ଆଜିର ରାଶିଫଳ
ମଇ ମାସ ୧୧ ତାରିଖ ୨୦୨୫ ମସିହା (ରବିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୪୫ ଗତେ ପୂର୍ଣ୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୪୬ ଗତେ ବାୟବ୍ୟେ,ମେଷରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ଗତେ ଘ୦୧/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୦୪ ଗତେ ଘ୦୯/୧୭ ମଧ୍ୟେ ରାତ୍ରି ଘ୦୭/୪୬ ଗତେ ଘ୦୯/୨୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୦୪ ମଧ୍ୟେ ଓ ଘ୦୧/୦୦ ଗତେ ଘ୦୧/୧୭ମଧ୍ୟେ,ଅଦ୍ୟ […]