ଭୁବନେଶ୍ୱର,୧୯।୬(ଏସଏସନିଉଜ) ବୁଧବାର ରାଜଧାନୀରେ
ହୋଇଛି ବୋମାମାଡ ।ଭୁବନେଶ୍ୱର ଉପକଣ୍ଠ ସାଂପୁରରେ ଏହି ବୋମାମାଡ ହୋଇଥିବାର ଜଣାପଡିଛି। ଚାକିରିରୁ ବାହାର କରି ଦେବାରୁ ମାଲିକର ଘର ଓ ଅଫିସ୍କୁ ବୋମାମାଡ ହୋଇଥିବାର ଜଣାପଡିଛି । ଏହି ବୋମାମାଡରେ ଅଫିସ,କାର୍,ଗାଡି କ୍ଷୟକ୍ଷତି ହୋଇଛି । ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।