାମରେ ମହା ସମାରୋହର ସହ ପାଳିତ ହୋଇଯାଇଛି ।ସେବା ସମବାୟ ସମିତି ଠାରେ ଏକ ବର୍ଣ୍ଣାଢ଼୍ୟ ପତାକା ଉତୋଳନ ଅନୁଷ୍ଟିତ ହୋଇଯାଇଛି।ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ ଅଫ ଡାଇରେକ୍ଟରଙ୍କ ସମେତ ବ୍ୟାଙ୍କର ବରିଷ୍ଟ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ହରିହର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।ସମ୍ପାଦକ ହିମାଂଶୁ ସାମନ୍ତ ରାୟ ଧନ୍ୟବାଦ୍ ଦେଇଥିଲେ।ସେହିପରି ମେଣ୍ଢାଶାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ. ମୋହନ ହେମ୍ରମ […]

ସିଆଇଏସଏଫରେ ସ୍ୱାଧୀନତା ଦିବସ ପାଳିତ

କଟକ,୧୫।୮(ଏସଏସନିଉଜ)ମୁଣ୍ଡଳିସ୍ଥିତ ସିଆଇଏସଏଫରେ ମହାସମାରୋହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି।ମୁଖ୍ୟଅତିଥି ଭାବେସିଆଇଏସଏଫର ନିର୍ଦ୍ଦେଶକ ତଥା ଆଇପିଏସ ଶ୍ରୀ ରାଜବିନ୍ଦର ସିଂହ ଭାଟି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମାତୃଭୂମିର ସେବାରେ ଜୀବନ ଉତ୍ସର୍ଗ କରିଥିବା ସାହସୀମାନଙ୍କ କଥାକୁ ମନେ ପକାଇଥିଲେ।ଏହାସହ ଜାତିର ସେବାରେ ନିଜକୁ ପୁନଃ ଉତ୍ସର୍ଗୀକୃତ କରିବା ଏବଂ ଏହାର ଏକତା ଏବଂ ଅଖଣ୍ଡତାକୁ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୬ ତାରିଖ ୨୦୨୫ ମସିହା (ଶନିବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୯/୪୮ ଗତେ ନବମୀ, ନକ୍ଷତ୍ର-ଦ୍ଵିଜା ଦିବା ଘ୦୬/୫୨ ଗତେ କୁର୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୩୨,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୯/୪୭ ଗତେ ପୂର୍ବେ,ମେଷ ଓ ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୭/୧୦ ମଧ୍ୟେ ଓ ଘ୦୫/୨୫ ଗତେ ଘ୦୬/୦୮ ମଧ୍ୟେ,ବାରବେଳା- ଦିବା ଘ୦୨/୧୯ ଗତେ ଘ୦୩/୫୫ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୩୦ଗତେ ଘ୧୨/୪୩ ମଧ୍ୟେ […]

୭୯ ତମ ସ୍ୱାଧୀନତା ଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫।୮(ଏସଏସନିଉଜ)କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଆଜି ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯଅତିଥି ଭାବେ ବିଶିଷ୍ଟ ସମାଜସେବୀ ମୃତ୍ୟୁଞ୍ଜୟ ମହାନ୍ତି ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ବିଶିଷ୍ଟ ସମାଜସେବୀ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ […]

ପୁଣି ଚର୍ଚ୍ଚାରେ ମଧୁପୁର ପଞ୍ଚାୟତ

କଟକ,୧୫।୮(ଏସଏସନିଉଜ)ବିଭିନ୍ନ ଜନହିତକର କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ମଧୁପୁର ପଞ୍ଚାୟତ ଏଥର ପୂଜ୍ୟପୂଜାଙ୍କୁ ସମ୍ମାନ ଦେଇ ବେଶ୍ ଚର୍ଚ୍ଚିତ ହୋଇଛି ।ସ୍ଵାଧୀନତା ଦିବସରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ସମସ୍ତଙ୍କ ପାଇଁ ଆଲୋଚନାର ଖୋରାକ ସାଜିଛି। ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୂପୂର ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତ ସ୍ତରିୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିରତଣି ସଭା ସ୍ଵାଧୀନତା ଦିବସରେ ଅନୁଷ୍ଟିତ ହୋଇଯାଇଛି।ଏଥିରେମୁଖ୍ୟଅତିଥି ଭାବେ ବିଜେପି ନେତା ତୃଷାରକାନ୍ତ ଚକ୍ରବର୍ତ୍ତୀ ଓ ସମ୍ମାନିତ ଅତିଥି ଭାବେ […]

ଆଜିର ରାଶିଫଳ

ଅଗଷ୍ଟମାସ୧୫ତାରିଖ୨୦୨୫ମସିହା(ଶୁକ୍ରବାର)ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ରାତ୍ରି ଘ୧୧/ ୫୪ଗତେ ଅଷ୍ଟମୀ ,ନକ୍ଷତ୍ର-ଅଶ୍ଵିନୀ ଦିବା ଘ୦୮/୧୫ ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୫୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୧୨ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୫୪ଗତେ ଐଶାନ୍ୟେ ,ମେଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର ,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ଜନ୍ମାଷ୍ଟମୀ ଓ ସ୍ଵାଧୀନତାଦିବସ ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୦୧/୫୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୭/୫୪ଗତେ ଓ ଘ୦୮/୩୯ ମଧ୍ୟେ ଓ ଘ୦୧/୫୩ଗତେ ଘ୦୨/୧୮ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୧/୦୦ଗତେ ଘ୧୧/୪୮ […]