Browsing author

SATYA SANDHANA DESK

ବରାହ ଶିକାର କରିବାକୁ ଯାଇଥିଲେ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ବରାହ ଶିକାର କରିବାକୁ ବିଛାଯାଇଥିବା କରେଣ୍ଟ ତାରରେ ଲାଗି ଜଣେ ଯୁବକର ମୃତ ଘଟିଥିବା ଜଣାପଡ଼ିଛି। ତାରସିଙ୍ଗି ଥାନା ଅନ୍ତର୍ଗତ ସିତାରାମପୁର ଜଙ୍ଗଲରେ ଏପରି ଏକ ଘଟଣା ଘଟିଛି ।ଗତ କାଲିରାତିରେ ୩ରୁ ଉର୍ଦ୍ଧ ଯୁବକ ନିକଟରେ ଥିବା ଜଙ୍ଗଲରେ ବରାହ ଶିକାର କରିବା ପାଇଁ ୧୧କେଭି ତାର ଲଗାଇଥିଲେ । ହେଲେ କୌଣସି କାରଣରୁ ସୁରଥ ପ୍ରଧାନ ସେହି ତାରରେ ଲାଗିଯାଇଥିଲା । ଅନ୍ୟ ଦୁଇଜଣ ଘଟଣା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇଁ […]

ଆଜିର ରାଶିଫଳ

୨୦୨୫ ଜୁନ ୧୮,ବୁଧବାର,ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୧/୩୩ ଗତେ ଅଷ୍ଟମୀ,ନକ୍ଷତ୍ର- ପୂର୍ବ ଭାଦ୍ର ରାତ୍ରି ଘ୦୧/୦୧ ଗତେଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୫୫,ଯୋଗିନୀ ବାୟବ୍ୟେ ଦିବା ଘ୦୧/୩୩ ଗତେ ଐଶାନ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଅଷ୍ଟମୀର ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୨୮ ଗତେ ଘ୧୦/୦୮ ମଧ୍ୟେ,ବାରବେଳା- ଦିବା ଘ୧୧/୪୬ ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ଗତେ ଘ୦୮/୨୮ ମଧ୍ୟେ ଓ ଘ୦୧/୫୦ ଗତେ ଘ୦୫/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଗୋଷ୍ଟି ସଂଘର୍ଷ

ବାରଙ୍ଗ,୧୬।୬(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ ଶନିବାର ବିଳମ୍ବିତ ରାତିରେ ପିଲାମାନଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ମାରଧର ଓ ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି।ଏହି ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମକଦ୍ଦମା ରୁଜୁକରୀ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ଗଣ୍ଡରପୁର ବ୍ରାହ୍ମଣସାହିର ନକୁଲ ବେହେରା(୫୮),ଶ୍ରୀକାନ୍ତ ବେହେରା(୨୭) ଓ ଅମନ ରାଉତ(୨୩),ଅଞ୍ଜନ କୁମାର ରାଉତ(୩୭)। ପ୍ରକାଶଯେ,ଶନିବାର ବିଳମ୍ବିତ ରାତିରେ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ […]

ଯୁବତୀଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମ, ୧୭।୬(ଏସଏସନିଉଜ) ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗୋପାଳପୁର ଥାନା ପୁଲିସ ସମୁଦାୟ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ସମୁଦ୍ର କୂଳକୁ ଯାଇଥିବା ବେଳେ ୧୦ଜଣ ମଦ୍ୟପ ଯୁବକତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ବିରୋଧ କରିବାରୁପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ବାନ୍ଧି ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ଏକ ମାମଲା […]

ଆଜିର ରାଶିଫଳ

ଜୁନମାସ ୧୭ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୨/୫୦ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଷା ରାତ୍ରି ଘ୦୧/୪୧ ଗତେ ପୂର୍ବ ଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୩ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୫ ,ଯୋଗିନୀ ପଶ୍ଚିମେ ଦିବା ଘ୦୨/୫୦ ଗତେ ବାୟବ୍ୟେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା -ଦିବା ଘ୦୧/୩୪ ଗତେ ଘ୦୩/୦୩ ମଧ୍ୟେ ,ବାରବେଳା- ଦିବା ଘ୦୬/୫୦ ଗତେ ଘ୦୮/୨୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୯ […]

ପ୍ରଥମଦିନରୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୬।୬(ଏସଏସନିଉଜ)ପିଲାଙ୍କମାଆ ମଧ୍ୟାହ୍ନଭୋଜନ ଯାଞ୍ଚ କରିପାରିବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏଥି ନିମନ୍ତେ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ।ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି।DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର […]

ଆଜିର ରାଶିଫଳ

ଜୁନମାସ ୧୬ତାରିଖ ୨୦୨୫ମସିହା(ସୋମବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୩/୩୪ ଗତେ ଷଷ୍ଠୀ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୧/୫୫ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୨,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୨୫,ଯୋଗିନୀ ଦକ୍ଷିଣେ ଦିବା ଘ୦୩/୩୪ ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୦ଗତେ ଘ୦୮/୨୮ ମଧ୍ୟେ,ବାରବେଳା- ଦିବା ଘ୦୨/୪୩ ଗତେ ଘ୦୪/୨୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୯ ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୨ ଗତେ ଘ୧୨/୪୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି […]

ପହିଲିରଜରେ ବଢ଼ିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପାଳନ ହେଲା ରଜପର୍ବ

ବାରଙ୍ଗ , ୧୩।୬(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରଜ ପର୍ବ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ,ଏବଂ ପୋଡ଼ପିଠା ବଣ୍ଟନ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଓଡିଶାରେ ରଜ ପର୍ବର ପାଳନର ପୌରାଣିକ ଭିତ୍ତିଭୂମି ସହ ଆୟୁର୍ବେଦ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ ପୃଥିବୀମାତାର ରଜସ୍ବଳା ସହ […]

୬ଜଣିଆ ଡକାୟତି ଦଳକୁ ଧରିଲା ନନ୍ଦନକାନନ ଥାନା ପୋଲିସ

ବାରଙ୍ଗ,୧୪।୬(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣିଆ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଛି ନନ୍ଦନକାନନଥାନା ପୋଲିସ ।ସେମାନେ ହେଲେ କଲ୍ୟାଣପୁରଗ୍ରାମର ସୁଶୀଲ କୁମାର ସାହୁ(୩୪)ଓରଫ ଗଣେଶ,ସନ୍ତୋଷ ବେହେରା ଓରଫ ସନ୍ତୁ(୩୨),ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫),ମନୋଜ ସ୍ୱାଇଁ ଓରଫ ମୁନା(୨୮),ପ୍ରତାପ ସ୍ୱାଇଁ (୪୫),ଫତେଗଡ଼ ବାଣପୁରର ଗଣେଶ ଜେନା (୨୩)।ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ,ଦୁଇଟି ଗୁଳି ଏବଂ ଚାରୋଟି କାର୍ଟ୍ରିଜ୍,ଗୋଟିଏ ଖଣ୍ଡା,ଗୋଟିଏ ତେଲେଙ୍ଗା କଟୁରୀ,ଦୁଇଟି ଲୁହାରଡ୍ ,ଓଡ଼ି ୦୨ସି ଏମ […]