Browsing author

SATYA SANDHANA DESK

Yog Sangam at SriSri University

Cuttack, June 21(SSNews)In a vivid celebration of International Yoga Day, the tranquil campus of Sri Sri University was transformed into a grand confluence of calm, strength, and spiritual unity, as more than 1100 participants gathered for an inspiring event titled “Yog Sangam.” The celebration aligned with this year’s global theme “One Earth, One Health” emphasizing […]

ଯାହା କରିପାରିଲେନି ପ୍ରଶାସନ

ବାରଙ୍ଗ,୨୦।୬(ଏସଏସନିଉଜ)ବର୍ଷା ଦିନ ଆସିଥିବାରୁ ସାମାନ୍ୟ ବର୍ଷାରେ ରାଜରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଛି।ବର୍ଷା ପାଣି ଜମି ବଡ ଗର୍ତ୍ତ ମଧ୍ୟ ସୃଷ୍ଟି ହେଉଛି । ଯାହାଫଳରେ ପ୍ରତ୍ୟେକ ଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ହେଉଛି। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ବାରମ୍ବାର ଯୁବଗୋଷ୍ଟି ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ଏ ଅଫିସ୍ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ କେହି ଶୁଣିଲେନି । ଶେଷରେ ଯୁବଗୋଷ୍ଠୀ ଏକାଠି […]

କୁମ୍ଭୀର ସଂରକ୍ଷଣର ୫୦ବର୍ଷ

ବାରଙ୍ଗ,୨୦।୬(ଏସଏସନିଉଜ) କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପାଳନ ଅବସରରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସହଯୋଗରେ ନନ୍ଦନକାନନରେ ଶୁକ୍ରବାର ଦିନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟର ସଦସ୍ୟ, ଚିଡ଼ିଆଖାନା କର୍ମଚାରୀ, ପଶୁଚିକିତ୍ସକ, କୁମ୍ଭୀର ରକ୍ଷକ ଓ ଗବେଷକ,ଚିଡ଼ିଆଖାନା ସ୍ୱେଚ୍ଛାସେବୀଙ୍କୁ ନେଇ ସମୁଦାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ।ଏଥିରେ ପୂର୍ବତନ ପିସିସିଏଫ୍ ତଥା ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସଭାପତି ସରୋଜ କୁମାର ପଟ୍ଟନାୟକ ଏବଂ କୁମ୍ଭୀର […]

ନୂଆରୂପରେ ଆସୁଛି ଯାତ୍ରା ପୃଥ୍ୱୀରାଜ

ମେଣ୍ଢାଶାଳ,୨୦।୬।(ଏସଏସନିଉଜ) ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମମୁଣ୍ଡରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଅପେରାର ଆଖଡ଼ା ପୂଜା ସରିଛି ।ଚଳିତବର୍ଷ ଯାତ୍ରାପାଟିର ମାଲିକାନା ବଦଳିବା ପରେ ଆଜି ଆଖାଡା ପୁଜାସହ ରିୟଲସେଲ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ରିୟଲସେଲ କାର୍ଯ୍ୟକ୍ରମକୁ  ଉଦଘାଟନ କରିଛନ୍ତି ।ବହୁନାମିଦାମି କଳାକାରମାନଙ୍କୁ ନେଇ ନୁଆ ରୁପରେ ଯାତ୍ରା ପୃଥ୍ୱୀରାଜ ଆଗକୁ ବଢିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମଳନୀରେ ମାଲିକ ଗୋବିନ୍ଦ ଚନ୍ଦ୍ର […]

ଆଜିର ରାଶିଫଳ

ଜୁନମାସ ୨୧ତାରିଖ ୨୦୨୫ମସିହା(ଶନିବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୦୭/୨୩ ଗତେ ଏକାଦଶୀ,ନକ୍ଷତ୍ର-ଅଶ୍ୱିନୀ ରାତ୍ରି ଘ୦୮/୩୦ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୪୭,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୫,ଯୋଗିନୀ ଉତ୍ତରେ ଦିବା ଘ୦୭/୨୩ ଗତେ ଅଗ୍ନି କୋଣେ,ମେଷରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୦ ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୬/୨୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୮ ଗତେ ଘ୦୩/୦୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୭/୦୭ ଗତେ ଘ୦୭/୫୧ ମଧ୍ୟେ ଓ ରାତ୍ରି ଘ୧୨/୦୦ ଗତେ ଘ୦୨/୨୭ ମଧ୍ୟେ,ବିଶୁଦ୍ଧ […]

ସସ୍‌ପେଣ୍ଡ୍ ହେଲେ IIC ଶ୍ରୀବଲ୍ଲଭ ସାହୁ

ଜଳେଶ୍ବର,୧୯ା୬(ଏସଏସନିଉଜ) ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍ ହୋଇଛନ୍ତି ।କାର୍ୟ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପିାଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ୟାତନା ଦେଇଥିଲୋବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ୟାତନା ଦେଇଥିଲୋସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦେଉଥିଲେ ।ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀାସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁଜଣାଇଥିଲୋକର୍ମଚାରୀ ଅଭାବରୁ ଏପରି କରିଥିଲୁ […]

ଆଜିର ରାଶିଫଳ

ଜୁନମାସ ୨୦ତାରିଖ ୨୦୨୫ମସିହା(ଶୁକ୍ରବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୦୯/୫୧ ଗତେ ଦଶମୀ ,ନକ୍ଷତ୍ର-ରେବତୀ ରାତ୍ରି ଘ୧୦/୨୩ ଗତେ ଅଶ୍ୱିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୫ ,ଯୋଗିନୀ ପୂର୍ବେ ଦିବା ଘ୦୯/୫୦ ଗତେ ଉତ୍ତରେ ,ମେଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୮/୨୮ ଗତେ ଘ୧୧/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୧/୪୮ ଗତେ ଘ୦୧/୩୯ ମଧ୍ୟେ […]

ରାଜଧାନୀରେ ବୋମାମାଡ

ଭୁବନେଶ୍ୱର,୧୯।୬(ଏସଏସନିଉଜ) ବୁଧବାର ରାଜଧାନୀରେ ହୋଇଛି ବୋମାମାଡ ।ଭୁବନେଶ୍ୱର ଉପକଣ୍ଠ ସାଂପୁରରେ ଏହି ବୋମାମାଡ ହୋଇଥିବାର ଜଣାପଡିଛି। ଚାକିରିରୁ ବାହାର କରି ଦେବାରୁ ମାଲିକର ଘର ଓ ଅଫିସ୍‌କୁ ବୋମାମାଡ ହୋଇଥିବାର ଜଣାପଡିଛି । ଏହି ବୋମାମାଡରେ ଅଫିସ,କାର୍‌,ଗାଡି କ୍ଷୟକ୍ଷତି ହୋଇଛି । ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।

ଭଦ୍ରକରେ ୨୧ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭଦ୍ରକ,୧୯।୬(ଏସଏସନିଉଜ)ଭଦ୍ରକରେ ୨୧ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଡାଇରିଆ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଡାଇରିଆ ସ୍ଥିତିକୁ ନେଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଏଭଳି ନିଷ୍ପତି ଜିଲ୍ଲାପାଳ ନେଇଥିବାର ଜଣାପଡିଛି।