Browsing author

SATYA SANDHANA DESK

ଗୋରୁବୋଝେଇ ପିକଅପ୍ ଜବତ

ବାଲେଶ୍ଵର, ୨୧ା୮(ଏସଏସନିଉଜ)ବାଲିଆପାଳଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦା ରାସ୍ତାର ଛୋଟକାନପୁର ନିକଟରୁ ବଜରଙ୍ଗଦଳ ଦ୍ବାରା ଦୁଇଟି ଗୋରୁବୋଝେଇ ପିକଅପ ଜବତ କରିବାସହ ଅପରେ୪୦ରୁ ଉର୍ଦ୍ଧ୍ବ ଗୋରୁକୁ ଉଦ୍ଧାର କରିଛନ୍ତି ।ଖବରପାଇ ପୋଲିସ ପହଁଚି ପିକଅପଦୁଇଟିକୁ ଜବତ କରିଛି ।ଘଟଣାପରେ ପିକଅପ ଚାଳକ ଫେରାର ହୋଇଯାଇଛନ୍ତି । ଉକ୍ତ ଗୋରୁଗାଡ଼ି ବସ୍ତାଅଞ୍ଚଳର ହୋଇଥିବା ବେଳେ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଗୋଚାଲାଣହେଉଥିବାର ଜଣାପଡିଛି ।

କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର

ଗଞ୍ଜାମ, ୨୧ା୮(ଏସଏସନିଉଜ) ଭେଟନଇ-ଭେଜିପୁଟ ରାସ୍ତାରେ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣିଭାରଧରି ଯାଉଥିବାବେଳେ କାଉଡ଼ିଆଙ୍କଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି ।ଏଥିରେ ଦୁଇଜଣ କାଉଡିଆଙ୍କମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ା ପାଇଁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ଓ ବ୍ରହ୍ମପୁର ବଡମେଡିକାଲରେ ଆଉଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାପରେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ଭିକ ମାଗୁଛନ୍ତି ଗଣେଶ

ବାରଙ୍ଗ,୨୦ା୮(ଏସଏସନିଉଜ) ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବାଲେଶ୍ୱର ଅଂଚଳର ଗଣେଶସାହାଣି ଏବେ ନନ୍ଦନକାନନ ଛକରେ ଭିକମାଗୁଛନ୍ତି ।ରବିବାରଦିନ ନନ୍ଦନକାନନ ଛକରେ ଗଣେଶଭିକ୍ଷାମାଗିମାଗି ଯାଉଥିବାର ଦେଖିବାକୁ ମିଳିଛି ।ନିଜର ଦୁଃଖକୁ ସେ ଅନ୍ୟପାଖରେ ବଖାଣିବାସହ ନିଜର ଖାଇବାସହ ଚିକିସ୍‌ା ଓ ଘରକୁ ଯିବାପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଅଭାବି ଗଣେଶ ପରିବାର ଚଲାଇବାପାଇଁ ସୁଦୁର ହାଇଦ୍ରାବାଦରେ କାମ କରୁଥିଲେ ।ସେଠାରେ ଜଣେ ରାଜମିସ୍ତ୍ରୀପାଖରେ କାମ କରି ଯାହା ପାରିଶ୍ରମିକ ମୁଳୁଥିଲା ସେଥିରେ କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲା […]

ନନ୍ଦନକାନନରେ ୨ସମ୍ବରଶାବକ ଜନ୍ମ

ବାରଙ୍ଗ,୨୦।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୯ନମ୍ବର ଏନ କ୍ଲୋଜରରେ ରହୁଥିବା ବୟସ୍କ ମାଈ ସମ୍ବର ରବିବାର ୨ଶାବକକୁ ଜନ୍ମ ଦେଇଛି। ଏହି ଶାବକ ଦୁଇଟି ଜନ୍ମହେବା ପରେ ମା\’ ଓ ଛୁଆ ସୁସ୍ଥଥିବା ବେଳେ ସେମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧିପାଇଛି।ତେବେ ନବଜାତ ୨ ଶାବକର ଲିଙ୍ଗଚିହ୍ନଟ ହୋଇନାହିଁ।ଏହିପ୍ରଜାତିର ସମ୍ବର ଭାରତର ସର୍ବତ୍ର ପାହାଡିଆ ଜଙ୍ଗଲରେ ବିଶେଷ ଭାବେ ଦେଖାଦିଅନ୍ତି।ଏମାନେ ଭାରତରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ହରିଣମାନଙ୍କ ମଧ୍ୟରେ ସର୍ବବୃହତ ଜୀବ ଭାବରେ ପରିଚିତ।ଶୀତଋତୁ ମଧ୍ୟଭାଗରେ ସଙ୍ଗମ କରି ବର୍ଷାଋତୁ […]

ଦିନକପରେ ନିଖୋଜମହିଳାଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ, ୨୦।୮(ଏସଏସନିଉଜ)ପୁରୀ ମୁଖ୍ୟକେନାଲକୁ ଲୁଗା ଧୋଇବାକୁ ଶନିବାର ସନ୍ଧ୍ୟାରେ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମୃତଦେହ ରବିବାର ଦିନ କେନାଲରୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମବାହିନୀ। ପ୍ରକାଶଯେ, ଶନିବାର ସଂନ୍ଧ୍ୟାରେ ବଡ଼ମୁଣ୍ଡଳୀ ଗ୍ରାମର ପ୍ରେମଲତାସାହୁ ପୁରୀ ମୁଖ୍ୟ କେନାଲକୁ ଲୁଗାଧୋଇବାକୁ ଯାଇ ନିଖୋଜ ହୋଇଯାଇ ଥିଲେ।ପରିବାର ଲୋକ ବହୁ ଖୋଜା ଖୋଜି କରି ନିରାଶ ହେବାରୁ କେନାଲରେ ବୁଡିଯାଇଥିବାର ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।ରାତିରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି ପରେ ମଧ୍ୟ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୧ତାରିଖ ସୋମବାର।ଜାଗ୍ରତ୍ ଗୌରୀପଞ୍ଚମୀ, ଗ୍ରାମଦେବୀପୂଜା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/୬ସୂର୍ଯ୍ୟାସ୍ତ- ଘ୬/ ୮/୨,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପଞ୍ଚମୀ ରାତ୍ରି ଘ୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ। ଘାତଚନ୍ଦ୍ର–ସନ୍ଧ୍ୟା ଘ୬/୮ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଭକ୍ଷଣନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୮ମି ରୁ ଘ୮/୪୨ମି ପର୍ଯ୍ୟନ୍ତ,ବାରବେଳା ଦିବା ଘ୨/୪୬ମି ରୁ ଘ୪/୨୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/ ୨୨ମି ରୁ ଘ୧୧/୪୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୯ମି ମଧ୍ୟେ, ଘ୧୦/ ୨୧ମି ରୁ ଘ୧୨/୪୫ମି ମଧ୍ୟେ, ସନ୍ଧ୍ୟା […]

କାଳୀମାଡ଼ କରିଥିବା ଯୁବକକୁ ଛାଡିଲା ପୋଲିସ

ସାକ୍ଷୀଗୋପାଳ,୨୦।୮(ଏସଏସନିଉଜ) ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଯୁବକ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତମିଳାଉଥିବା ବେଳେ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ […]

ମୁହାଁମୁହିଁ ଧକାହେଲା ତୀର୍ଥଯାତ୍ରୀ ବସ

ଜଳେଶ୍ୱର,୨୦।୮(ଏସଏସନିଉଜ)ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା ବସ୍‌।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି। ୧୬ନଂ ଜାତୀୟ ରାଜପଥ ଭେଲୋରା ଛକ ନିକଟରେଏହି ଦୁର୍ଘଟଣା ଘଟିଛି।ପଛ ବସ୍‌ରେ ଥିବା ୫ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବସ୍ତା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୨ଟିଯାକ ବସ୍‌ ପୁରୀ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୦ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୧/୪୦,ସୂର୍ଯ୍ୟାସ୍ତ- ଘ୬/୮/୩୬,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଥୀ ରାତ୍ରି ଘ୧୨/୨୨ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୧ମି ରୁ ଘ୧/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୫ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୨୧ମି ରୁ ଘ୯/୩୩ମି ମଧ୍ୟେ, ରାତ୍ରି ଘ୭/୪୨ମି ରୁ ଘ୯/୧୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୧ମି ମଧ୍ୟେ, ଘ୧୨/୪୫ମି ରୁ ଘ୧/୩୩ମି ମଧ୍ୟେ, ସନ୍ଧ୍ୟା […]

ଆଜିର ରାଶିଫଳ

ଅଗଷ୍ଟମାସ ୧୯ତାରିଖ ୨୦୨୩ମସିହା(ଶନିବାର)ଶ୍ରାବଣମାସ- ଶୁକ୍ଲପକ୍ଷ ,ତିଥି- ତୃତୀୟା ରାତ୍ରି ଘ ୧୦/୨୦ ପର୍ୟ୍ୟନ୍ତ ତଦନ୍ତେ ଚତୁର୍ଥୀ ,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୨/୩୩ ପର୍ୟ୍ୟନ୍ତ ତଦନ୍ତେ ହସ୍ତା ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୦ ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଘ୦୪/୩୨ ଗତେ ଘ୦୬/୦୯ ମଧ୍ୟେ ,ବାରବେଳା – ଦିବା ଘ୦୧/୨୨ ଗତେ ଘ୦୨/୫୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। […]